Breaking News

କଇଁଛ ମୁଦି ଏହି ରାଶିର ଲୋକମାନେ ପିନ୍ଧିଲେ ହୁଅନ୍ତି ଧନୀ ଆଉ ଏହି ଲୋକମାନେ ପିନ୍ଧିଲେ ହୁଅନ୍ତି ଗରିବ !

ବନ୍ଧୁଗଣ ଆଜିକାଲି ଏହି କଇଁଛର ମୁଦି କୁ ପ୍ରାୟ ତ ସମସ୍ତେ ପିନ୍ଧୁଛନ୍ତି | କିନ୍ତୁ ଅନେକ ଲୋକ ଙ୍କୁ ଏହା ଜନାନଥାଏ କି କିପରି ଓ କେଉଁ ଦିନ ଏବଂ କେଉଁ ଧାତୁ ର ପିନ୍ଧିବା ଦ୍ଵାରା ଲାଭ ଦାୟକ ହୋଇଥାଏ | ଏହି କଇଁଛର ମୁଦି କୁ ପିନ୍ଧିବା ଦ୍ଵାରା କେଉଁ ରାଶି ର ବ୍ୟକ୍ତି କୁ ଲାଭ ହୋଇଥାଏ | ଏବଂ କେଉଁ ରାଶି ର ବ୍ୟକ୍ତି ପିନ୍ଧିବା ଦ୍ଵାରା କ୍ଷତି ହୋଇଥାଏ |

ଏହା ପ୍ରାୟ ତା ସମସ୍ତଙ୍କୁ ଜଣା ନଥାଏ ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଜେ କଇଁଛର ମୁଦି କୁ କେଉଁ ବ୍ୟକ୍ତି ପିନ୍ଧିବା ଦ୍ଵାରା ତାହାର ଲାଭ ହୋଇଥାଏ। ଏବଂ କେଉଁ ବ୍ୟକ୍ତି ପିନ୍ଧିବା ଦ୍ଵାରା ତାହାର ଅନେକ କ୍ଷତି ହୋଇଥାଏ। ପୁରାଣ ଶାସ୍ତ୍ର ରେ ଏହି କଇଁଛ ଶ୍ରୀ ହରି ବିଷ୍ଣୁ ଙ୍କର ଅବତାର ଅଟେ ବା ସେଲରି ହରି ବିଷ୍ଣୁ ଙ୍କର ଏକ ସ୍ୱରୂପ ଅଟେ ଏବଂ ଏହି କାଇଁଚ ଟି ଜଳ ଚର ଅଟେ |

ଏହି କାଇଁଚ ର ମୁଦି ଧାରଣ କରିବା ଦ୍ୱାରା ମଣିଷ କୁ ଧର୍ୟ,ଶାନ୍ତି, ଶାଳୀନତା ଏବଂ ବିନମ୍ରତ ପ୍ରାପ୍ତି ହୋଇଥାଏ ଏବଂ ଏହି କାଇଁଚ ର ମୁଦି କୁ ପିନ୍ଧିବା ଦ୍ଵାରା ନିଜ ଶରୀର ରେ ଏବଂ ନିଜ ଘରେ ସକରାତ୍ମକତା ବୃଦ୍ଧି ପାଇଥାଏ ଯାହା ଦ୍ଵାରା ମଣିଷ ଧନ ଓ ଐଶ୍ଵର୍ୟ ର ଅଧିକାରୀ ହୋଇଥାଏ କିନ୍ତୁ ଅନେକ ଅଜଣା ଭୁଲ ପାଇଁ ଅନେକ କ୍ଷତି ହୋଇଥାଏ |

ତେବେ ସେହି ଅଜଣା ଭୁଲ କଣ ହୋଇଥାଏ ଆସନ୍ତୁ ଜାଣିବା | ବନ୍ଧୁଗଣ କଇଁଛ ର ମୁଦି ସାଧାରଣ ତ ରୂପ ର ହେବ ଆବଶ୍ୟକ ଅଟେ କାରଣ ଏହା ଜଳ ତତ୍ଵ ର ଅଟେ ତେଣୁ ରୂପ ର ବା ଚଣ୍ଡି ର ପିନ୍ଧିବା ଆବଶ୍ୟକ ଅଟେ କାରଣ ଧାତୁ ପରିବର୍ତ୍ତନ କରିପାରିବେ ତାହା ପୁଣୀ ରାଶି ଅନୁସାରେ କଇଁଛ ଟି ରୂପା ର ହେବ ଆବଶ୍ୟକ |

ଏବଂ ତାହା ର ତଳ ଭାଗ ଅନ୍ୟ ଧାତୁ ର ହୋଇପାରିବ।ଏହି ମୁଦି ଟିକୁ କେବଳ ଡାହାଣ ହାତକୁ ରେ ପିନ୍ଧିପରିବେ ଏହାକୁ କେବଳ ମାଧ୍ୟମା କିମ୍ବା ଅନାମିକା ଆଙ୍ଗୁଳି ରେ ପିନ୍ଧିପାରିବେ | ଏହା ଛଡା ମେଷ ରାଶି ସିଂହ ରାଶି ଏବଂ କୁମ୍ଭ ରାଶି ର ଲୋକ ପିନ୍ଧିବା ଦ୍ଵାରା ଅନେକ ଲାଭ ଫଳ ମିଳିଥାଏ |

ଜିବନ ଧନ ଏବଂ ଅଷ୍ୟର୍ୟ ରେ ଭାରିଯାଏ ବନ୍ଧୁଗଣ ଏହି କଇଁଛ ର ମୁଦି ଟିକୁ ଶୁକ୍ରବାର ଦିନ କିଣିବା ଅଵଙ୍ଗ ଶୁକ୍ରବାର ଦିନ ପିନ୍ଧିବା ର ବିଧି ରହିଅଛି | ଏହାକୁ ସୂର୍ଯ୍ୟାସ୍ତ ହେବ ପୂର୍ବରୁ ପିନ୍ଧିବା ର ବିଧି ରହିଅଛି ଏହି କଇଁଛ ର ମୁଦି ଟିକୁ ପିନ୍ଧିବା ପୂର୍ବରୁ ଗଙ୍ଗା ଜଳ ରେ ଧୋଇଦିଅନ୍ତୁ |

ଏବଂ ପଞ୍ଚମ୍ବୃତ ସିଞ୍ଚନ କରିଦିଅନ୍ତି | ଏହାକୁ ପିନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣ ଙ୍କ ପାଖରେ ନିଶ୍ଚୟ ପୂଜା କରିଦିଅନ୍ତି ଏହା କରିବା ଦ୍ୱାରା ଲକ୍ଷ୍ମୀ ନାରାୟଣ ଙ୍କ ଅସୀମ କୃପା ପ୍ରାପ୍ତି ହୋଇଥାଏ ଯେଉଁ ମାନଙ୍କୁ ନିଜର ରାଶି ଜଣାନାହିଁ ସେମାନେ ଏହି ମୁଦି ଟିକୁ ପିନ୍ଧନ୍ତୁ ନାହିଁ ତେବେ ବନ୍ଧୁଗଣ ଏ ଥିଲା କଇଁଛ ମୁଦି ଟିକୁ ନେଇ କିଛି ମହତ୍ତ୍ଵ ପୂର୍ଣ୍ଣ କଥା |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.