ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଦୁଇ ଟି କଥା ବିଷୟରେ କହିବୁ ଯାହା ଆପଣଙ୍କୁ କହିବୁ ଆପଣ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିବା ଉଚିଛି ନୁହେଁ ଆମ ଭାରତ ଇତିହାସ ରେ ଅର୍ଚ୍ଚଯ୍ୟ ଚାଣକ୍ୟ କୁ ବହୁତ ବଡ଼ ବିଦ୍ୱାନ ବେକ୍ତି ବୋଲି କୁହାଯାଏ | ଆଚର୍ଯ୍ୟ ଚାଣକ୍ୟ ନୀତିରେ ସୁଖୀ ଜୀବନ ଏବଂ ସଫଳତାର କିଛି ସୂତ୍ର ବିଷୟରେ ଉଲେଖ ରହିଛି |
ଯଦି କୌଣସି ବେକ୍ତି ଚାଣକ୍ୟ ନୀତି କୁ ପାକଳନ କରିବେ ସେ ନିଚୟ ରୂପେ କୌଣସି ପ୍ରକାରର ଚିନ୍ତାରୁ ମୁକ୍ତି ପାଇପାରିବେ ଜାଣତରେ ହେଉ କିମ୍ବା ଅଜାଣତରେ କିଛି ବେକ୍ତି ଅନ୍ୟ ମାନଙ୍କ ଆଗରେ ଏପରି କିଛି କଥା ପ୍ରକାଶ କରିଦେଇ ଥାନ୍ତି ଯାହା ତାଙ୍କୁ ଭବିଷତ ରେ ବହୁତ ବଡ ସମସ୍ୟା ରେ ପକେଇବ |
ବନ୍ଧୁଗଣ ଆଜି ଆମେ ଚାଣକ୍ୟ ନୀତି ବିଷୟରେ ଦୁଇଟି କଥା କହିଛନ୍ତି ଯାହାକୁ ଗୁପ୍ତ ରଖିବା ଅବଶକ୍ୟ ଯଦି ଏହି ଦୁଇଟି କଥା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଦେଉ ଛନ୍ତି ଆପଣ ମହା ସଂଙ୍କଟ ରେ ପଡିପାରନ୍ତି | ଅର୍ଚ୍ଚଯ୍ୟ ଚାଣକ୍ୟ କହିଥିବା ସେହି ୨ ଟି କଥା କଣ ଆସନ୍ତୁ ଜାଣିବା |
ପ୍ରଥମେ ଧନ ହାନି
ଯଦି ଆପଣଙ୍କର ଧନ ହାନି ଘଟିଛି ବା କୌଣସି ଖେତୀ ହୋଇଛି କିମ୍ବା ଆପଣ କୌଣସି ସମସ୍ୟା ରେ ପଡି ଯାଇଛନ୍ତି ଏହି କଥାକୁ ଆପଣ ଅନ୍ୟ ମାନଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ କାରଣ ଏହି ଭାବନାରେ ଆପଣଙ୍କୁ ଏହି ସମୟରେ ସାହାଯ୍ୟ କରିବେନି ସତ ତା ବଦଳରେ ସେମାନେ ଏହାର ଫାଇଦା ଉଠେଇବେ ଏବଂ ବହୁତ ହଇରାଣ ହରକତ କରିବେ ଯାହା ଦୂର ଆପଣ ସଂଙ୍କଟ ରେ ପଡି ଯିବେ ସେଠି ପାଇଁ ଏହି ଗୁପ୍ତ କଥାଟିକୁ ନିଜ ମନ ଭିତରେ ରଖନ୍ତୁ କାହାରି ଆଗରେ ପ୍ରକାଶ କରନ୍ତୁ ନାହିଁ |
ଦୁତୀୟ ରେ ହେଉଛି ନିଜର ଦୁଃଖ ପ୍ରକାଶ କରିବା
ଯଦି ଆପଣ କୌଣସି କଥାକୁ ନେଇ ଦୁଃଖ କଷ୍ଟରେ ରହୁଛନ୍ତି ତ ଏହି କଥାକୁ ମଧ୍ୟ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ କାରଣ ଯଦି ଆପଣ ଅନ୍ୟ ମାନଙ୍କ ଆଗରେ ଦୁଃଖ ପ୍ରକାଶ କରିବେ ସେମାନେ ଆପଣଙ୍କୁ ସହାଯ୍ୟ କରିବା ବଦଳରେ ଆପଣଙ୍କ କଥାକୁ ପରିହାସ କରିବେ ଯାହା ଆପଣଙ୍କୁ ଖରାପ ମଧ୍ୟ ଲାଗିପାରେ |
ଏହି ସମାଜରେ ବହୁତ ଲୋକ ଅଛନ୍ତି ଯିଏ କି ଅନ୍ୟର ଦୁଃଖ କଷ୍ଟକୁ ମଜାରେ ଉଡେଇ ଥାନ୍ତି ତ ଏମିତିରେ ଆପଣ କଷ୍ଟ ବହୁତ ବଢ଼ିଯିବ ଯାହା ଦ୍ୱାରା ଆପଣ ସମସ୍ୟା ରେ ପଡିଯିବେ ସେଥି ପାଇଁ ଏହି ସବୁ କଥା ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରି ନିଜ ଭିତରେ ଗୁପ୍ତ ରଖନ୍ତୁ |