ନମସ୍କାର ବନ୍ଧୁଗଣ ଝିଲି ସିରିଏଲର ଦର୍ଶକ ମାନଙ୍କ ପାଇଁ ଆସିଯାଇଛି ବହୁତ ବଡ ଦୁଃଖ ଖବର ଦର୍ଶକବନ୍ଧୁ ଖୁବୁ ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି ଆପଣ ମାନଙ୍କର ଅତି ପ୍ରୟ ଯୋଡ଼ି ସିରିଏଲ ର ମୁଖ୍ୟ ହିରୋ ଏବଂ ହିରୋଇନି ସିଦ୍ଧାର୍ଥ ଓ ଝିଲି ତେବେ କଣ ହେଉଛି ତାଙ୍କ ମଧ୍ୟରେ ଚାଲନ୍ତୁ ଜାଣିବା | ଦର୍ଶକବନ୍ଧୁ ଜିସାର୍ଥକ ରେ ପ୍ରସାରିତ ହେଉଥିବା ଝିଲି ସିରିଏଲ ଖୁବୁ କାମ ଦିନ ଭିତରେ ଲୋକ ପ୍ରିୟ ହେଇ ସାରିଥିଲା |
ପାରିବାରିକ କାହାଣୀକୁ ନେଇ ପ୍ରସାରିତ ହେଉଥିବା ଝିଲି ସିରିଏଲ ସବୁ ଆକ୍ଟର ଏବଂ ଅକ୍ଟ୍ରସେ ମାନଙ୍କର ଧମଦାରା ଅଭିନୟ ପାଇଁ ଦିନକୁ ଦିନ ଲୋକ ପ୍ରିୟ ହେବାକୁ ଲାଗିଛି ଏହି ସିରିଏଲ ତେବେ ଦର୍ଶକବନ୍ଧୁ ଆପଣ ମାନେ ଜାଣିଥିବେ କି ଗତ କିଛି ଦିନ ପୂର୍ବେ ଏଲିନା ଏବଂ ଭିକୀଙ୍କ ବାହାଗର ବଦଳରେ ସୁନିତା ଏବଂ ଭିକି ଙ୍କର ବାହାଘର ହୋଇଥିଲା ଯାହାକି ଦର୍ଶକ ମାନଙ୍କୁ ଖୁବୁ ଅରଶ୍ଚଯ୍ୟ କରିଥିଲା |
ତେବେ ଫୁଣି ଥରେ ଆସିଯାଇଛି ନୂଆ ଟୁଇଷ୍ଟ ଅଲଗା ହେବାକୁ ଯାଉଛନ୍ତି ଝିଲି ଏବଂ ସିଦ୍ଧାର୍ଥ ତେବେ ଦର୍ଶକବନ୍ଧୁ ଆପଣ ମାନଙ୍କୁ କଣ ଲାଗୁଛି ଝିଲି ଓ ସିଦ୍ଧାର୍ଥ କଣ ସତରେ ଅଲଗା ହୋଇଯିବେ ନା ଆସିବ କାହାଣୀରେ ନୂଆ ମୋଡ | ତେବେ ଦର୍ଶକବନ୍ଧୁ ଝିଲି ଏବଂ ସିଦ୍ଧାର୍ଥଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି ଯଦି ଆପଣ ଝିଲି ସିରିଏଲ ଦେଖୁଥିବେ ତେବେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଝିଲି ଓ ସିଦ୍ଧାର୍ଥଙ୍କ ଯୋଡି କିପରି ଲାଗେ |
Check Also
ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |
ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …