Breaking News

ଦେଖନ୍ତୁ Viral ଭିଡ଼ିଓ -Cctv ରେ ରେକର୍ଡ ହେଲା ମୃତ୍ୟୁ ର ଲୋ-ମ-ଟା-ଙ୍କୁ-ରା ଦୃ-ଶ୍ୟ , ଦେଖିଲେ ଆଶ୍ଚର୍ଯ ହେବେ !

ଭାରତ ହେଉଛି ବିଶ୍ଵର ଦ୍ଵିତୀୟ ଜନବହୁଳ ରାଷ୍ଟ୍ର। ତେଣୁକରି ଭାରତରେ ଏତେ ସଂଖ୍ୟକ ଲୋକ ମାନଙ୍କ ପାଇଁ ଯାନବାହାନ ଚଳାଚଳ ମଧ୍ୟ ବୃଦ୍ଧି ପାଉଛି। କିନ୍ତୁ ଏଭଳି ସ୍ଥଳରେ ମୁଖ୍ୟ ସମସ୍ୟା ପାଲଟିଛି ସଡ଼କ ଦୁ-ର୍ଘ-ଟ-ଣା। ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁ-ର୍ଘ-ଟ-ଣା। ସଡ଼କ ଦୁ-ର୍ଘ-ଟ-ଣା ବୃଦ୍ଧି ପାଇବା ସହିତ ମୃ-ତା-ହ-ତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ପ୍ରତିଦିନ ସଡ଼କ ଦୁ-ର୍ଘ-ଟ-ଣା ଯୋଗୁଁ ଅନେକ ଲୋକ ଅକାଳରେ ଆରପାରିକୁ ଚାଲିଯାଉଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ସଡ଼କ ଦୁ-ର୍ଘ-ଟ-ଣା ଫଳରେ ପ୍ରାୟ ୧୫୧ ଜଣ ଲୋକଙ୍କର ପ୍ରା-ଣ-ହା-ନି ଘଟିଛି। ତେବେ ଏଭଳି ଦୁ-ର୍ଘ-ଟ-ଣା ହେବାର ମୁଖ୍ୟ କାରଣ ହେଉଛି, ବେପରୁଆ ଭାବରେ ଗାଡି ଚଲେଇବା । ତେବେ ସରକାର ସଡ଼କ ଦୁ-ର୍ଘ-ଟ-ଣା-କୁ ନିୟନ୍ତ୍ରଣରେ ରଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରିବା ସହିତ ଅନେକ ଆଇନ ପ୍ରଣୟନ କରିଥିଲେ ବି ତାହାର କୌଣସି ମୂଲ୍ୟ ରହୁନାହିଁ। ଲୋକ ମାନେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଗାଡ଼ି ଚଳାଉଛନ୍ତି ।

 

ଯାହା ଫଳରେ ପ୍ରଦିତିନ ହଜାର ହଜାର ଲୋକ ଦୁ-ର୍ଘ-ଟ-ଣା ଗ୍ରସ୍ତ ହୋଇ ନିଜର ଜୀବନ ହରାଉଛନ୍ତି। ତେବେ ନିକଟରେ ସେହିଭଳି ଏକ ଦୁ-ର୍ଘ-ଟ-ଣା-ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣଙ୍କ ଦେ-ହ ଥ-ରି ଉଠିବ। ସିସିଟିଭି ରେ ରେକର୍ଡ ହୋଇଥିବା ଭିଡିଓ ଅନୁଯାୟୀ, ଜଣେ ବ୍ୟକ୍ତି ରାସ୍ତା ଫାଙ୍କା ଥିବା ଦେଖି ନିଜ ସ୍କୁଟି ମାଧ୍ୟମରେ ରାସ୍ତା ପାର ହେଉଥିବା ସମୟରେ ସେ ଆଉ ଆଗକୁ ଚାହିଁନଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ସାମ୍ନା ପଟୁ ଦ୍ରୁ-ତ ଗ-ତି-ରେ ନିଜ ବାଇକ୍ ଧରି ମା-ଡି ଆସୁଥିଲେ।

ବାଇକ୍ ଚାଳକ ଜଣକ ଯେତେବେଳେ ହଠାତ୍ ନିଜ ସାମ୍ନାରେ ସ୍କୁଟି ଧରି ଜଣେ ବ୍ୟକ୍ତି ରାସ୍ତା ପାର ହେଉଥିବା ଦେଖିଲେ , ସେ ସଙ୍ଗେ ସଙ୍ଗେ ସ୍କୁଟି ଚାଳକ ଜଣକ ଜୀବନ ବଞ୍ଚିଇବା ପାଇଁ ନିଜ ବାଇକ୍ ବ୍ରେକ ମାରିଦେଇଥିଲେ, ଆଉ ବାଇକ୍ ଟି ଭା-ର-ସା-ମ୍ୟ ହ-ରା-ଇ ସିଧା ଯାଇ ରାସ୍ତା କଡ଼ରେ ଥିବା ଏକ ଦୋକାନର ବାରଣ୍ଡାରେ ପି-ଟି ହୋ-ଇ-ଯା-ଇଥିଲା। ଘଟଣା ସ୍ଥଳରେ ବାଇକ୍ ଟି ଭାଙ୍ଗି ରାସ୍ତା ମଝିରେ ପଡ଼ି ଯାଇଥିଲା। ବାଇକ୍ ଚାଳକ ଜଣକ ଦୁ-ର୍ଘ-ଟ-ଣା ଫଳରେ ୧୫ ଫୁଟ ଉପରକୁ ଉଠିଯାଇ ଛିଟକି ଯାଇ ଅନ୍ୟ ଏକ ସ୍ଥାନରେ ପଡ଼ିଥିଲେ। ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରା-ଣ-ବା-ୟୁ ଉ-ଡ଼ିଯାଇଥିଲା।

ବାଇକ୍ ଚାଳକଙ୍କ ପଛରେ ଆସୁଥିବା ଆଉ ଜଣେ ବ୍ୟକ୍ତି ମରଣ ମୁହଁରୁ ଅଳ୍ପକେ ବଂଚିଯାଇଥିଲେ। ତେବେ ଏହି ଲୋମତାଙ୍କୁରା ଘଟଣାଟି ଘଟିଛି କର୍ଣ୍ଣାଟକ ରାଜ୍ୟ ମାଙ୍ଗାଲୁରୁ ଅଞ୍ଚଳର ଏୟାରପୋର୍ଟ ରୋଡ ନିକଟରେ।ଘଟଣା ସ୍ଥଳରେ ସ୍କୁଟି ଚାଳକ ଜଣକ ଜୀବନ ବଞ୍ଚିଯାଇଥିବା ବେଳେ ବାଇକ୍ ଟି ଦ୍ରୁତ ଗତିରେ ଥିବାରୁ ବାଇକ୍ ଚାଳକ ଜଣକ ଆରପାରିକୁ ଚାଲିଯାଇଥିଲେ। ଏହି ଦୁ-ର୍ଘ-ଟ-ଣା-ର ସମସ୍ତ ଦୃଶ୍ୟ ରାସ୍ତାକଡ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ରେ କଏଦ ହୋଇଛି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ହୀରାକୁଦରୁ ଧରା ହେଲା ୧୦୦୦ କେଜିର ବିରାଟକାୟ ମାଛ, ଏମିତି ବିରଳ ମାଛ କେବେ ଦେଖି ନଥିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ହୀରାକୁଦ ଜଳଭଣ୍ଡାର ରେ ଏକ ବିରାଟ କାୟ ମାଛ ଦେଖିବାକୁ ମିଳିଛି , କିଛି ମତ୍ସଜୀବୀ ମାନେ …

Leave a Reply

Your email address will not be published. Required fields are marked *