ଦର୍ଶକବନ୍ଧୁ ଆସିଯାଇଛି ଗୋଟେ ଖୁସିର ଖବର ତେବେ ମା ହେବାକୁ ଯାଉଛନ୍ତି ଓଡ଼ିଆ ହିରୋଇନ ଝିଲିକ ଭାଟାଚାର୍ଯ୍ୟ ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଝିଲିକଙ୍କ ୨ଟି କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ଆଉ ଜାଆଣା ଛୁଆ ର ମା ହୋଇଛନ୍ତି ଝିଲିକ ଭାଟାଚାର୍ଯ୍ୟ ତାହେଲେ ଆପଣମାନେ ଜାଣିଥିବେ ଗତ ଦୁଇ ବର୍ଷ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଝିଲିକ ଭାଟାଚାର୍ଯ୍ୟ ତାହେଲେ ପ୍ରୀତି ରଞ୍ଜନ ଘଡ଼ାଇ କୁ ବିବାହ କରିଥିଲେ ଝିଲିକ ଆଉ ବାହାଘର ପରେ ନିଜ ଶାଶୂଘରେ ରହୁଛନ୍ତି ଝିଲିକ ଭାଟାଚାର୍ଯ୍ୟ ତେବେ ବିବାହ ପରେ ପରେ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହିଥିଲେ |
କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ସମୟରେ ସେ ଗୋଟେ ଓଡ଼ିଆ ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ରହିଛନ୍ତି ଆଉ ଏହା ମଧ୍ୟ ରେ ସେ ମା ହୋଇ ସାରିଛନ୍ତି ଆଉ ଗୋଟେ ବହୁତ ବଡ଼ ଖୁସିର ଖବର ଆସି ଯାଇଛି କି ଝିଲିକ ଭାଟାଚାର୍ଯ୍ୟ ଦୁଇଟି ଶିଶୁ କନ୍ୟା ର ମା ହୋଇଛନ୍ତି |
ଦର୍ଶକବନ୍ଧୁ ଆପଣମାନେ ଝିଲିକ ଭାଟାଚାର୍ଯ୍ୟ ଙ୍କୁ ବେଶ ଭଲଭାବରେ ଜାଣିଥିବେ 2013 ମସିହାରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ କାମ କରିବା ଆରମ୍ଭ କରିଥିଲେ ଆଉ ଓଲିଉଡ଼ ର ସମସ୍ତ ଆଗଧାଡ଼ି କଳାକାର ମାନଙ୍କ ସହ ଅଭିନୟ କରି ସାରା ଓଡିଶା ର ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ହୋଇ ପାରିଛନ୍ତି ଝିଲିକ ଭାଟାଚାର୍ଯ୍ୟ |
ତେବେ ବନ୍ଧୁଗଣ ଆପଣମାନେ ଝିଲିକଙ୍କ ବହୁତ ସାରା ସିନେମା ନିଶ୍ଚିତ ଭାବରେ ଦେଖିଥିବେ ତେବେ ବନ୍ଧୁଗଣ ଆପଣମାନଙ୍କୁ ଝିଲିକଙ୍କ କେଉଁ ଫିଲ୍ମ ସବୁଠାରୁ ଅଧିକ ପସନ୍ଦ ବା ଝିଲିକଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଭାବରେ ଜଣାଇବେ |
Check Also
ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !
ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …