Breaking News

ଜୀବନରେ ଖୁସି ରେ ରହିବାକୁ ହେଲେ ବାଜ ପକ୍ଷୀ ପରି ହୁଅ, ଏହି ୫ଟି କଥା ମାନେ ରଖିବେ ଜୀବନରେ କେବେ ଆପଣ ହାରିବେ ନାହିଁ |

ଯଦି ଆପଣ କେବେ କିଛି ହେବ ପାଇଁ ଚାହୁଁଛ ବବାଜ ପକ୍ଷୀ ପରି ହୁଅ କେବେବି ଶୁଆ ପକ୍ଷୀ ପରି ହୁଅ ନାହିଁ ଶୁଆ ବହୁତ କଥା କହିପାରେ କିନ୍ତୁ ବେଶି ଉପରେ ଉଡ଼ିପାରେ ନାହିଁ ବାଜ ପକ୍ଷୀ ବହୁତ କମ କଥା କହେ କିନ୍ତୁ ବହୁତ ଉପରେ ଉଡ଼ିଥାଏ ଏବଂ ବାକି ପାଖି ମାନଙ୍କ ଭିତରେ ରାଜ ହୋଇଥାଏ ଏକ ବାଜ ପକ୍ଷୀ | ମୁଁ ଆଜି ଆପଣଙ୍କୁ 5ଟି କଥା କହିବି ଯାହା ମନୁଷ୍ୟ ବାଜ ଠାରୁ ଶିଖିବା ଉଚିତି ଏବଂ ଏହି 5ଟି ନିୟମ ଜୀବନର ସବୁ ଠାରୁ ଶିଖିବା କଥା |

ପ୍ରଥମ କଥା ସବୁ ପକ୍ଷୀ ସାଙ୍ଗରେ ଉଡିଥାନ୍ତି କିନ୍ତୁ ବାଜ ପକ୍ଷୀ ସବୁବେଳେ ଉଡ଼ିଥାଏ କିନ୍ତୁ ବାକି ପକ୍ଷୀ ମାନଙ୍କ ତୁଳନାରେ ସବୁଠାରୁ ଉପରେ ଉଡ଼ିଥାଏ ବାଜ ଏକୁଟିଆ ଉଡିବା କିମ୍ବା କେବେ ଛୋଟ ପାଖି ମାନଙ୍କ ସହିତ ଉଡିବା ନାହିଁ ବାଜ ସଦ୍ଧା ସର୍ବଦା ବାଜ ପକ୍ଷୀଙ୍କ ସହିତ ଉଡ଼ିଥାଏ କିମ୍ବା ଏକୁଟି ଉଡ଼ିଥାଏ କିନ୍ତୁ ଏଥିରୁ ଏହି ଶିକ୍ଷା ମିଳିଲା ଏକୁଟିଆ ରହିବାର କାରଣ ହେଉଛି ଏହି ସମୟରେ ନିଜକୁ ଜାଣିବା ପାଇଁ ପ୍ରକୃତରେ ସୁଯଗ ମିଳିଥାଏ |

ଦ୍ୱତୀୟ କଥା ବାଜ ର ଦୃଷ୍ଟି ଶକ୍ତି ଅଧିକ ଏବଂ ଭୁତ ଶକ୍ତି ସାଳି ହୋଇଥାଏ ବାଜ ନିଜର ସକାରକୁ 5 କିଲୋ ମିଟର ଦୂରେ ରୁ ହିଁ ଦେଖି ପାରେ ଯେତେ ବେଳେ ତା ଲକ୍ଷ ଦେଖା ଯାଏ ତା ପରେ ତା ରାସ୍ତାରେ ଯେତେ କଠିନ ପରିସ୍ଥିତ ଆସୁନ କାହିଁକି ସେ ତାର ଲକ୍ଷ କୁ ହାସଲ କରି ରହିଥାଏ ଏହା ଠାରୁ ଏକ ବଡ଼ ଶିକ୍ଷା ମିଳିଥାଏ ନିଜର ଲକ୍ଷ ସବୁବେଳ ଜାରି ରଖ ଓ ତାକୁ ହାସଲ କରିବା ଯେତେବି କଠିନ ପରିସ୍ଥିତି ଆସୁନ କାହିଁକି ପଛକୁ ହାଟନ୍ତୁ ନାହିଁ ସେହି ବାଜ ପରି ଶିକ୍ଷା |

ତୃତୀୟ କଥା ବାଜ କେବେବି ମାରିଥିବା ପ୍ରାଣୀ କୁ ଖାଇ ନଥାଏ ସେ ସାଧା ସର୍ବଦା ଜୀବିତ ପ୍ରଣୀକୁ ଶିକାର କରିଥାଏ ଏବଂ ଏଥିରୁ ଆମକୁ ଏହା ଶିକାର ମିଳିଥାଏ ଯାହା ଆମ ଅତୀତରେ ଯାଇ ଅଛି ତେଣୁ ଯାଇଥିବା କଥା ଗୁଡିକୁ ଉପରେ ଧ୍ୟାନ ଦିଅ ନାହିଁ ନିଜର ଅତୀତର ଏବଂ ପୁରୁଣା ସ୍ମୁତ ତାକୁ ଆଉ ମାନେ ପକାଓ ନାହିଁ ଅତୀତର କଥାକୁ ଅତୀତରେ ରଖ ସେଗୁଡିକୁ ବର୍ତମାନ ଜାଗା ଦିଅ ନାହିଁ କାରଣ ପରେ ଯଦି ତୁମର ଅତୀତ ବର୍ତମାନ ଆସିଯିବ ତାହାଲେ ଫରେ ମନ ଖାଲି ଅତୀତକୁ ପଳାଇବ ସବଳେ ବାଜ ପରି ହୁଅ |

ଚତୁର୍ଥ କଥା ଯେତେବେଳେ ତୋଫାନ ଆସେ ବାଜ ବହୁତ ଖୁସି ହୋଇଥାଏ ଯେତେବେଳେ ବର୍ଷା ହୁଏ ସବୁ ପାଙ୍କି ଲୁଚିକି ବସି ରୁହନ୍ତି କିନ୍ତୁ ବାଜ କୁ ବହୁତ ମଜା ଲାଗିଥାଏ ଯେତେବେଳେ ବହୁତ ଜୋରରେ ପବନ ହୋଇଥାଏ | ବାଜ ସେହି ପବନ ସାହାଯ୍ୟରେ ଆହୁରି ଉପରକୁ ଉଡ଼ିଥାଏ ଏବଂ ଉପରେ ଉଡି ଉଡି ଏତେ ଉପର କୁ ଉଡ଼ିଯାଏ ସେ ନିଜେ ମଧ୍ୟ ଜାଣିପାରେନାହିଁ | ଏଥିରୁ ଏହି ଶିକ୍ଷା ମିଳିଲା ଯେତେ କଠିନ ପରିସ୍ଥିତି କୁ ଉପଭୋଗ କର ସବୁ କଠିନ ପରିସ୍ଥିତି ଏକ ସଂ ଓ ବଡ଼ ପରିମାଣର ନେଇ ଆସିଥାଏ | ସେହି ଭଳି ନିଜେ ବାଜ ପରି କଠିନ ପରିଶ୍ରମ କରିବା ଉଚିତି ଏବଂ ଯାଉ ଦିନ ନିଜ କଠିନ ପରିଶ୍ରମ କରିବ ସେହି ଦିନ ଠାରୁ ତୁମେ ସବୁ ପରିସ୍ଥିତି ଠାରୁ ଆଗରେ ରହିଯିବ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.