ବନ୍ଧୁଗଣ ଅହଂକାର ମଣିଷ ର ବଡ଼ ଶତ୍ରୁ କାଚା ବାଦାମ ଗୀତ ଫେମସ ପରେ ବଢିଗଲା ଅହଂକାର ତେବେ ଦର୍ଶକବନ୍ଧୁ କାଚା ବାଦାମ ଗାୟକ ଭୁବନ ଲୋକମାନଙ୍କୁ ଅହଂକାର ଦେଖାଇ ଏମିତି କହିଲେ ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି ତେବେ ଦର୍ଶକବନ୍ଧୁ ଆପଣମାନେ ବେଶ ଭଲଭାବରେ ଜାଣିଥିବେ ସୋସିଆଲ ମିଡ଼ିଆ ଏପରି ଏକ ଜିନିଷ ଯାହା କାହାକୁଭି ରାତାରାତି ଷ୍ଟାର ବନାଇଦେଇପାରେ |
ଦର୍ଶକବନ୍ଧୁ କାଚା ବାଦାମ ଗୀତ ଏବେ ସୋସିଆଲ ମିଡିଆରେ ଭାଇରଲ ହବାରେ ଲାଗିଛି ତେବେ ଦର୍ଶକବନ୍ଧୁ ଭାଇରଲ ହେବାପରେ ଗୋଟେ ମ୍ୟୁଜିକ କମ୍ପାନୀ ଭୁବନ ବିଦ୍ୟକାର ଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ବେଳେ ଅନେକ ଅଫର ମଧ୍ୟ ଭୁବନ ଙ୍କୁ ମିଳିଛି |
ଆଉ ଏହାରି ମଧ୍ୟରେ ଭୁବନଙ୍କ ଏକ ବାର୍ତ୍ତା ଭାଇରଲ ହବାରେ ଲାଗିଛି କୋଲକାତା ର ଗୋଟେ ନ୍ୟୁଜ ଚ୍ୟାନେଲ ଭୁବନ ଙ୍କର ଏକ ସାକ୍ଷାତକାର ନେଇଥିଲା ତେବେ ଏହି ସମୟରେ ଭୁବନ କହୁଛନ୍ତି କି ସେ କାଚା ବାଦାମ ବିକିବା ବନ୍ଦ କରିଦେଇଛନ୍ତି ଆଉ କହୁଛନ୍ତି କି ମୁ ଏବେ କଳାକାର ହେବାକୁ ଯାଉଛି କାରଣ ମୁ ଏବେ ଜଣେ ସେଲିବ୍ରେଟି |
ତେବେ ସେଲିବ୍ରେଟି ରୂପରେ କାଚା ବାଦାମ ବିକିଲେ ମତେ ଅପମାନ ର ଶିକାର ହେବାକୁ ପଡିବ ଆଉ ଏଠି ସହିତ ସେ କହିଛନ୍ତି ମୋ ପଡୋଶୀ ମାନେ ମତେ ବାହାରକୁ ଯିବାକୁ ମନା କରିଦେଇଛନ୍ତି କାରଣ ଯେହେତୁ ମୁ ଏବେ ଗୋଟେ ସେଲିବ୍ରେଟି ମୁ ଏବେ ବାହାରକୁ ଗଲେ ମତେ ଅପହରଣ ମଧ୍ୟ କରିଦେଇପାରନ୍ତି | ତେବେ ଦର୍ଶକବନ୍ଧୁ ଆପଣଙ୍କର ଏହାକୁ ନେଇ କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…
ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …