Breaking News

ଜିଓ ସିମ ବ୍ୟବହାର କରୁଥିଲେ ଥରେ ନିଶ୍ଚିତ ଦେଖନ୍ତୁ ?

ବନ୍ଧୁଗଣ ଆପଣମାନେ ଜାଣି ନଥିବେ ରିଲିଆନ୍ସ ଜିଓ ସବୁବେଳେ ତାଙ୍କ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ନେଇ ଆସିଥାଏ ଖାସ କରିକି ଯେକୌଣସି ପୂଜା ପର୍ବ ସମୟରେ ବୋହୁ ସାରା ଅଫର ଦେଖିବାକୁ ମିଳିଥାଏ ଠିକ୍ ସେହିପରି ରିଲିଆନ୍ସ ଏବଂ ଜିଓ ତାର ଆଉ ଏକ ନୂଆ ପ୍ଲାନ ଲଞ୍ଚ କରିଛି ଯେଉଁଥିରେ ଆପଣମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଯେଉଁଥିରେ ଆପଣ ମାନକୁ ମିଳିବ ଅନଲିମିଟେଡ଼ କଲ୍ ଏବଂ ଅନଲିମିଟେଡ଼ ଡାଟା ପ୍ୟାକ୍।

ଦର୍ଶକବନ୍ଧୁ ଆପଣମାନେ ଚାହିଁଲେ ରିଲିଆନ୍ସର ଯେଉଁ ୱେବ ସାଇଟ ରହିଛି ଆପଣ ଦେଖିପାରିବେ ତାପରେ ଆପଣ ଜିଓ ଆପ୍ପସ୍ କୁ ଯାଇ ଆପଣ 3 ଡ଼ଟକୁ ଟିପନ୍ତୁ ତାପରେ ମୋବାଇଲ୍ ଉପରେ ଟିପନ୍ତୁ ତାପରେ ପ୍ରିପେଡ୍ସ ଉପରେ ଟିପନ୍ତୁ ତାପରେ ଆପଣାକୁ ପ୍ରିପେଡ୍ସ ର ସବୁ ପ୍ଲାନ ଦେଖିପାରିବେ ଯେମିତିକି ପପୁଲାର ପ୍ଲାନ ଏବଂ ଜିଓ ଫୋନ।

ଆଜି ଆମେ ଯେଉଁ ପ୍ଲାନଟି ଜାଣିବାକୁ ଯାଉଛି ଜିଓ ଫୋନ ଚାଳକଙ୍କ ପାଇଁ ଜିଓ ଫୋନରେ ଆପଣଙ୍କୁ all-in-one-plans ରହିଛି ଯେଉଁ ଥିରେ ଆପଣଙ୍କୁ ମାତ୍ର 899 ଟଙ୍କା ରହିଛି ଏହାକୁ ରିଚାର୍ଜ କଲେ ଆପଣଙ୍କୁ 336 ଦିନର ଭାଲିଡିଟି ପ୍ଲାନ ସହିତ 336 ଦିନ ପର୍ଯ୍ୟନ୍ତ ସବୁ ଦିନ 2 GB ଡାଟା ମିଳିବ।

ଦର୍ଶକବନ୍ଧୁ ଆପଣ ଯଦି 222 ଟଙ୍କା ରିଚାର୍ଜ କରୁଛନ୍ତି ତେବେ 28 ଦିନ ଭାଲିଡିଟି ପ୍ଲାନ ସହିତ ମାସକ ଜାକ 2 GB ଡାଟା ସବୁଦିନ ପାଇବେ। ତେବେ ଦର୍ଶକ ବନ୍ଧୁ ଆପଣ କେଉଁ ଫୋନ ଧରୁଛନ୍ତି ତାହା ଆମକୁ କମେଣ୍ଟ କରିକି ଜଣେଇ ଦିଅନ୍ତୁ।

About odisha news

Check Also

ଶ୍ରୀ କୃଷ୍ଣ କହିଥାନ୍ତି ମରିଯାଇଥିବା Lokaଙ୍କ ଏହି ସାମାନ୍ ଘରେ ଜମା ବି ରଖନ୍ତୁ ନାହିଁ ଏହିସବୁ ଦିନିଷ ନହଲେ ମିଳିଥାଏ ଏହି ସବୁ ସଂକେତ !

ନମସ୍କାର ବନ୍ଧୁଗଣ ଗରୁଡ଼ ପୁରାଣ ରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ କୁ ମୃ-ତ୍ୟୁ ବ୍ୟକ୍ତି ର ଏପରି ଜିନିଷ ବିଷୟରେ …

Leave a Reply

Your email address will not be published.