ଆଜି କାଲି କା ଏ ଆଧୁନିକ ଦୁନିଆରେ ପ୍ରେମ ପାଇଁ ଲୋକ କିଛି ବି କରିବାକୁ ପଛାଉନାହାନ୍ତି।ଆଜିର ଏ ଯୁବ ସମାଜ ପ୍ରେମ ପାଇଁ ପାଗଳ ହୋଇଯାଇଛନ୍ତି।କଣ ଆପଣ ମାନେ ଯେଉଁ ଝିଅକୁ ବହୁତ ଭଲ ପାଉଛନ୍ତି ସେ ଆପଣ ଙ୍କୁ ସେତିକି ଭଲ ପାଉଛନ୍ତି କି ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଫଳରେ ଆପଣ ଙ୍କର ପ୍ରେମିକା ଆପଣ ମାନଙ୍କୁ ବହୁତ ଭଲ ପାଇବେ।ଆଉ ଝିଅ ପଟୁନଥିବେ ସେ ପୁରା ଆପଣ ମାନଙ୍କ ପାଇଁ ପାଗଳ ହୋଇଯିବେ।ଆମେ ଆପଣ ମାନଙ୍କୁ ଏମିତି ଉପାୟ କହିବୁ ଯାହା ଦ୍ୱାରା ଝିଅମାନେ ନିଜେ ଆପଣ ମାନଙ୍କୁ ପ୍ରୋପୋଜ କରିବେ।
ଆଜି କାଲି କା ଏ ଯୁବ ସମାଜ ଝିଅମାନଙ୍କୁ ପଟେଇବା ପାଇଁ କିଛି ବି କରିବାକୁ ପଛାଉ ନାହାନ୍ତି କିଏ ଟଙ୍କା ଖର୍ଚ୍ଚ କରୁଛି ତ ଆଉ କିଏ କଲେଜ ଯିବା ବାଟରେ ବସୁଛି ଏମିତି ବହୁତ କିଛି କରୁଛନ୍ତି ଝିଅ ମାନଙ୍କୁ ଇମ୍ପ୍ରେସ କରିବା ପାଇଁ।ଆପଣ ମାନେ ଜାଣିଥିବେ ଝିଅ ମାନେ ବହୁତ ଚାଲାଖ ଅଟନ୍ତି।ତାଙ୍କୁ ଜିଏ ପଟେଇବାକୁ ଚାହେଁ ସେ ଜାଣି ପାରନ୍ତି।
କେମିତି ଝିଅ ମାନେ ତାଙ୍କ ଆଡୁ ପଟିବେ ଆସନ୍ତୁ ଜାଣିବା ।ଆପଣ ମାନେ ସବୁବେଳେ ଝିଅ ମାନଙ୍କର ତାରିଫ କରିବାକୁ ଚେଷ୍ଟା କରନ୍ତୁ ଓ ତାଙ୍କୁ କେୟାର କଲାଭଳି କଥା କୁହନ୍ତୁ ଆଉ ବିଲକୁଲ ତାଙ୍କୁ ଲାଇନ ମାରନ୍ତୁ ନାହିଁ।ତାଙ୍କ ସହ ବହୁତ ସମୟ କଥା ହେବାକୁ ଚେଷ୍ଟା କରନ୍ତୁ କାରଣ ଝିଅ ମାନେ ବହୁତ କଥା ହେବାକୁ ପସନ୍ଦ କରିଥାନ୍ତି।।କାରଣ ଏମିତି କରିବା ଦ୍ୱାରା ଗୋଟିଏ ଝିଅ ଇମ୍ପ୍ରେସ ହୋଇଥାଏ।ତେବେ ଏମିତି କରିବା ଦ୍ୱାରା ଝିଅ ନିଜେ ଆପଣ ମାନଙ୍କୁ ପଟେଇବାକୁ ଚେଷ୍ଟା କରିବ।
ଆଉ ତାଙ୍କ ଆଗରେ ଏମିତି କିଛି କରିବାକୁ ଚେଷ୍ଟା କରନ୍ତୁ ଯେଉଁଥିରେ ତାଙ୍କ ମନରେ ଆପଣ ଙ୍କ ପ୍ରତି ଭଲପାଇବା ଜାଗ୍ରତ ହେବ ।ଯେମିତି ଆପଣଙ୍କୁ ସେ ଜଣେ ସ୍ପେସିଆଲ ମନେ କରିବେ ।ଓ ତାଙ୍କ ପ୍ରେମ ଧୀରେ ଧୀରେ ବଢିବ ସେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଏମିତି କରିବା ଦ୍ୱାରା ଝିଅ ମାନେ ତାଙ୍କ ଆଡୁ ଆସି ଆପଣଙ୍କୁ ପ୍ରପୋଜ କରିବେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ