Breaking News

Motivational : ଜୀବନରେ ଯଦି ଖୁସିରେ ରହିବାକୁ ଚାହୁଁଛ, ଏହି ଲୋକଙ୍କ ଠାରୁ ଦୁରେଇରୁହ, ଥରେ ନିଶ୍ଚୟ ପଢନ୍ତୁ, ଜୀବନରେ ସବୁକିଛି ପାଇଯିବେ….

ନମସ୍କାର ଦର୍ଶକ ବନ୍ଧୁ ଗୋଟେ ମାନେ ରଖିବେ ନିଜର ଶକ୍ତି ସହ ଲଢ଼ ଅନ୍ୟର ଦୁର୍ବଳତା ସହ ନୁହଁ କାରଣ ପ୍ରକୃତ ସଫଳତା ନିଜର ପ୍ରୟାସରେ ମିଳିଥାଏ ଅନ୍ୟର ହାରିବରେ ନୁହେଁ | କେବଳ ନିଜ ପାଇଁ ବଞ୍ଚିଲେ ଜୀବନ ମୂଲ୍ୟ ହୀନ ହୋଇଯାଏ | ଅନ୍ୟମାନଙ୍କ ପାଇଁ ବଞ୍ଚିବାରେ ହିଁ ନୂଆ ଜୀବନ ମିଳିଥାଏ | ଜନ୍ମରୁ କେହିକହାରା ଶତ୍ରୁବା ମିତ୍ର ନୁହେଁ ବ୍ୟବହାର ଶତ୍ରୁତା ଓ ମିତ୍ରତା ସୃଷ୍ଟି ହୋଇଥାଏ |

ସବୁ ସଫଳତାର ପଛରେ ନାରୀର ହାତ ଥାଏ କିନ୍ତୁ ମାନେ ରଖିବା ଉଚିତ ସବୁ ବିଫଳତା ପଛରେ ହିଁ ମଧ୍ୟ ନାରୀର ହାତ ରହିଥାଏ | ଅନ୍ୟ ମାନଙ୍କ କ୍ଷେତ୍ରରେ କଣ ଘଟିଲା ସେପରି କାହାଣୀରେ ସନ୍ତୁଷ୍ଟ ରୁହ ନାହିଁ | ନିଜର କାହାଣୀଟିକୁ ଖୋଲିବାକୁ ଚେଷ୍ଟା କର | ସମ୍ପର୍କରେ ଯେତେ ମନାମାଳିନ ହେଲେ ମଧ୍ୟ ସମ୍ପର୍କ କାଟିବା ଅନୁଚିତ | କାରଣ ଯେତେବେଳେ ଆଙ୍ଗୁଳିରେ ନଖ ବଢିଥାଏ ଆମେ ନଖକୁ ହିଁ କଟିଥାଉ କିନ୍ତୁ ଆଙ୍ଗୁଳିକୁ ନୁହେଁ |

ମନେରଖିବେ ଯିଏ ତୁମପାଖରେ ଅନ୍ୟାଲୋକ ବିଷୟରେ ଖରାପ କଥା ଗପୁଛି ସେ ଅନ୍ୟ କାହା ପାଖରେ ତୁମ ବିଷୟରେ ଖରାପ କଥା ଗପି ପରେ ଏଭଳି ଲୋକଠୁ ଦୁରେଇ ରହିବ ଭଲ | ବିପଦ ବେଳେ ଭାଙ୍ଗି ନପଡ଼ି ମନରେ ଧାର୍ଯ୍ୟ ଓ ସାହସ ରଖି ସାମ୍ନା କରିବା ଉଚିତ | ଅନ୍ୟକୁ ଈର୍ଷା ବା ଘୃଣା କଲେ ସଦା ଅସନ୍ତୁଷ୍ଟ ରହିଲେ କ୍ରୋଧୀ ହେଲେ ମଣିଷ ଦୁଃଖ ଭୋଗେ | ଯଦି କେବେ ଜୀବନରେ କାହାକୁ ଭଲପାଇବାକୁ ଇଚ୍ଛା ହୁଏ ତେବେ ନିଜର ଦୁଃଖକୁ ଭଲପାଅ କାରଣ ଦୁନିଆର ନିୟମ ଅଛି ଯାହାକୁ ତୁମେ ଯେତେ ଅଧିକ ଭଲପାଇବ ସେ ତୁମଠାରୁ ସେତେ ଦୂରେଇଯିବ |

Young depressed man sitting on floor.
ମୂର୍ଖ ସର୍ବଦା ନିଜ ଘେରେ ହିଁ ପୂଜା ପାଏ ଗାଁ ର ମୁଖିଆ ଗାଁ ରେ କିନ୍ତୁ ଯିଏ ବିଦ୍ୱାନ ବୁଦ୍ଧିମାନ ସେ ସବୁଠାରେ ପୂଜା ପାଇଥାଏ | ମନରେ ଅହଂଭାବ ଜାଗ୍ରତ ହେଲେ, ମନୁଷ୍ୟ ନିଜକୁ ମହାନ ବୋଲି ଭାବିଥାଏ | କିନ୍ତୁ ସମାଜରେ ସେ ସବୁଠାରୁ ନୀଚ ବା ଛୋଟ ବୋଲି ପରିଚିତ ହୋଇଥାଏ | ସତ୍ୟକୁ ସାମ୍ନା କରିବାକୁ ଯିଏ ପଛ ଘୁଞ୍ଚା ଦିଏ ସେ ସାହସୀ ନୁହେଁ | ସେ ଜଣେ କାପୁରୁଷ, ଭୀରୁ ଅଟେ | କାହାକୁ କ୍ଷମା କରିଦେବା ଅର୍ଥ ନୁହେଁ ନିଜର ଦୁର୍ବଳତା ବରଂ ମହାନତା ବୋଲି କୁହାଯାଇପାରେ |

ଆମେ ଦେଖୁଥିବା ସମସ୍ତ ସ୍ୱପ୍ନ ସାକାର ହୋଇ ପାରିବ ଯଦିତାକୁ ସାହସର ସହ ଆଗେଇ ନେଇପାରିବ | ଅତୀତ ଉପରେ ଆମର ବର୍ତମାନ ଗଡିଉଠିଛି ସତ, କିନ୍ତୁ ଆମେ ଆମର ଅତୀତଭିତରେ ବନ୍ଦୀ ହୋଇ ରହିବ ଅନୁଚିତ |

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.