Breaking News

ବଡ଼ ଖବର – ଯୌତୁକରେ ମିଳିଲା ଟ୍ରେନ୍ ଉଡ଼ିଗଲା ସମସ୍ତଙ୍କ ହୋସ

ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ସାଧାରଣତଃ ନୂଆ ନୂଆ ଭିଡିଓ ଭାଇରଲ ହୋଇଥାଏ ଏଥିରେ କିଛି ଭିଡିଓ ଏମିତି ଥାଏ କି ଯାହାକୁ ଦେଖି ଲୋକେ ହସି ହସି ଗଡି ଯିବେ ଦର୍ଶକବନ୍ଧୁ ଆପଣମାନେ ଯୌତୁକ ରେ ବାଇକ କାର ମିଳିବାର ଖବର ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ ଓ ଶୁଣିଥିବେ କିନ୍ତୁ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ଯୌତୁକ ରେ ତାଙ୍କ ଶଶୁର ଘର ଲୋକ ଟ୍ରେନ ଦେଉଥିଲେ |

ଆଉ ସେ ମନ କରି ଦେଇଥିଲେ ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ସତ୍ୟତା | ଦର୍ଶକବନ୍ଧୁ ବର୍ତମାନସମୟରେ ଗୋଟେ ଭିଡିଓ ଜୋର ସୋର ରେ ଭାଇରଲ ହେଉଛି ଓ ଏହି ଭାଇରଲ ରେ ଏହି ବ୍ୟକ୍ତି ଜଣଙ୍କ କହୁଛନ୍ତି କି ମତେ ଯୌତୁକ ରେ ଟ୍ରେନ ମିଳିଥିଲା |

ଯେତେବେଳେ ତାଙ୍କୁ ପଚରାଗଲା କି ଯଦି ଆପଣଙ୍କୁ ଯୌତୁକ ରେ ଯଦି ଟ୍ରେନ ମିଳୁଥିଲା ତେବେ ଆପଣ ନେଲେ ନାହିଁ କାହିଁକି ସେତେବେଳେ ସେ ବ୍ୟକ୍ତି ଜଣଙ୍କ କହିଥିଲେ କି ମତେ ଚଳାଇ ଆସେନାହିଁ ତେଣୁ ମୁଁ ନେଲି ନାହିଁ |

ଓ ଏହା ସହ ସେ ବ୍ୟକ୍ତି ଜଣଙ୍କ କହିଛନ୍ତି କି ମୋ ଘର ଆଗରେ ଟ୍ରେନ ଛିଡା କରିବାକୁ ଜାଗା ନଥିଲା ବ୍ୟକ୍ତିଙ୍କର ଏହି ପ୍ରକାର ଜୋକ୍ସ ଏବେ ସୋସିଆଲ ମିଡିଆରେ ଜୋର ସୋର ରେ ଭାଇରଲ ହବାରେ ଲାଗିଛି ସବୁଠାରୁ ହଇରାଣ କରିବା କଥା ଏହାକି ସେ ଏହି ମିଛ ତାହାର ଆତ୍ମବିଶ୍ୱାସ ସହ କହୁଛି |

ତେବେ ଦର୍ଶକବନ୍ଧୁ ଏହି ବ୍ୟକ୍ତି ଜଣଙ୍କ ଏହି ମଜାଦାର କଥାକୁ ଲୋକମାନେ ବହୁତ ଏନଜୟ କରୁଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଏହାକୁ ନେଇ କଣ ମତାମତ ଆମକୁ କମେଣ୍ଟ ରେ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.