Breaking News

ଜୁଲାଇ ୨୦୨୨ ମାସରେ ୭ଟି ରାଶିର ଭାଗ୍ୟ ଚମକିବ ଯାଉଛି….ଦେଖନ୍ତୁ ଆପଣଙ୍କ ରାଶି !

ଜୁଲୁଇ ମାସର ପରମ୍ଭ ହେବାକୁ ଯାଉଛି ଏବଂ ଏହି ମାସଟି ଗ୍ରହଙ୍କ ଗୋଚର ଏବଂ ପର୍ବ ପର୍ବାଣି ରେ ଭରି ରହିଛି ହିନ୍ଦୁ ପଞ୍ଜିକା ଅନୁସାରେ ଜୁଲାଇ ମାସର ପରମ୍ଭ ଆଶଡ଼ ମାସରେ ହେଉଛି ଏବଂ ଆସଡ଼ ମାସ 16 ଜୁଲାଇ ପର୍ଯ୍ୟନ୍ତ ରହିବ ଏବଂ 17 ତାରିଖ ଜୁଲାଇ ମାସରୁ ଶ୍ରବଣ ମାସ ଆରମ୍ଭ ହେଉଛି ତଥା ଏହି ମାସରେ ବୁଧ ଶୁକ୍ର ଶନି ଓ ସୂର୍ଯ୍ୟ ଗ୍ରହଙ୍କ ରାଶି ପରିବର୍ତନ ହେବ ଏବଂ ଦେବ ଗୁରୁ ବୃହସ୍ପତି ବକ୍ର ଚଳନ କରିବେ | ତଥା ଗ୍ରହ ଙ୍କର ଏହି ସ୍ତିତି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟ ସାଳି ରହିବ |

ବୃଷ ରାଶି
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ କୟରିଆର ସମୟରୁ ବିଶେଷ ଉତ୍ତମ ଅନୁକୂଳ ରହିବ ଭାଗ୍ୟର ଆପଣଙ୍କୁ ପୁର୍ଣ ସହଯୋଗ ପ୍ପ୍ରାପ୍ତ ହେବ ଚାକିରୀ ବର୍ଗ ଏବଂ ଵେବସାୟ କ୍ଷେତ୍ରରେ ରେ ଜଡିତ ବ୍ୟକ୍ତିଙ୍କୁ ପଦ ଉର୍ନତି ପ୍ରାପ୍ତି ହେବ | ବିଦ୍ୟାର୍ଥୀ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ବିଶେଷ ଶୁଭ ଫଳ ଦାୟକ ହେବ ଆର୍ଥିକ ପକ୍ଷ ମଝୁବୁତ ରହିବା ସହିତ ଧନ ସଞ୍ଚୟ କରିବାରେ ଆପଣ ସକ୍ଷମ ହେବେ |

ମିଥୁନ ରାଶି
ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ କ୍ୟାରିଅର କ୍ଷେତ୍ରରେ ଉତ୍ତମ ସଫଳତା ପ୍ରାପ୍ତିର ଯୋଗ ରହିଛି ଚାକିରୀ କ୍ଷେତ୍ରରେ ଉର୍ନତି ହେବ ତଥା ଚାକିରୀ ର ସମାଧାନ ରେ ଥିବା ବ୍ୟକ୍ତିଙ୍କୁ ଉତ୍ତମ ଅବସର ପ୍ରାପ୍ତି ହେବ ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ ଶୁଭ ଫଳ ପ୍ରାପ୍ତି ହେବ ପ୍ରତେକ କ୍ଷେତ୍ରରେ ଆପଣଙ୍କୁ ଭାଗ୍ୟର ପୁର୍ଣ ସହଯୋଗ ମିଳିବ |

କର୍କଟ ରାଶି
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସ୍ତିତି ଉତ୍ତମ ରହିବ ତଥା କୌଣସି ସୂତ୍ରରୁ ଗୁପ୍ତ ଧନ ପ୍ରାପ୍ତି ସଙ୍କେତ ରହିଛି ପୂର୍ବରୁ ଥିବା ବଡ଼ ସମସ୍ୟା ଆପଣଙ୍କୁ ମୁକ୍ତି ମିଳିବ ଏବଂ ପାରିବାରିକ ଜୀବନ ସୁଖ ମୟ ରହିବ ବିଦ୍ୟର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ରେ ସଫଳତା ପାଇବେ |

ସିଂହ ରାଶି .
ସିଂହ ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟ କ୍ଷେତ୍ରରେ ପ୍ରାପ୍ତି ହେବ ଶିକ୍ଷା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନେ ଉତ୍ତମ ପରିଣାମ ଅର୍ଜନ କରିବେ ଏବଂ ଗୃହ ପରିବାରରେ ହସ ଖୁସି ଓ ସୁଖ ଶାନ୍ତିର ବାତାବରଣ ଲାଗିରହିବ ପ୍ରମେ ଜୀବନ ସୁଖ ମୟ ରହିବ ଏବଂ ଆର୍ଥିକ କ୍ଷେତ୍ରରେ ଆପଣ ବିଶେଷ ଲାଭ ବାନ ହେବ |

କନ୍ୟା ରାଶି
କାନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଚାକିରୀ କ୍ଷେତ୍ରରେ ପଦ ଉର୍ନତିର ଯୋଗ ଉତ୍ପର୍ଣ୍ଣ ହେବ ଆର୍ଥିକ ସ୍ତିତି ମଝୁଭୁତ ରହିବ ଏବଂ ସରକାରୀ କ୍ଷେତ୍ରରେ ଧନ ପ୍ରାପ୍ତିର ଯୋଗ ଉତପ୍ରାନ ହେବ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେ ଉତ୍ତମ ରହିବ କୌଣସି ବଡ଼ ସ୍ୱାସ୍ଥ୍ୟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ଵେବସାୟିକ ଯାତ୍ରା ଲାଭ ଦାୟକ ସିଦ୍ଧ ହେବ |

ବିଛା ରାଶି
ବିଛା ରାଶିର ବ୍ୟକିଟି ଙ୍କ ପାଇଁ ମଦ୍ୟ ମାସଟି ସକାରାତ୍ମକ ପରିଣାମ ପ୍ରଦାନ କରିବା କାରବାର ଓ ଚାକିରୀ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତିର ଯୋଗ ଉତ୍ପର୍ଣ୍ଣ ହେବ ପାରିବାରିକ ଜୀବନ ସୁଖ ସମୟ ରହିବ ଏବଂ ପ୍ରମିକ ଙ୍କ ସହିତ ଆପଣ ଉତ୍ତମ ସମୟ ବେତିତ କରିବେ ତଥା ପ୍ରେମ ସମୟ ଭଲ ଚାଲିବ ଏବଂ ଏହା ସହିତ ଆର୍ଥିକ ସ୍ତିତି ପୂର୍ବ ଅପେକ୍ଷା ମଝୁଭୁତ ହେବାକୁ ଲାଗିବ |

ମକର ରାଶି
ମକର ରାଶିର ଚାକିରୀ କ୍ଷେତ୍ରରେ ମାସଟି ଶୁଭ ଫଳ ସିଧ ହେବ ବିଦ୍ୟାର୍ଥୀ ମାନଙ୍କ ପାଇଁ ମାସଟି ଉତ୍ତମ ଅନୁକୂଳ ରହିବ ଏବଂ ପ୍ରେମ ଜୀବନରେ ଭଲ ସମୟ ଚାଲିବ ବୈବାହିକ ଜୀବନ ସୁଖ ମୟ ହେବ ଏବଂ ଜୀବନ ସାଥୀଙ୍କ ପକ୍ଷରୁ ଆପଣଙ୍କୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ଆର୍ଥିକ ସ୍ତିତି ସୄଧୁଡ଼ ହେବ ସହିତ ନୂଆ ନୂଆ ସ୍ରୋତରୁ ଧନର ଆଗମ ହେବ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.