Breaking News

ଚାଣକ୍ୟ ନୀତି – ଜୀବନରେ ସଫଳତା ଦେଇଥାଏ ଚାଣକ୍ୟଙ୍କ ଏହି ୫ଟି କଥା, ଏହା କଲେ କେବେ ଖାଇବେ ନାହିଁ ଧୋକା !

ଦର୍ଶକବନ୍ଧୁ ଆପଣମାନେ ଭଲମନ୍ଦ ର ଭେଦ ଯଦି ଆପଣମାନେ ଜାଣିପାରୁ ନାହଁ ତେବେ ହାନି ହେବାରୁ ଆପଣଙ୍କୁ କେହି ମଧ୍ୟ ବଞ୍ଚାଇ ପାରିବେ ନାହିଁ ମିତ୍ର ବଦଳରେ ଆପଣଙ୍କ ଜୀବନରେ ଶତ୍ରୁଙ୍କ ପ୍ରବେଶ ହୋଇଥାଏ | ଚାଣକ୍ୟଙ୍କ ନୀତି ଅନୁଯାୟୀ ଜୀବନର ସଫଳତା ସମ୍ପର୍କରେ ବୋହୁ ତଥ୍ୟ ଦେଇଛନ୍ତି |

କୁହାଯାଏ ଯଦି କୌଣସି ବ୍ୟକ୍ତି ଚାଣକ୍ୟଙ୍କ ନୀତି ଅନୁସାରେ ଜୀବନ ଜାପାନ ପରେ ତାଙ୍କ ଜୀବନରେ କିଛି କଷ୍ଟ ଆସିନଥାଏ ଚାଣକ୍ୟଙ୍କ ଏହି 5 ଟି କଥାରେ ଜୀବନର ସଫଳତା ର ମାର୍ଗ ଲୁଚି ରହିଥାଏ ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଚାଣକ୍ୟଙ୍କ ସଫଳତା ର ଏହି 5 ଟି କଥା ଯେଉଁଟା ଆମେ ମାନେ ଜାଣିବା ନିହାତି ଆବଶ୍ୟକ |

ପ୍ରଥମ – ଅସ୍ତ୍ର ରଖୁଥିବା ଲୋକଠାରୁ ସାବଧାନ ରହିବ ଉଚିତ ଚାଣକ୍ୟ କହିଛନ୍ତି କି ଅସ୍ତ୍ର ଶସ୍ତ୍ର ରଖୁଥିବା ଲୋକଠାରୁ ସର୍ବଦା ସାବଧାନ ରହିବ ଉଚିତ କ୍ରୋଧରେ କେବେ ବି ଏହି ବ୍ୟକ୍ତି ଶସ୍ତ୍ର ର ପ୍ରୟୋଗ କରିପାରେ ଯାହା ଦ୍ୱାରା ଆଖ ପାଖର ଲୋକ ଏହା ଦ୍ୱାରା କଷ୍ଟ ଉଠାଇ ପାରନ୍ତି |

ଦ୍ୱତୀୟ – କ୍ରୋଧ ଚାଣକ୍ୟ କୁହନ୍ତି କ୍ରୋଧ କରୁଥିବା ବ୍ୟକ୍ତିଙ୍କ ପ୍ରତିଭା ନଷ୍ଟ ହୋଇଥାଏ ବ୍ୟକ୍ତି =ଙ୍କୁ କ୍ରୋଧ କରିବା ଉଚିତ ନୁହେଁ କ୍ରୋଧୀ ବ୍ୟକ୍ତି ଭଲମନ୍ଦ ର ପ୍ରଭେଦ କୁ ଭୁଲିଯାଇଥାଏ |

ତୃତୀୟ – ଅହଂକାର ବିଷୟରେ ଚାଣକ୍ୟ କହିଛନ୍ତି ଅହଂକାର ବ୍ୟକ୍ତିଙ୍କର ସବୁଠାରୁ ବଡ଼ ଶତ୍ରୁ ଅହଂକାର କରୁଥିବା ବ୍ୟକ୍ତି କୁ ସନମାନ ମିଳିନଥାଏ ଏମାନଙ୍କ ଠାରୁ ନିଜ ଲୋକ ମଧ୍ୟ ଦୁରେଇ ଯାଇଥାନ୍ତି |

ଚର୍ତୁଥ – ଚାଣକ୍ୟ ଅନୁସାରେ ବ୍ୟକ୍ତି କୁ ଲୋଭ କରିବା ଉଚିତ ନୁହେଁ ଲୋଭ କରୁଥିବା ବ୍ୟକ୍ତି କେବେ ମଧ୍ୟ ସନ୍ତୁଷ୍ଟ ହୋଇନଥାଏ ଯେଉଁ କାରଣରୁ ସେମାନଙ୍କ ହୃଦୟ ଅସନ୍ତୁଷ୍ଠ ରହିଥାଏ |

ପଞ୍ଚମ – ଧୋକା ଚାଣକ୍ୟ ନୀତି ଅନୁସାରେ କେବେ କାହାକୁ ଧୋକା ଦେବା ଉଚିତ ନୁହେଁ ଧୋକା ଦେବା ସବୁଠାରୁ ବଡ଼ ଖରାପ ଅଭ୍ୟାସ ଏମିତି ଲୋକଙ୍କୁ ଆଗାମୀ ଦିନ ରେ ଅସୁବିଧା ର ସାମ୍ନା ଅରିବାକୁ ପଡିଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.