Breaking News

ଯୁବତୀ ଙ୍କୁ କମେଣ୍ଟ ମାରିବା ପଡିଲା ମହଙ୍ଗା ! ଗୋଡ ଧରି ଭୁଲ ମାଗିଲେ ରୋଡ ରୋମିଓ !

ରୋଡ ରୋମିଓ ସାବଧାନ ମୋର ଭୁଲ ହେଇଗଲା . . . କ୍ଷମା କରିଦିଅ . . . | କାନମୁଣ୍ଡା ଆଉଁସୁଛି ଆଉ ଦିନେ କମେନ୍ଟ ମାରିବିନି | ଜଣେ ଯୁବକଙ୍କୁ ମହଙ୍ଗା ପଡିଲା କମେନ୍ଟ ମାରିବା | କମେନ୍ଟ ମାରି ଗୋଡ ଧରି ଭୁଲ ମାଗିଲା ରୋଡ ରୋମିଓ |


ଆଠଗଡ ଟିଗିରିଆ ଅଞ୍ଚଳର ଏହି ରସିକିଆ ଯୁବକ ଜଣେ କଲେଜ ଛାତ୍ରୀ ଙ୍କୁ କିଛି ଦିନ ଧରି ପିଛା କରୁଥିଲା | କଲେଜ ଯିବା ସମୟରେ ଛାତ୍ରୀ ଙ୍କୁ କମେନ୍ଟ ମାରିବା ସହ ବହୁ ହଇରାଣ ମଧ୍ୟ କରୁଥିଲା | ଛାତ୍ରୀ ଜଣକ ବି ଏପରି ନକରିବାକୁ ତାଗିଦ କରିଥିଲେ କିନ୍ତୁ ମଣିଲାନି ରୋମିଓ ଜଣକ |

ପ୍ରେମ ନିଶା ଘାରିଛି କରିବ ବା କଣ ?? ତେବେ ବାରମ୍ବାର ଯୁବକର ଏଭଳି ଆଚରଣ ରେ ବିରକ୍ତ ହୋଇ ଛାତ୍ରୀ ଜଣକ ପରିବାର କୁ ଜଣାଇଥିଲେ | ଏହାକୁ ଘର ଲୋକେ ଥାନାରେ ଜଣାଇବା ପରେ ପୋଲିସ ଯୁବକଙ୍କୁ ଥାନାକୁ ଡକାଇଥିଲା |


ନିରଧୂମ ଛେଚା ଖାଇବା ପରେ ଆଉ କିଛି ବାଟ ନପାଇ ଯୁବକ ଜଣକ ଯୁବତୀ ଙ୍କ ଗୋଡ ଧରିଥିଲା | ଏବେ ଦେଖିଲେତ ରୋଡ ଉପରେ କମେନ୍ଟ ମାରିଲେ ଅବସ୍ଥା କଣ ହୁଏ | ତେଣୁ ବେଳ ହୁଁ ସାବଧାନ ହୋଇ ଯାଆନ୍ତୁ ରୋମିଓ ମାନେ ଆପଣମାନଙ୍କର ଅବସ୍ଥା ବି କିଛି ଏମିତି ହୋଇପାରେ | ଏହି ଘଟଣା ଟି କେବଳ ଆଠଗଡ ଟିଗିରିଆ ଅଞ୍ଚଳରେ ନୁହେଁ |
ଏହା ସମ୍ପୂର୍ଣ ଯୁବସମାଜ ପାଇଁ ନିଶ୍ଚୟ ଉଦାହରଣ ସୃଷ୍ଟି କରିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *