Breaking News

ଝିଅକୁ ଛାଡି ଶାଶୁ ମଥାରେ ସିନ୍ଦୂର ଦେଲେ ଜ୍ୱାଇଁ, ଏମିତି କଣ ପାଇଁ କଲା ଜ୍ୱାଇଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରେମ ଜାତି କିମ୍ବା ଧର୍ମ ଦେଖେ ନାହିଁ ସମ୍ପର୍କ ଦେଖେ ନାହିଁ କି ବୟସ ଦେଖେ ନାହିଁ ସେ ଖେତୀ ଦେଖେ ନାହିଁ କିମ୍ଭା ଧନ ଦେଖେ ନାହିଁ ପ୍ରେମ କାହା ସହିତ କୌଣସି ସ୍ଥାନରେ ଯେ କୌଣସି ସମୟରେ ହୋଇଥାଏ ଭଲ ପାଇବାର ଗଭୀରତାରେ ପଡି ମଣିଷ ନିଜ ସମ୍ପର୍କରେ ପଡି ମଧ୍ୟ ବଳି ଦେଇଦିଏ | କେତେ ବେଳେ ଆଶ୍ଚର୍ଯ୍ୟ କଲା ଭଳି କିଛି ଘଟଣା ଶୁଣିବା ଏବଂ ଦେଖିବାକୁ ମିଳିଥାଏ ଯାହା ଉପରେ ମହତ୍ୱ ପାଇଁ ବିଶ୍ୱାସ କରିବା କଷ୍ଟ ସବ୍ୟ ଅଟେ |

କୁହାଯାଏ ପ୍ରେମ ଆଗରେ ସମସ୍ତ ସମ୍ପର୍କ ଏବଂ ପ୍ରତେକ ବନ୍ଧନ ହାରି ଯାଏ ବିହାରର ମୁଜାଫର ରେ ମଧ୍ୟ ଶାଶୁ ଏବଂ ଜ୍ୱାଇଁ ଙ୍କ ଯୋଡି ଏହା କରି ଦେଖେଇଛି | କୁହାଯାଉଛି ଯେ ଉଭୟ ଏହି ପରି ଭାବରରେ ଭଲ ପାଇବାରେ ନଗ୍ନ ହୋଇଯାଇଥିଲେ ଉଭୟ ଘରୁ ପଳାଇଥିଲେ ଏବଂ ବିବାହ କରିଥିଲେ ପ୍ରେମ ପାଇଁ ଶାଶୁ ଏବଂ ଜ୍ୱାଇଁ ଙ୍କ ଯୋଡି ସ୍ୱାମୀ ଓ ସ୍ତ୍ରୀ ଙ୍କ ଯୋଡିରେ ପରିଣତ ହୋଇଥିଲା ଯେତେବେଳେ ଏହି ଘଟଣା ଲୋକ ମାନେ ଜାଣିଲେ ସେମାନେ ଛେଚା ଶୂନ୍ୟ ହୋଇ ଯାଇଥିଲେ |

ଶାଶୁ ଏବଂ ଜ୍ୱାଇଁଙ୍କ ପଳାଇଯିବାର ଖବର ଘଟଣା ସହ ସମ୍ପର୍କତ କ୍ଷେତ୍ରରେ ନିଆଁ ଭଳି ବିସ୍ତାର ହୋଇଯାଇଥିଲା ଏହି ଘଟଣାରେ ମହିଳା ସ୍ୱାମୀ ଏବଂ ତାଙ୍କ ଝିଅ ଖୁବୁ ଅପତୀ କରିଥିଲେ ଯେତେବେଲେ ଏହି ଆଶ୍ଚଯ୍ୟ କରିବା ଭଳି ଏହି ଖବର ବିଷୟରେ ଲୋକ ମାନେ ଜାଣିଲେ ସେତେବେଳେ ପୋଲିସ ଙ୍କୁ ଏହାର ସୂଚନା ଦିଆଯାଇଥିଲା ପୋଲିସ ଏହି ଆଧାରରେ ଶାଶୁ ଏବଂ ଜ୍ୱାଇଁଙ୍କୁ ଗିରଫ କରି ଶାନ୍ତି ପୁର୍ଣ ଭାବରେ କୋଟି ଚାଲାଣ କରିଥିଲେ |

ଏହି ମାମଲାଟି ମୁଜାପୁର ଜିଲ୍ଲାରେ ଭୋରଖେଳା ଥାନା କ୍ଷେତ୍ରରେ ଏକ ଗ୍ରମ ସହ ଜଡିତ ଏଠାରେ ଏକ ମହିଳା ନିଜ ଝିଅର ସ୍ୱାମୀ ଙ୍କ ସହ ପ୍ରେମ ହୋଇଥିଲା ସେହି ବ୍ୟକ୍ତିଙ୍କ ପଛରେ ପତ୍ନୀ ଥିବା ସତ୍ୟ ନିଜ ଶାଶୁଙ୍କୁ ଭଲ ପାଇଥିଲେ ଉଭୟ ଏକାଠି ହେବା ପାଇଁ 10 ମାସ ପୂର୍ବରୁ ଘରୁ ପଳାଇଥିଲେ କିନ୍ତୁ ପ୍ୟାରୀବାର ଲୋକ ମାନେ କୌଣସି ଅଭିଯୋଗ କରିନଥିଲେ | କିନ୍ତୁ 10 ମାସ ପରେ କୋଟ ମ୍ୟାରେଜ କରି ଘରକୁ ଆସିଥିଲେ |

ଘରେ ପହଞ୍ଚିବା ପରେ ମହିଳା ଙ୍କ ଝିଅ ଝଗଡା ସୃଷ୍ଟି କରିଥିଲେ ସୂଚନା ମିଳିବ ପେର ପୋଲିସ ମଧ୍ୟ ନିଜ ଦଇତ୍ୟ ଗ୍ରହଣ କରିଥିକେ ଉଭୟ ପୋଲିସ ଙ୍କ ସାମ୍ନାରେ ମିଶିକି ବଞ୍ଚିବା ପାଇଁ ସପତ କରିଥିଲେ | ଯେବେଳେ ମାମଲାଟି ବଢିବାକୁ ଲାଗିଲା ତେବେ ପୋଲିସ ଉଭୟ ଙ୍କୁ ଗିରଫ କରିଥିଲା ଏବଂ ଦୁହିଁଙ୍କ ଉପରେ ଶାନ୍ତି ଭଙ୍ଗର ଚାଲାଣ କରିଥିଲା ଏବଂ ଆମର ଏହି ମାମଲ ଆଉ ବଢିବ ନାହିଁ ତେବେ ଏହି ଖବର ଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |

About odisha news

Check Also

ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !

ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …

Leave a Reply

Your email address will not be published.