Breaking News

ଯୁବକ ସାଜିଲେ ବର, କିନ୍ନର ସାଜିଲେ କନ୍ୟା, ଦେଖନ୍ତୁ ନର – କିନ୍ନର ନିଆରା ବିବାହଘର, ଏହି ଯୋଡି ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ

ଷ୍ଟେଜ ସୋ ରୁ ବାହା ବେଦୀ ପ୍ରଥମେ ପରସ୍ପର ଦେଖା ଚାହାଁ ଆଉ ତା ପରେ ପ୍ରେମ ଓ ଏବେ ବିବାହ । କିନ୍ନର ଚିନ୍ମୟ ସାଜିଲେ କନ୍ୟା ଆଉ ବବୁଲୁ ସାଜିଲେ ବର୍ ଶେଷରେ ପଡିଲା ହାତଗନ୍ଥି । କଣିଆ ଅଞ୍ଚଳର ବାବୁଲ ଓ ବରପାଳ ଅଞ୍ଚଳର କିନ୍ନର ଚିନ୍ମୟ ବିବାହ କରି ଏବେ ଚର୍ଚ୍ଚାରେ ।

ପ୍ରଥମେ ଏକ ଷ୍ଟେଜ ସୋ ରେ ପରସ୍ପର ଦେଖା ଦେଖି ହୋଇଥିଲେ ତା ପରେ ମନ ଦିଆ ନିଆ ସମ୍ପର୍କ ଏତେ ନିବିଡ ହେଲା ଯେ ଦୁହେଁ ନିଷ୍ପତ୍ତି ନେଲେ ଯେ ବାହା ହେଇଯିବ ପାଇଁ । ପାଞ୍ଚ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ ପର୍ଷ୍ପର କୁ ଚିହ୍ନି ଲେ ଶେଷରେ ସାରା ଜୀବନରେ ସାଥି ହୋଇ ରହିବେ ବୋଲି ଭାବିଲେ ଆଉ ଏବେ ଦୁହେଁ ବିବାହ ବନ୍ଧନରେ ହୋଇଛନ୍ତି ।

ଅନୁଗୁଳର ମା ବୁଢୀ ଠାକୁରାଣୀ ଙ୍କୁ ସାକ୍ଷୀ ରଖି ବାହା ହୋଇଛନ୍ତି ପ୍ରେମୀ ଯୁଗଳ ,ଖାଲି ଯେ ବାହାଘର ଚର୍ଚ୍ଚାରେ ସେକଥା ନୁହେଁ । ବିବାହ ପରେ ସିଏ ଯୋଉଁ କାମ କରିଛନ୍ତି ତାକୁ ନେଇ ଅନେକ ପସଂସା କରିଛନ୍ତି । ବାବୁଲ ଓ ଚିନ୍ମୟ ଙ୍କ ବାହାଘର ପରେ ସିଏ ଯାଇ ଗୋଟେ ଅନାଥ ଆଶ୍ରମ କୁ ଯାଇଥିଲେ ।

ଆଉ ସେଠାରୁ ଗୋଟିଏ ଶିଶୁ କୁ ପୌଷ କରି ଆଣିଛନ୍ତି ଘରକୁ । ଆଉ ଏଇଠୁ ଆରମ୍ଭ ହେଇଚି ନୂଆ ଜୀବନ । ପ୍ରେମ ବୁଝେନା ପରିସୀମା ଆଉ ପ୍ରେମ ବୁଝେନା ବର୍ଣ୍ଣ ,ଜାତି ଧର୍ମ,ବୟସ କିଛି ବୁଝେନା । ପ୍ରେମ ଆଗରେ ସବୁ କିଛି ଛୋଟ ହୋଇଥାଏ । ଯାହା ଆଉ ଥରେ ପ୍ରମାଣ କରିଛନ୍ତି ବାବୁଲ ଓ ଚିନ୍ମୟୀ ଏ ବିବାହ କୁ ନେଇ କିନ୍ନର ମାନେ ବେଶ୍ ଖୁସି ହଉଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବିବାହର ତିନି ଦିନ ପର୍ଯ୍ୟନ୍ତ ବରକନ୍ୟାଙ୍କୁ ଶୌଚାଳୟ ଯିବା ମନା !! କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ଅନେକ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି। ସମସ୍ତଙ୍କ ଜାତି, ଧର୍ମ, ଭାଷା, ବେଶ ପୋଷାକ ଓ ଖାଦ୍ୟପେୟ ଆଦି …

Leave a Reply

Your email address will not be published. Required fields are marked *