Breaking News

ଜିତିବା ମ୍ୟାଚକୁ ହାରିଲା India, ହାରିବା କାରଣ ଏହି 4 ଜଣ, ନା ଜାଣିଲେ ଆଶ୍ଚଯ୍ୟ ହେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଗତ କାଲି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ର ଅନ୍ତିମ t20 ମୁକାବିଲା ଇନ୍ଦର ରେ ଖେଳା ଯାଇଥିଲା ଯେଉଁ ମ୍ୟାଚରେ ଆଫ୍ରିକା ଦଳ 49 ରନ ରେ ଭାରତକୁ ମାତ ଦେଇଛି ଏବଂ ଏହି ସିରିଯ କୁ ଭାରତୀୟ ଦଳ ଦୁଇ ଏକ ରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା ପକ୍ଷରୁ ଲାଇଲିରୋଶନ ଙ୍କ ଶତକ ଏବଂ ଡିକୋଙ୍କ ବିଧୋନ୍ସି ପାରି ଯୋଗୁ ଆଫ୍ରିକା 227 ରନ୍ ରେ ବିଶାଳ ସ୍କୋର କରିଥିଲା ବିଶାଳ ସ୍କୋର କୁ ପିଛା କରିବା ପାଇଁ ଯାଇଁ ଭାରତୀୟ ଦଳର ପ୍ରାରମ୍ଭ ଆଦୋଉଁ ଭଲ ନଥିଲା ଅଧିନାୟକ ରୋହିତ ଶର୍ମା ସେହାନ୍ସର ଶୀଘ୍ର ପାବିଲିଅନ୍ ଙ୍କୁ ଫେରି ଥିଲେ କାର୍ତ୍ତିକ ଙ୍କ ସଂଘର୍ଷ ପୂର୍ଣ୍ଣ 46 ରନ୍ ସତ୍ବେ ବି ଭାରତୀୟ ଦଳ ମ୍ୟାଚ୍ ହାରିଥିଲେ ଭାରତକୁ ଆଫ୍ରିକା ଏହି ପ୍ରକାର ଶେଷ ମ୍ୟାଚ୍ ହରାଇ ବାରେ ଏହି 4 ଖେଳାଳି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

ନମ୍ବର 1 ରେ ଅଛନ୍ତି ହର୍ଷଲ୍ ପଟେଲ – ହର୍ଷଲ୍ ପଟେଲ ବୋଲିଙ୍ଗରେ ଭାରତ ଦଳ ପାଇଁ ଲଗାତାର ଖରାପ ପ୍ରଦର୍ଶନ କରି ଆସୁଛନ୍ତି ସେ ଗତ କାଲି ର ମ୍ୟାଚରେ 4 ଓଭର ରେ 49 ରନ୍ ବେୟ କରି ଥିଲେ ଏବଂ କୌଣସି ୱିକେଟ ମଧ୍ୟ ନେଇ ନଥିଲେ

ନମ୍ବର 2 ରେ ଅଛନ୍ତି ଧୂର୍ତ ବୋଲର ଦୀପକ ଚାହର – ଅବଶ୍ୟ ଦୀପକ କାଲି ବ୍ୟାଟିଙ୍ଗ ରେ ଭଲ ପ୍ରଦର୍ଶନ କରୁଥିଲେ କିନ୍ତୁ ସେ ବୋଳୀଙ୍ଗରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ ଚହର ଆଫ୍ରିକା ବିପକ୍ଷରେ 4 ଓଭର ରେ 48 ରନ୍ ବେୟ କରିଥିଲେ ଏବଂ ଶେଷ ଓଭର ରେ ସେ 24 ରନ୍ ଦେଇଥିଲେ ଚହାରଙ୍କ ପାଇଁ ଆଫ୍ରିକା ବିଶାଳ ରନ୍ କରିବାରେ ସଫଳ ହୋଇଥିଲା

ନମ୍ବର 3 ରେ ଅଛନ୍ତି ଭାରତୀୟ ଦଳ ର ଅଧିନାୟକ ରୋହିତ ଶର୍ମା – ରୋହିତ ଲଗାତାର ଏହି ଶିରିଯ ରେ ଦ୍ୱିତୀୟ ଥର ପାଇଁଶୂନ୍ୟ ରେ ଆଉଟ୍ ହୋଇଛନ୍ତି ବିଶାଳ ସ୍କୋର କୁ ପିଛା କରୁଥିବା ବେଳେ ରୋହିତ ରବାଡା ଙ୍କ ବଲ ରେ ଶୂନ୍ୟ ରନ୍ କରି ଆଉଟ୍ ହୋଇଥିଲେ ଦୁଇ ବରିଷ୍ଟ ଖେଳାଳିଙ୍କ ଅନୁପସ୍ଥିତିରେ ଏହା ତାଙ୍କ ଠାରୁ ଆଶା କରାଯାଇ ନଥିଲା

ନମ୍ବର 4 ରେ ରହିଛନ୍ତି ୟଙ୍ଗ ବେଟର ଶ୍ରୀୟା ସେୟାର – ବିରାଟ ଙ୍କ ଅନୁପସ୍ଥିତିରେ ସେୟାର ଙ୍କୁ ମିଳିଥିବା ସୁଯୋଗରେ ସେ ଫାଇଦା ଉଠାଇ ପରି ନାହାନ୍ତି ସେ ମାତ୍ର 1 ରନ୍ କରି ପାବିଲିୟନ୍ ଙ୍କୁ ଫେରି ଯାଇଥିଲେ

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.