Breaking News

ରାସ୍ତାରେ ଯିବା ସମୟରେ ଏହି ଚାରଟି ଜିନିଷକୁ କେବେ ବି ଭୁଲରେ ଡେଇଁ ଯାଆନ୍ତୁ ନାହିଁ, ନଚେତ ସର୍ବନାଶ ହେବ

ରାସ୍ତାରେ ଗଲା ବେଳେ ଭୁଲରେ ବି ଡେଇଁ ଯାଆନ୍ତୁ ନାହିଁ ଏହି ଚାରିଗୋଟି ଜିନିଷ । ନହେଲେ ବହୁତ ବଡ ଅସୁବିଧାରେ ପଡି ପାରନ୍ତି । ଆମେ ରାସ୍ତାରେ ଯାଉଥିବା ସମୟରେ ବହୁତ ଜିନିଷ ପଡିଥିବାର ଦେଖି ଥାଉ । ଏହି ସବୁ ଜିନିଷ ପ୍ରତି ଧ୍ୟାନ ନଦେଇ ଆମେ ତାକୁ ଡେଇଁ ଚାଲି ଯାଇଥାଉ ।

ବିଭିନ୍ନ ସମୟରେ ବିଭିନ୍ନ ଲୋକ ରାସ୍ତାରେ ବହୁତ ପ୍ରକାରର ବର୍ଜ୍ୟ ବସ୍ତୁ ପକାଇଥାନ୍ତି । ମାତ୍ରା ଆମେ କିଛି ନଜାଣି ଏହାକୁ ମାଡି କରି କିମ୍ବା ଡେଇଁ କରି ଚାଲି ଯାଇଥାଉ । ମାତ୍ର କିଛି ଜିନିଷ ଏପରି ଅଛି ଏହାକୁ ଡେଇଁ କରି ଯିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆମର ବହୁତ ବଡ କ୍ଷତି ହୋଇଥାଏ । ତେବେ ଚାଳନ୍ତୁ ଜାଣିବା ସେହି ସବୁ ଜିନିଷ ଗୁଡିକ ବିଷୟରେ ।

1। କିଛି ଲୋକ ଘରର ମୁଖ୍ୟ ଦ୍ଵାରା ରେ କିମ୍ବା ଜାନ ବାହାନ ମାନଙ୍କରେ ଲେମ୍ବୁ ଓ ଲଙ୍କା ଲଗାଇ ଥିବାର ଆପଣ ଦେଖି ଥିବେ । ସେହି ଲୋକ ମାନେ ୟାକୁ ଏଆଡେ ସିଆଡେ ପକାଇ ଦେଇଥାନ୍ତି । ଯଦି ସେହି ଜିନିଷ ଗୁଡିକୁ ଆପଣ ରାସ୍ତାରେ ପଡିଥିବାର ଦେଖିବେ ଏହାକୁ ଭୁଲରେ ଡେଇଁ ଯିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଅନେକ କ୍ଷତି ଘଟିଥାଏ ।

2। କେଶ ବା ଚୁଟି – ଯଦି ରାସ୍ତାରେ ଚୁଟି ପଡିଥାଏ ତେବେ ଏହାକୁ ଭୁଲରେ ଡେଇଁ କରି ଯାଆନ୍ତୁ ନାହିଁ । କାରଣ ଏହାକୁ ଏକ ଅପବିତ୍ର ଜିନିଷ ଆକାରରେ ଦେଖା ଯାଇଥାଏ । ଯଦି ଖାଦ୍ୟରେ ଚୁଟି ପଡିଯାଏ ତେବେ ଏହାକୁ ବ୍ୟବହାର ହୀନ ବୋଲି କୁହାଯାଏ । ତେଣୁ ଏହାକୁ କେବେ ବି ଡେଇଁ କରି ଯିବା ଉଚିତ ନୁହେଁ ।

3। ଆମେ ନୀତି ଦିନ କିଛି ନା କିଛି ପୂଜା କରି ଥାଉ । ଯେଉଁ ସମୟରେ ପୂଜା ହୁଏ ଆମେ ମୁଖ୍ୟତଃ ଆମେ ହୋମ କରିଥାଉ । ଏହି ପୂଜା ସାମଗ୍ରୀ ଗୁଡିକୁ ମୁଖ୍ୟତଃ ଜଳରେ ବିସର୍ଜନ କରାଯାଇଥାଏ । ମାତ୍ର କିଛି ଲୋକ ଏପରି ଅଛନ୍ତି ପୂଜା ସରିଲା ପରେ ଏହାକୁ ବାହାରେ ଫୋପାଡି ଦେଇ ଥାନ୍ତି । ତେଣୁ ଆପଣ କେବେବି ଏହି ଅପବ୍ୟବହୃତ ଜିନିଷ ଗୁଡିକୁ ଡେଇଁ କରି ଯାଆନ୍ତୁ ନାହିଁ ।

4। ଗାଧୁଆ ପାଣି – ଆମେ ବାହାରେ ଗାଧୋଉଥିବା ସମୟରେ ଗାଧୁଆ ପାଣିକୁ ରାସ୍ତାରେ ଢାଳି ଦେଇଥାଉ । ଯଦି ଆପଣ ଜାଣିଛନ୍ତି ସେହି ପାଣି ଗାଧୁଆ ପାଣି ଅଟେ ତେବେ ଏହାକୁ ଭୁଲରେ ଡେଇଁ କରି ଯାଆନ୍ତୁ ନାହିଁ । ନଚେତ ଆପଣଙ୍କର ସ୍ୱାସ୍ଥ୍ୟଗତସମସ୍ୟା ଦେଖା ଯାଇପାରେ । ଯଦି ଆପଣ କିଛି ପୂଣ୍ୟ କାମ କିମ୍ବା ଭଗବାନ ଙ୍କର ଦର୍ଶନ କରିବା ପାଇଁ ଯାଉଛନ୍ତି ତେବେ କିଛି ଅପବିତ୍ର ଜିନିଷକୁ ଛୁଅନ୍ତୁ ନାହିଁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରର ଏହି ସବୁ ସ୍ଥାନରେ ଦର୍ପଣ ରଖୁଥିଲେ ହୋଇଯାନ୍ତୁ ସାବଧାନ !

ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଘରେ କିଭଳି ଭାବରେ ସୁଖ ଶାନ୍ତି ବଜାୟ ରହିବ ଏ …

Leave a Reply

Your email address will not be published. Required fields are marked *