Breaking News

କାହିଁକି ବଢୁଛି ପେଟ୍ରୋଲ ଡିଜେଲ ର ମୂଲ୍ୟ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶରେ ଆହେତୁକ ଭାବରେ ତୈଳ ଦର ବଢିବାରେ ଲାଗିଛି |ତେବେ ଆପଣ ମାନେ ଜାଣିଥିବେ ଏହି ପେଟ୍ରୋଲ ଓ ଡିଜେଲ ଦର ବଢିବା ଫଳରେ ସାଧାରଣ ଲୋକ ବହୁତ ଅସୁବିଧା ର ସମୁଖୀନ ହେଉଛନ୍ତି |ତେବେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ପାଇଁ ବଢୁଛି ପେଟ୍ରୋଲ ଓ ଡିଜେଲ ଦର |
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କଣ ପାଇଁ ବଢୁଛି ତୈଳ ଦର ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖା ମାଧ୍ୟମରେ |ଏଠି ସୂଚନା ଥାଉ କି ଏହି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କୁ ବିରୋଧ କରି କଂଗ୍ରେସ 6 ଘଣ୍ଟିଆ ଭାରତ ବନ୍ଦ ମଧ୍ୟ କରିଥିଲା |ଆପଣ ମାନେ ଜାଣିଥିବେ ଲଗାତର କିଛି ଦିନ ହେବ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର |


ତେବେ ଏଠି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ପାଇଁ ବଢିବାରେ ଲାଗିଛି ଏହି ତୈଳ ର ମୂଲ୍ୟ |ତେବେ ପଡୋଶୀ ଦେଶ ଗୁଡିକ ରେ ଏତେ ଶସ୍ତା ଥିବାବେଳେ ଆମ ଦେଶରେ କଣ ପାଇଁ ଏତେ ଅଧିକ ରହିଛି |ତେବେ ଆସନ୍ତୁ ଜାଣିବା ଏହାର ସତ୍ୟତା କଣ |32 ଓ 34 ଟଙ୍କାର ପେଟ୍ରୋଲ ଓ ଡିଜେଲ ର ଦାମ କେମିତି ବୃଦ୍ଧି ପାଇ 90 ଟଙ୍କା ପାଖା ପାଖି ପହଞ୍ଚିଛି |


ଆଜିର ଦର ହିସାବରେ ଅଶୋଧିତ ତୈଳ ହାର ବିଶୋଧନ ପାଇଁ ଲିଟର ପିଛା ପେଟ୍ରୋଲ ରେ ଖର୍ଚ ହେଉଛି 32 ଟଙ୍କା 43 ପଇସା ଏହାକୁ ଆମେ ପେଟ୍ରୋଲ କ୍ରୟ ମୂଲ୍ୟ ଧରିପାରିବା |ଏହି କ୍ରୟ ମୂଲ୍ୟ ଉପରେ କେନ୍ଦ୍ର ସରକାର ଟିକସ ନେଉଛନ୍ତି 32 ଟଙ୍କା 98 ପଇସା ଅର୍ଥାତ ଗୋଟିଏ ଲିଟର ପେଟ୍ରୋଲ ର ପ୍ରକୃତ ମୂଲ୍ୟ ଯେତେ ତାଠାରୁ ଅଧିକ କେନ୍ଦ୍ର ସରକାର ଟିକସ ନେଉଛନ୍ତି |ତାପରେ ରାଜ୍ୟ ସରକାର ଟିକସ ବାବଦକୁ ନେଉଛନ୍ତି 20 ଟଙ୍କା 91 ପଇସା |ତେବେ ଡିଲର କମିଶନ ହେଲା ଲିଟର ପିଛା 3 ଟଙ୍କା 36 ପଇସା |ତେବେ ଡିଜେଲ ର ପ୍ରକୃତ ମୂଲ୍ୟ ହେଉଛି 34 ଟଙ୍କା ତା ଉପରେ କେନ୍ଦ୍ର ସରକାର ଟିକସ ନେଉଛନ୍ତି 31 ଟଙ୍କା 83 ପଇସା ରାଜ୍ୟ ସରକାର ଟିକସ ନେଉଛନ୍ତି 18 ଟଙ୍କା 41 ପଇସା ତେବେ ଲିଟର ପିଛା ଡିଲର କମିଶନ ହେଉଛି 2 ଟଙ୍କା 21 ପଇସା ତେବେ ଏଥିପାଇଁ ପେଟ୍ରୋଲ ଓ ଡିଜେଲ ର ମୂଲ୍ୟ ବହୁତ ହୋଇଯାଉଛି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *