ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଝୁଲୁ ରେ ନିତାଇ ଝୁଲ କୁ ବହୁତ କାଳକାଳ ମାନେ ଗାଇଛନ୍ତି ଆମ ଓଡ଼ିଶାର ବହୁତ କଳାକାର ଏହି ଗୀତ ଗାଇଛନ୍ତି | ସବା ଶେଷରେ ନୟାଗଡ଼ ଭାଟ ସାହିର ରାମନାଟକ କଳାକାର ପପୁ ବିଶ୍ୱାଳ ଯାହାଙ୍କ ଘର ହେଉଛି ନୟାଗଡ଼ ଭାଟସାହି ସେ ନକଟାରେ ନାରଦ ଭୂମିକାରେ ଅଭିନୟ କରନ୍ତି ସେ ଗୋଟେ ଗୀତ ଗାଇଛନ୍ତି ଝୁଲୁ ରେ ନିତାଇ ଝୁଲ ଗୀତ ଗାଇଛନ୍ତି ଏବେ ବହୁ ମାତ୍ରାରେ ସୋସିଆଲ ମିଡିଆରେ ସେଆର କରିଛନ୍ତି ଏହି ଭିଡ଼ିଓ ଧୀରେ ଧୀରେ ଭାଇରଲ ହେବାରେ ଲାଗିଛି |
ତେବେ ବର୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟେ ଗୀତ ଚହଳ ପକାଇଛି ଆଉ ତାହା ହେଉଛି ଝୁଲ ରେ ନିତାଇ ଝୁଲ ଏହି ଗୀତଟିକୁ ଜଣେ ନୟାଗଡ଼ ର ଯୁବଲ ସେ ସବୁ ବେଳେ ନାରଦ ଭୂମିକାରେ ଅଭିନୟ କରନ୍ତି ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭିରଲ ହେବାରେ ଲାଗିଛି ଏହାକୁ ଦର୍ଶକ ମାନେ ପସନ୍ଦ କରୁଛନ୍ତି | ନୟାଗଡ଼ ଜିଲ୍ଲାର ଭାଟସାହି ପପୁ ବିଶ୍ୱାଳ ଯାହା ସେ ନାଟକରେ ଅଭିନୟ କରନ୍ତି ସେ ଗୀତ ନାଟ୍ୟର ଅଭିନୟ କରନ୍ତି ଏବଂ ସେ ଏହି ଗୀତକୁ ଗାଇଥିଲେ ଯାହା ଏବେ ସୋସିଆଲ ମିଡିଆରେ ଏହାକୁ ୫ ରୁ ୮ ଦିନ ମଧ୍ୟରେ 10 ଲକ୍ଷେ ଲୋକ ଦେଖି ସାରିଲେଣି |
ପିଲାଟି ଦିନରୁ ଅଭିନୟ ପ୍ରତି ଲକ୍ଷ ରଖିଥିବା ପପୁ ନାରଦ ଭାବରେ ଅଭିନୟ କରୁଛନ୍ତି ସେ ଗାଇଥିବା ଏହି ଗୀତଟି ଲକ୍ଷ୍ମୀ ସାବିତ୍ରୀ ନାଟକରେ ଗାଇଛନ୍ତି ସ୍ଥାନୀୟ ଅଞ୍ଚଳର କିଛି ୟୁଟ୍ୟୁବ୍ୱେର ଏହି ଭିଡ଼ିଓ ଉପଲୋଡ କରିଥିବା ବେଳେ ଲୋକ ମାନେ ବେଶେ ଭଲ ପାଇବା ଦେଇଥିଲେ ସେପରି ତାଙ୍କ ଅଭିନୟ ଏତେ ଭଲହୋଇଛି ଯେ ଦେଖିବା ଲାଗି ଗାଁ ଲୋକ ମାନେ ଯେଉଁଠି ବି ନାଟକ ପଡୁ ସେଠାକୁ ଦେଖିବା ପାଇଁ ଯାଆନ୍ତି ଆପଣ ମାନେ ଯଦି ତାଙ୍କ ଅଭିନୟ ଖୁସି ହୁଅନ୍ତି ତେବେ ଏହାକୁ ସେଆର କରିବାକୁ ଜମା ଭୁଲିବେ ନାହିଁ |
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …