ହେଲୋ ଫ୍ରେଣ୍ଡ୍ସ ଆପଣମାନେ ବର୍ତ୍ତମାନ ସମୟରେ ଟ୍ରେଂଡିଙ୍ଗ ରହିଥିବା ଗୀତ କୁ ଆପଣମାନେ ନିଶ୍ଚିତ ଭାବରେ ଦେଖିସାରିଥିବେ ଏଥିରେ ଗାଇଥିବା ବ୍ୟକ୍ତି ଏବେ କେତେଟଙ୍କା ରୋଜଗାର କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା କାଚା ବାଦାମ ଗୀତ ଗାଇ ଫେମସ ହୋଇଥିବା ଭୁବନ ବିଦ୍ୟାକରଙ୍କ ଜୀବନ ଏବେ କିପରି ଚାଲିଛି ଓ ସେ ଏବେ କଣ କରୁଛନ୍ତି |
ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ରାତାରାତି ଲୋକପ୍ରିୟ ହୋଇଥିବା କିଛି ବଡ଼ କଥା ନୁହେଁ ସେହିପରି ବାଦାମ ବିକି ଜଣେ ବିକାଳୀ ଭୁବନ ବାଦାମ ବିକିବା ସମୟରେ ଏହି ଗୀତ ଗାଇ ଫେମସ ହୋଇଯାଇଛନ୍ତି |
ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଏହି ଗୀତର ରିଲ ଓ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ବାର୍ଷିମଗା ର ବିରାଧର ଜିଲ୍ଲା ର ଲକ୍ଷ୍ମୀନାରାୟଣ ପୁର ପଞ୍ଚାୟତ ର ରାଜାରୀ ଗ୍ରାମର ବାସିନ୍ଦା ଭୁବନଙ୍କ କହିବା ମୁତାବକ ପିଲାଟି ଦିନ ରୁ ଗୀତ ଗାଇବା ପ୍ରତି ତାଙ୍କର ସଉକ ରହିଥିଲା ଏପରିକି ସେ ଏକ ବ୍ୟାଣ୍ଡ ରେ ମଧ୍ୟ ସାମିଲ ହୋଇଥିଲେ |
କିନ୍ତୁ ବିବାହ ପରେ ଘର ପରିବାର ସମ୍ଭାଳିବା କାରଣରୁ ତାଙ୍କୁ ଏହି ନିଶା ଛାଡିବାକୁ ପଡିଥିଲା ଏହା ପରେ ସେ ରାଜମିସ୍ତ୍ରୀ ପରେ ସେ ଚିନାବାଦାମ ବିକିବା ଆରମ୍ଭ କରିଥିଲେ ସେ ଚିନାବାଦାମ ବିକି ମାସକୁ 3 ରୁ 4 ହଜାର ଟଙ୍କା ରୋଜଗାର କରନ୍ତି ବୋଲି ସେ କହିଛନ୍ତି |
ଭୁବନ ବାଦାମ ବିକିବା ସମୟରେ ଗୀତଟିକୁ ଗାଇଥାନ୍ତି ଦିନେ ଜଣେ ଯୁବକ ଏହି ଗୀତ କୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ଗୀତ ଟି ଚାହୁଁ ଚାହୁଁ ଭାଇରଲ ହୋଇଯାଇଥିଲା ଭୁବନ ମଧ୍ୟ ଲୋକପ୍ରିୟ ହୋଇଯାଇଥିଲେ ଓ ଏବେ ସେ ଗୋଟେ ଗୀତ ଗାଇବା ପାଇଁ ଗୋଟେ କମ୍ପାନୀ ତାଙ୍କୁ 2 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛି |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …