Breaking News

ଯୋଜ ଙ୍କ ପରିବାର ଓ ସମ୍ପତ୍ତି ତାଙ୍କ ବିଷୟରେ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

ବନ୍ଧୁଗଣ ଆପଣମାନେଓଡିଶା ର ଫେମସ ଯୋଗେଶ ଯୋଜ ଙ୍କୁ ତ ଭଲଭାବରେ ଜାଣିଥିବେ ଆଉ ଆମ ଓଡ଼ିଶାରେ ଏମିତି କେହି ନଥିବେ ଯିଏକି ଯୋଗେଶ ଯୋଜ ଙ୍କୁ ଚିହ୍ନି ନଥିବେ ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଯୋଜ ଙ୍କ ପରିବାର ଘର ତାଙ୍କ ଘରେ କିଏ କିଏ ଅଛନ୍ତି ଆଉ ସେ କିପରି ଭାବରେ ଆମ ଓଡିଶା ର ଲୋକପ୍ରିୟ କମେଡିଆନ ହେଲେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା |

ବନ୍ଧୁଗଣ ଆପଣମାନେ ଯୋଗେଶ ଯୋଜ ଙ୍କ ନାଁ ବହୁତ ଶୁଣିଥିବେ ଯୋଜ ଙ୍କ ପ୍ରକୃତ ନାଁ ହେଉଛି ଯୋଗେଶ ଉବର ଓ ତାଙ୍କ ବାପା ଙ୍କ ନାଁ ହେଉଛି ଧନୁ ଉବର ଓ ତାଙ୍କ ମା ଙ୍କ ନାଁ ହେଉଛି ଜୟନ୍ତୀ ଉବର ଯୋଜ 1993 ମସିହା ଜାନୁୟାରୀ ମାସରେ ରସିଆ ପାଲି ର ଏକ ମିଡିଲ କ୍ଲାସ ଫ୍ୟାମିଲି ରେ ଜନ୍ମ ହୋଇଥିଲେ ଓ ଏବେ ତାଙ୍କର ବର୍ତ୍ତମାନ ବୟସ ହେଉଛି ପାଖା ପାଖି 28 ବର୍ଷ |

ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ କହି ରଖୁଛୁ କି ଯୋଜ ୟୁଟୁବ ରେ କମେଡି କରିବା ସହ ବହୁତ ସାରା ଫିଲ୍ମ ରେ ମଧ୍ୟ କାମ କରିଛନ୍ତି ତେବେ ଆପଣମାନେ ତାଙ୍କ ଇନକମ ବୁଝିପାରୁଥିବେ | ତାଙ୍କ ବୟସ ସିନା ଏତେ କମ ହେଲେ ଓଡ଼ିଶାର କୋଣ କୋଣ ରେ ଯୋଜ ଙ୍କ ନାଁ ରେ ଛୁଆ ରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜାଣିଥାନ୍ତି ସେ ତାଙ୍କ ଜନ୍ମସ୍ଥାନ ମାନେ ରସିଆ ପାଲି ରେ ହିଁ ତାଙ୍କ ସ୍କୁଲ ପାଠପଢା ଶେଷ କରିଥିଲେ |

ବନ୍ଧୁଗଣ ଆପଣ ଜଣିକି ଆଶ୍ଚର୍ଯ୍ୟ ହେବେ ଆପଣ ଯାହାକୁ ଏବେ ଯୋଜ ଭାବେ ଜାଣିଛନ୍ତି ଗୋଟେ ଦିନ ଥିଲା ସେ ପାଠ ପଢା ସରିବାପରେ 3 ହଜାର ଟଙ୍କା ପାଇଁ ଏକ ପେଟ୍ରୋଲ ପମ୍ପ ରେ କାମ କରୁଥିଲେ | ଆଉ ଗତ ବର୍ଷ ସେ 2019 ମସିହା ମାର୍ଚ୍ଚ 5 ରେ ସେ ଶିବାନୀ ପ୍ରଧାନ କୁ ବିବାହ କରିଥିଲେ |

ଦର୍ଶକବନ୍ଧୁ ଆପଣ ଏ କଥା ଜାଣି ନଥିବେ ଯେ ସେ ପେଟ୍ରୋଲ ପମ୍ପ ରେ କାମ କଲାବେଳେ ଦିନେ ପାଣିନୀପ୍ରଙ୍କ ସାର ଙ୍କ ସହ ଦେଖା ହୋଇଥିଲା ଏବଂ ତାପରେ ସେ ତାଙ୍କ ଜରିଆରେ ଆକ୍ଟିଙ୍ଗ ଶିଖିଲେ ଆଉ ତାପରେ ସେ ଗୋଟେ ୟୁଟୁବ ଚାନେଲ ଷ୍ଟାର୍ଟ କରିଥିଲେ ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଯୋଜ ଙ୍କ କମେଡି କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ ଓ ଏହା ସହ ତାଙ୍କୁ ଆପଣ କେତେ ପସନ୍ଦ କରନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.