Breaking News

ଜୁଲାଇ 2022 ମାସରେ ଏହି 7ଟି ରାଶିରେ ପ୍ରବଳ ଧନ ବର୍ଷା ହେବାର ଯୋଗ ରହିଛି… ଦେଖନ୍ତୁ ଏଥି ମଧ୍ୟରେ ଆପଣଙ୍କ ରାଶି ନାହିଁତ !

ହିନ୍ଦୁ ପଞ୍ଜିକା ଅନୁସାରେ ଜୁଲାଇ ମାସର ଆରମ୍ଭ ଆସଡ଼ ମାସରେ ହେଉଛି ଏବଂ ଆସଡ଼ ମାସ 16 ଜୁଲାଇ ପର୍ଯ୍ୟନ୍ତ ରହିବ ଏବଂ ୧୭ ଜୁଲାଇରୁ ଶ୍ରାବଣ ମାସର ଆରମ୍ଭ ହେବ ଏହି ମାସରେ ବୁଧ ଶୁକ୍ର ଶନି ଓ ସୂର୍ଯ୍ୟ ଗ୍ରହଙ୍କ ଦ୍ୱାରା ରାଶି ପରିବର୍ତନ ହେବ ଏବଂ ଦେବ ଗୁରୁ ବୃହସ୍ପତି ବକ୍ର ଚଳନ ପାଳନ କରିବେ | ତଥା ଗ୍ରହ ଙ୍କର ଏହି ସ୍ତିତି ୭ଟି ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟ ସାଳି ରହିବ ଆସନ୍ତୁ ଜାଣିବା ସେହି ୭ଟି ଭାଗ୍ୟ ସାଳି ରାଶି ମାନଙ୍କ ବିଷୟରେ |

ପ୍ରଥମ ରାଶି ହେଲା ବୃଷ ରାଶି
ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ କେୟାରିଅର ଦୃଷ୍ଟିରୁ ସମୟ ବିଶେଷ ଉତ୍ତମ ରହିବ ଭାଗ୍ୟ ର ଆପଣଙ୍କୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ | ଚାକିରୀ ଓ ଵେବସାୟ କ୍ଷେତ୍ରରେ ଏହି ବ୍ୟକ୍ତିଙ୍କୁ ପଦ ଉର୍ନତି ପ୍ରାପ୍ତି ହେବ ବିଦ୍ୟର୍ଥୀ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ବିଶେଷ ଶୁଭ ଫଳ ଦାୟକ ସିଧ ହେବ ଏବଂ ଆର୍ଥିକ ପକ୍ଷ୍ୟ ମଝୁଭୁତ ହେବା ସହିତ ଧନ ସଞ୍ଚୟ କରିବାରେ ଆପଣ ସକ୍ଷମ ହେବେ |

ଦ୍ୱତୀୟ ରାଶି ହେଉଛି ମିଥୁନ ରାଶି
ବନ୍ଧୁଗଣ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଚାକିରୀ କ୍ଷେତ୍ରରେ ଉତ୍ତମ ସଫଳତା ପ୍ରାପ୍ତିର ଯୋଗ ରହିଛି ତଥା ଚାକିରିର ସମଧାନରେ ଥିବା ବ୍ୟକ୍ତିଙ୍କୁ ଉତ୍ତମ ଅବସର ପ୍ରାପ୍ତି ହେବ ବିଦ୍ୟର୍ଥୀ ଓ ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମର ଶୁଭ ଫଳ ପ୍ରାପ୍ତି ହେବ | ପ୍ରତେକ କ୍ଷେତ୍ରରେ ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ |

ତୃତୀୟ ରାଶି ହେଲା କର୍କଟ ରାଶି
ବନ୍ଧୁଗଣ କର୍କଟ ରାଶିର ବ୍ୟକ୍ତି ମାନେ ଆର୍ଥିକ ସ୍ତିତି ଉତ୍ତମ ଓ ଅନୁକୂଳ ରହିବ ତଥା କୌଣସି ସ୍ରୋତରୁ ଗୁପ୍ତ ଧନ ପ୍ରାପ୍ତିର ସଂକେତ ରହିଛି ପୂର୍ବରୁ ଥିବା ବଡ ସ୍ଵସ୍ଥ ସମସ୍ୟା ରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ପାରିବାରିକ ଜୀବନ ଶୁକ ମୟ ରହିବ ବିଦ୍ୟର୍ଥୀ ଓ ଛାତ୍ର ଛାତ୍ରୀ ମାନକୁ ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିଣାମ ପ୍ରାପ୍ତି ହେବ |

ଚର୍ତୁଥ ରାଶି ହେଉଛି ସିଂହ ରାଶି
ସିଂହ ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟ କ୍ଷେତ୍ରେରେ ସଫଳ ପ୍ରାପ୍ତି ହେବ ଶିକ୍ଷା କ୍ଷେତ୍ରରେ ବିଦ୍ୟର୍ଥୀ ଛାତ୍ର ଛାତ୍ରୀ ମାନେ ଉତ୍ତମ ପରିଣାମ ଅର୍ଜନ କରିବାରେ ସକ୍ଷମ ହେବେ | ଏବଂ ଗୃହ ପରିବାରରେ ହସ ଖୁସି ସୁଖ ଶାନ୍ତିର ବାତ ବରଣ ଲାଗି ରହିବ ପ୍ରେମ ଜୀବନ ସୁଖ ମୟ ରହିବ ଏବଂ ଆର୍ଥିକ କ୍ଷେତ୍ରରେ ଆପଣ ବିଶେଷ ଲାଭ ବାନ ହେବେ |

ପଞ୍ଚମ ରାଶି ହେଉଛି କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଚାକିରୀ କ୍ଷେତ୍ରରେ ପଦ ଉର୍ନତି ହେବାର ଯୋଗ ଉତ୍ପର୍ଣ୍ଣ ହେବ ଆର୍ଥିକ ସ୍ତିତି ସୄଧୁଡ଼ ହେବାକୁ ଲାଗିବ ଏବଂ ସରକାରୀ କ୍ଷେତ୍ରରେ ଧନ ପ୍ରାପ୍ତିର ଯୋଗ ଉତ୍ପର୍ଣ୍ଣ ହେବ | କୌଣସି ବଡ଼ ସ୍ୱାତ୍ୱା ସମସ୍ୟା ରୁ ଆପଣଙ୍କୁ ମୁକ୍ତି ମିଳିବ ଏବଂ ଵେବସାୟିକ ଯାତ୍ରାରେ ଲାଭ ଦାୟକ ସିଧ ହେବ |

ଷଷ୍ଠ ରାଶି ହେଉଛି ବିଛା ରାଶି
ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ମାସଟି ସକାରତ୍ମକ ପରିଣାମ ପ୍ରଦାନ କରିବ କାରବାର ଏବଂ ଚାକିରୀ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତିର ଯୋଗ ଉତୁପର୍ଣ୍ଣ ହେବ ପାରିବାରିକ ଜୀବନ ସୁଖ ମୟ ରହିବ ଏବଂ ପ୍ରେମିକ ଙ୍କ ସହିତ ଆପଣ ଉତ୍ତମ ସମୟ ବେତିତ କରିବେ ତଥା ପ୍ରେମ ସମ୍ବଧ ବଢିବାକୁ ଲାଗିବ ଏବଂ ଏହା ସହିତ ଆପଣଙ୍କ ଆର୍ଥିକ ସ୍ତିତି ମଧ୍ୟ ପୂର୍ବ ଅପେକ୍ଷା ସୄଧୁଡ଼ ହେବାକୁ ଲାଗିବ |

ସପ୍ତମ ରାଶି ହେଉଛି ମକର ରାଶି
ମକର ରାଶିର ଚାକିରୀ କରୁଥିବା ବ୍ୟକ୍ତି ଙ୍କ ପାଇଁ ମାସଟି ଶୁଭ ଫଳ ଦାୟକ ସିଦ୍ଧ ହେବ ବିଦ୍ୟର୍ଥୀ ଓ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାସଟି ଉତ୍ତମ ଅନୁକୂଳ ରହିଛି ଏବଂ ପ୍ରେମ ଜୀବନରେ ବାଧା ଆସିବ ବୈବାହିକ ଓ ଦମ୍ପତିୟ ଜୀବନ ସୁଖ ମୟ ହେବ ଏବଂ ଜୀବନ ସାଥି ଙ୍କ ପକ୍ଷରୁ ଆପଣ ପୁର୍ଣ ସହଯୋଗ ପ୍ରାପ୍ତି ହେବ ଆର୍ଥିକ ସ୍ତିତି ସୄଧୁଡ଼ ହେବ ସହିତ ନୂଆ ନୂଆ ସ୍ରୋତରୁ ଧନ ର ଆଗମନ ହେବ | ବନ୍ଧୁଗଣ ଏହା ଥିଲା ଜୁଲାଇ ମାସର ୭ଟି ଭାଗ୍ୟ ସାଳି ରାଶି ବିଷୟରେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.