ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ ସମଗ୍ର ଭାରତରେ କୋରନା ଭୂତାଣୁ କିପରି ଭୟାବହ ସୃଷ୍ଟି କରିଛି।ବର୍ତ୍ତମାନ କୋରନା ର ଦ୍ୱିତୀୟ ଲହର ଲୋକଙ୍କୁ ଅତ୍ୟନ୍ତ ଅସହାୟ କରିଦେଇଛି।ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯୋଗ ବା ବ୍ୟାୟାମ ଆମ ଶରୀର ପାଇଁ କେତେ ଉପକାରୀ। ନିୟମିତ ଯେଉଁମାନେ ବ୍ୟାୟାମ କରନ୍ତି ସେମାନେ ସର୍ବଦା ନିରୋଗୀ ରହିଥାନ୍ତି। ଏବେ ମୁଁ ଆପଣମାନଙ୍କୁ ଆମ ପେଜ ମାଧ୍ୟମରେ ଜଣାଇବି ଯୋଗ ବା ବ୍ୟାୟମ ଦ୍ୱାରା କିପରି ଆମେ କୋରନା ଶହ ଲଢ଼ିବାର ଶକ୍ତି ପାଇବା।
ଏହି ଭାଇରସ ସିଧାସଳଖ ଆମ ଶ୍ୱାସନଳୀ କୁ ଆଟାକ୍ କରୁଛି ଯାହା ଫଳରେ ଶରୀରରେ ଅମ୍ଳଜାନ ର ଅଭାବ ଦେଖାଦେଉଛି।ଆମ ଶରୀରରେ ଦୁଇ ଅପ୍ରକାର ରକ୍ତ ବିନ୍ଦୁ ଅଛି ଗୋଟିଏ ହେଲା ଶ୍ୱେତ ରକ୍ତାଣୁ ଏବଂରୋହିତ ରକ୍ତାଣୁ। ଶ୍ୱେତ ରକ୍ତାଣୁ ଆମ ଶରୀରରେ ସୈନିକ ପରି କାମ କରିଥାଏ ଯାହାକି ଶରୀରକୁ ଜଗି ବସିଥାଏ ।ଏମାନେ ଶକ୍ତ ହେଲେହ୍ନି ଆମକୁ କୌଣସି ରୋଗ ଆକ୍ରାନ୍ତ କରିପାରିବ ନାହିଁ। ଏହିସବୁ ହର୍ମୋନ କୁ ଶକ୍ତିସାଳି କରିବା ପାଇଁ ଚାରିଗୋଟି ଯୋଗ ତଥା ଆସନ ରହିଛି ଜତମଧ୍ୟରୁ -ସର୍ବାଙ୍ଗ ଆସନ, ସର୍ବାସନ, ଜଳନ୍ଦର ବନ୍ଧ, ସିଂହାସନ ମୁଖ୍ୟ। ଏହା ଅକ୍ସୀଜେନ ଲେବୁଲ କୁ ବଢ଼େଇବା ସହ ରୋଗ ପ୍ରତିରୋଧ କ ଶକ୍ତି କୁ ମଧ୍ୟ ବୃଦ୍ଧି କରିବ।
ହଁ ଆଂଜ୍ଞା ପ୍ରଣାୟମ ମଧ୍ୟ ଅନ୍ୟ ଏକ ଉପାୟ ଅକ୍ସୀଜେନ ର ପରିମାଣ ବୃଦ୍ଧି କରିବାପାଇଁ। ତିନି ପ୍ରକାରର ପ୍ରଣାୟମ ଯଥା ପୁରକ, କୁମ୍ଭକ,ରେଚକ।ଯେଉଁ ପବନ ଟି ଆମେ ଗ୍ରହଣ କରୁ ତାକୁ ପୁରକ କୁହାଯାଏ ଅଟକାଇ ଦେଲେ ତାକୁ କୁମ୍ଭକ ଏବଂ ଯେଉଁଟା ଆମେ ପ୍ରଶ୍ୱାସ ରେ ଛାଡ଼ିଥାଉ ତାକୁ ରେଚକ କୁହାଯାଏ।
କୁମ୍ଭକ ପ୍ରାଣୟମ ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଆମ ଶରିରରେ କୌଣସି ପ୍ରକାରର ସଂଗ୍ରହାଳୟ ନାହିଁ ତେଣୁ ଏହି ପ୍ରାଣାୟମ ଦ୍ଵାରା ଅକ୍ସୀଜେନ କୁ ବହୁତ ସମୟ ଧରି ଅଟକାଇ ରଖି ପାରିବା। ଏହିପରି ବିଭିନ୍ନ ପ୍ରକାରର ଉପକାରୀତା ଆମ୍ଭେ ପାଇ ଥାଉ। ତେଣୁ ଯଥା ସମ୍ଭବ ପ୍ରତିଦିନ ଏପରି ଆସନ ଓ ପ୍ରାଣାୟମ କରି କୋରନା ଭୂତାଣୁ କୁ ସବୁଦିନ ପାଇଁ ଟା ଟା କହି ବିଦାୟ ଦିଅନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ