Breaking News

ଜୀବନରେ କାହାକୁ ଖରାପ ଭାଷା ରେ ଗାଳି କରିଛନ୍ତି ବା ସୋଦିଛନ୍ତି ? ଜାଣନ୍ତୁ ଏହାର ଦଣ୍ଡ କଣ ହୋଇଥାଏ !

ଆଜି ଆମେ ଏହି ଆର୍ଟିକ୍ଲ ରେ ଜଣାଇଦେବାକୁ ଯାଉଛୁ ଯେ ଯଦି ଗାଳି କରିବା ର ପ୍ରଭାବ କଣ ହୋଇଥାଏ | ଆଜିକାଲି କାହାକୁ ଗାଳି କରିବା ଏକ ବହୁତ ସାଧାରଣ କଥା ହୋଇଗଲାଣି | ବହୁତ ସମୟରେ ବହୁତ ଛୋଟ ଛୋଟ କଥାରେ ଆମେ ମାନେ କାହାକୁ ନା କାହାକୁ ଗାଳି ଦେଉ ସେ ସାଙ୍ଗ ମାନଙ୍କୁ ହେଉ ଅଥବା ନିଜ ଲୋକଙ୍କୁ ହେଉ କେତେକ ସମୟରେ ବହୁତ ଛୋଟ କାରଣ ଯୋଗୁଁ ମଧ୍ୟ ଆମେ ସମସ୍ତଙ୍କୁ ଗାଳି ଦେଇଥାଉ |

କିନ୍ତୁ ଗାଳି କଲା ବେଳେ ମଧ୍ୟ ଆମେ ଏହା ଭୁଲି ଯାଇଥାଉ ଯେ ଆମର ଗାଳି ଆମର ସଂସ୍କାର କୁ ସମ୍ପୂର୍ଣ ରୂପେ ଜଣାଇ ଦେଇଥାଏ | ଏବଂ ଗାଳି କରିବା ଯୋଗୁଁ ଏକ ମଣିଷର ସ୍ତର ଜଣାପଡିଯାଇ ଥାଏ |ଗାଳିଦେଉଥିବା ଲୋକ ନିଜ ସଂସ୍କାର ଏବଂ ଶିକ୍ଷା ର ପରିଚୟ ଦେଇଥାଏ | କିନ୍ତୁ ଏହି ସବୁ କଥା କୁ ମଣିଷ ଜାଣି ମଧ୍ୟ ଗାଳିଦେଲା ସମୟରେ କିଛି ବି ହେଲେ ଭାବି ନଥାଏ | ଏହାବି ମଧ୍ୟ ଭବିନଥାଏ ସେ ଗାଳିକଲା ବେଳେ କେଉଁ ସବୁ ଶବ୍ଦ ବ୍ୟବହାର କରିଥାଏ | ଯାହାଫଳରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଗାଳି କରି ସାରିବା ପରେ ନିଜ କହିଥିବା କଥାକୁ ନେଇ କ୍ଷମା ପାର୍ଥନା କରିଥାନ୍ତି |


ଏକ ପରୀକ୍ଷା ରୁ ଜଣାଯାଇଥିଲା ଯେ ଗାଳି କରିବା ଦ୍ଵାରା କୌଣସି ବି ସମସ୍ଯା କୁ ହରାଇବାର କ୍ଷମତା ବଢିଯାଇ ଥାଏ | ଏବଂ ସାହସ ବଳରେ ମଣିଷ ନିଜ ଜୀବନର ଅନେକ ସମସ୍ଯା କୁ ଦୂର କରିପାରିଥାଏ | କିନ୍ତୁ ଏଥିପାଇଁ ଆମେ ଖରାପ କିମ୍ବା ଅଭଦ୍ର ଶବ୍ଦର ପ୍ରୟୋଗ କରିବା ଜମାରୁ ଉଚିତ ହୋଇ ନଥାଏ | ଇତିହାସ ରେ ମହାଭାରତ ଠାରୁ ବଡ ଯୁଦ୍ଦ ଆଉ କିଛି ବି ନୁହେଁ | କିନ୍ତୁ ଏଥିରେ ମଧ୍ୟ କେବେ ହେଲେ ଅପଶବ୍ଦ ବ୍ୟବହାର କରାଯାଇନାହିଁ |


ଏବେ ଆସନ୍ତୁ ଜାଣିବା ଗାଳି ଦେବା ଦ୍ଵାରା ଆମ ଉପରେ କଣ ପ୍ରଭାବ ପଡିଥାଏ ?? ବନ୍ଧୁଗଣ ଗାଳି ଦେବା ଦ୍ଵାରା ଆମ ମନରେ ଅନ୍ୟ ପ୍ରତି ଅହଂକାର ଏବଂ ଘୃଣା ଭାବ ବଢି ଯାଇଥାଏ | ଯାହାଫଳରେ ଆମର ବ୍ୟକ୍ତି ଗତ ସମ୍ପର୍କ ରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ | ଗାଳି ଦେବା ଦ୍ଵାରା ଆମ ମନ ସର୍ବଦା ଅଶାନ୍ତି ରହିଥାଏ ଏବଂ ଆମେ ଚିନ୍ତାଗ୍ରସ୍ତ ହୋଇଥାନ୍ତି |ଦୁନିଆ ରେ ବହୁତ ଭଲ ଲୋକଙ୍କ ର ମଧ୍ୟ ଅହିତ ଚିନ୍ତା କରିବା ଅଥବା ସେ ମାନଙ୍କୁ ଗାଳି ଦେବା ଲୋକ ମଧ୍ୟ କିଛି କମ ନୁହଁନ୍ତି |


ଏକଦା ଗୌତମ ବୁଦ୍ଧ ଏକ ଗ୍ରାମ ଦେଇ ଯାଉଥିଲେ ସେ ଗ୍ରାମରେ ବହୁତ ଲୋକ ଏପରି ଥିଲେ ଯେଉଁ ମାନେ ତାଙ୍କୁ ଆଦୌ ପସନ୍ଦ କରୁ ନଥିଲେ | ତେବେ ଗୌତମ ବୁଦ୍ଧ ସେହି ରାସ୍ତା ଦେଇ ଯିବା ବେଳେ ତାଙ୍କୁ ଅନେକ ଲୋକ ଠିଆ କରି ସେ ଜାଗା ରେ ବହୁତ ଗାଳି ଦେଲେ | ଏବଂ ଗୌତମ ବୁଦ୍ଧ ଚୁପଚାପ ସେଠାରେ ରହି ସେ ସବୁ କୁ ଶୁଣି ଚାଲୁ ଥିଲେ ଏବଂ ଶେଷରେ କହିଲେ ଯଦି ଆପଣଙ୍କ ଗାଳି ଶେଷ ହୋଇ ଯାଇଥାଏ ତେବେ ମୁଁ ଯାଇ ପରେ କି ??
ତେବେ ତାଙ୍କର ଏହି କଥା ଶୁଣି ଗାଁ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଗଲେ ଏବଂ ଗୌତମ ବୁଦ୍ଧ ସେ ଠାରୁ ଚାଲିଗଲେ |


ଏବଂ ପରେ ସେହି ଗାଁ ଲୋକେ ତାଙ୍କୁ ପରେ ଭେଟ ହୋଇ ତାଙ୍କୁ କ୍ଷମା ପାର୍ଥନା କରିଥିଲେ ଏବଂ ପଚାରିଥିଲେ ଯେ ଆମେ ଏତେ କିଛି ଆପଣଙ୍କୁ କହିଦେଲୁ ଅଥଚ ଆପଣ ସବୁ କିଛି ଶୁଣି ମଧ୍ୟ ଚୁପଥିଲେ | ଗୌତମ ବୁଦ୍ଧ ଉତ୍ତର ଦେଲେ ଯେ ଏହି ଗାଳି ଯଦି ଆପଣ ମାନେ ମୋତେ କିଛି ବର୍ଷ ପୂର୍ବେ ପଚାରିଥାନ୍ତେ ତେବେ ଏହାର ଉତ୍ତର ମୁଁ ଆପଣମାନଙ୍କୁ ଆପଣଙ୍କ ଭାଷାରେ ବୁଝାଇଦେଇଥାନ୍ତି କିନ୍ତୁ ବର୍ତମାନ ଯଦି ମୁଁ କିଛି କୁହେ ତେବେ ମୁ ମୃ ତପ୍ରାୟ ସମାନ ହୋଇଜିବି |ମୋ ମତରେ ମୋତେ ତୁମେ ସେ ପର୍ଯ୍ୟନ୍ତ କିଛି ବି ଦେଇ ପାରିବ ନାହିଁ | ଯେ ପର୍ଯ୍ୟନ୍ତ ମୁଁ କୌଣସି ଜିନିଷ ଗ୍ରହଣ କରି ନାହିଁ |


ତୁମେ ମାନେ ମୋତେ ଗାଳିଦେଲ କିନ୍ତୁ ମୁଁ ଏହାକୁ ତୁମ ମାନଙ୍କୁ ଫେରାଇ ଦେଲି | ବରଂ ମୋତେ ଦୟା ଆସୁଛି ତୁମ ମାନଙ୍କ ଉପରେ ଯେ ତୁମେ ଏହି ଗାଳି ଏବେ ନିଜ ପରିବାର ଲୋକଙ୍କୁ ଦେବ | ଯାହାର ଫଳ ସ୍ୱରୂପ ତୁମ ମାନଙ୍କର ହିଁ କ୍ଷତି ହେବ ଯାହା ତୁମମାନଙ୍କୁ ସବୁବେଳେ ଅଶାନ୍ତି ରେ ରଖିବ ଏବଂ ଖରାପ ନିଷ୍ପତି ନେବା ପାଇଁ ପ୍ରେରିତ କରିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପିରିଅଡର ଏତିକି ଦିନ ମଧ୍ୟରେ ସମ୍ପର୍କ ସ୍ଥାପନା କରିଲେ ନିଶ୍ଚୟ Pregnant ହୋଇ ପାରିବେ – Pregnancy Tips

ବନ୍ଧୁଗଣ ଆଜି ଆମେ ମହିଳା ଙ୍କ ପାଇଁ ନେଇ ଆସିଛୁ ଏକ ବଡ ଖବର , ହଁ ବନ୍ଧୁ ଯଦି …

Leave a Reply

Your email address will not be published. Required fields are marked *