Breaking News

ଝିଟିପିଟି ଆମ ଶରୀର ଉପରେ ପଡ଼ିଲେ, ଆମକୁ ଭବିଷ୍ୟତରେ କଣ ସବୁ ସଂକେତ ମିଳିଥାଏ ଓ ଝିଟିପିଟି ଦେଖିବା ଦେହରେ ପଡିବାର ଅର୍ଥ କଣ ଜଣାନ୍ତୁ !

ଦର୍ଶକବନ୍ଧୁ ଝିଟିପିଟି ଏମିତି ଏକ ଜୀବ ଯାହା ଦେଖିବା ମାତ୍ରେ ଆମେ ଘୃଣା କରିଥାଉ ଶକୁନ ଶାସ୍ତ୍ର ରେ କୁହାଯାଇଛି ଭଗବାନ ଆମକୁ ଭବିଷ୍ୟତରେ ଯେଉଁ ସନ୍ଦେଶ ବା ବ୍ରତା ଦେବାକୁ ଚାହାନ୍ତି ସେହି ସବୁ ପଶୁ ପକ୍ଷୀଙ୍କ ଦ୍ୱାରା ଦେଇଥାନ୍ତି | ଉଧାରଣ ସରୂପ ଯେମିତି କୁକୁର ଭୁକିବା ବା ବିଲେଇ କାନ୍ଦିବାର ମଧ୍ୟ ଅନେକ ସଂକେତ ମିଳିଥାଏ ସେହି ପରି ଭବରେ ଝିଟିପିଟି ଆମ ଶରୀର ଉପରେ ପଡିଲେ ଭବିଷ୍ୟତରେ ଅନେକ ଶୁଭ ଓ ଅଶୁଭ ସଂକେତ ମିଳିଥାଏ |

ଯଦି ଆପଣଙ୍କ ମୁଣ୍ଡ ଉପରେ ଝିଟିପିଟି ପଡେ ତାହାଲେ ଜାଣି ରଖନ୍ତୁ ରାଜ୍ୟ ଲାଭ ରାଜ୍ୟତୁଲ୍ୟ ସୁଖ ଲାଭ ମିଳିଥାଏ | କଣ ଉପରେ ଝିଟିପିଟି ପଡିଲେ ଅଳଙ୍କାର ଲାଭ | ଯଦି ସୋଇଥିବା ସମୟରେ ଛାତି ଉପରେ ପଡେ କିମ୍ଭା ଆଖି ଉପରେ ପଡେ ଜାଣି ରଖନ୍ତୁ ବନ୍ଧୁ ମିଳନର ଯୋଗ ବନୁଅଛି |

ଆପଣଙ୍କ ମୁହଁ ଉପରେ ଝିଟିପିଟି ପଡିଲେ ନିଷ୍ଟ ଦ୍ରବ୍ୟ ଭୋଜନ ବା ଶୁଖାଦ୍ୟ ପ୍ରାପ୍ତି ହୋଇଥାଏ | ବେକ ବା ଗାଲରେ ଝିଟିପିଟି ପଡିଲେ ଅର୍ଥ ଗାମ ବା ବୋହୁ ଅର୍ଥ ପ୍ରାପ୍ତି ହେବାରେ ସୁଯୋଗ ମିଳେ |

ବାମ ଓ ଡାହାଣ ବାହୁ ରେ ଝିଟିପିଟି ପଡିଲେ ମାନସିକ ଲାଭ ଆନନ୍ଦ ଲାଭ ହୁଏ | ହାତ ବା କର ତଳରେ ଝିଟିପିଟି ପଡିଲେ ଅର୍ଥ ଲାଭ ହୋଇଥାଏ ପିଠିରେ ଝିଟିପିଟି ପଡିଲେ ଭୂସମ୍ପତି ଲାଭ ହୁଏ | ଅଣ୍ଟାରେ ଝିଟିପିଟି ପଡିଲେ ନୂଆ ବସ୍ର ଲାଭ ହୋଇଥାଏ |

ଗୃହ ଦ୍ୱାରରେ ଝିଟିପିଟି ପଡିଲେ ମୃ-ତ୍ୟୁ ଉପରୁ ଯଦି ଆପଣଙ୍କ ସାମ୍ନାରୁ ଝିଟିପିଟି ପଡେ ତାହାଲେ ଜାନ ବାହନ ଆଦି ଲାଭ | ପାଦରେ ଝିଟିପିଟି ପଡିଲେ ଦେଶ ଭ୍ରମଣ ସୁଯୋଗ ମିଳେ | ଆଣ୍ଠୁରେ ଝିଟିପିଟି ପଡିଲେ ଆପଣ ଶତ୍ରୁର ନାଶ ହୁଏ ଯଦି ଆପଣଙ୍କ ଗାଲରେ ଝିଟିପିଟି ପଡେ ଅମଙ୍ଗଳ ସୂଚନା ମିଳିପାରେ ବୋଲି ଜାଣି ନିଅନ୍ତୁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.