Breaking News

ଝିଅ ଜନ୍ମ ହେଲେ ମିଳିବ 21 ହଜାର ଟଙ୍କା ! ଜାଣନ୍ତୁ କେଉଁ ମାନଙ୍କୁ ମିଳିବାକୁ ଯାଉଛି ଏହି ସୁବିଧା

ନମସ୍କାର ଦର୍ଶକବନ୍ଧୁ ମୁଁ ଆପଣଙ୍କୁ ଦୁଇଟି ବଡ ଯୋଜନା ଜଣେଇବି ଝିଅ ଜନ୍ମ ହେଲେ ମିଳିବ 21000 ଟଙ୍କା ଏହି ଯୋଜନାରେ କେଉଁ ମାନେ ଲାଭ ପାଇବେ ତେବେ ଝିଅ ଜନ୍ମ ହେଲେ ସରକାର ଦେବେ 21000 ଟଙ୍କା ଏହି କାରଣରୁ ନିଆ ଗଲା ନିସ୍ପତି |

ଦର୍ଶକବନ୍ଧୁ ଝିଅ ମାନଙ୍କ ପାଇଁ ହରିୟାଣା ସରକାର ବଡ ଘୋଷଣା ରାଜ୍ୟରେ ପୁଅ ଏବଂ ଝିଅ ଅନୁପାତରେ ସମାନତା ନଥିବାରୁ ଏହି ଭଳି ନିସ୍ପତି ନେଇଛନ୍ତି ରାଜ୍ୟ ସରକାର ଏବେ ରାଜ୍ୟରେ ଝିଅ ଜନ୍ମ ହେଲେ ତାଙ୍କୁ ଦିଆଯିବ 21000 ଟଙ୍କା |

ହରିୟାଣା BJP ମେଡ ସରକାର ଆପକୀ ବେଟି ହାମାରୀ ବେଟି ଯୋଜନା କରିଛନ୍ତି ଏହି ଯୋଜନା ଅନୁସାରେ ଜାତୀୟ ଵିପଲିତ ସାଧାରଣ ପରିବାରକୁ ମଧ୍ୟ ଦିଆଯିବ ମୁଖ୍ୟ ମନ୍ତ୍ରୀ ମୋନହୋଲ ଲାଲ ଖଟାରାଙ୍କ ନେତୃତ୍ୱ ରେ ସରକାର ଯେଉଁ ସଶକ୍ତ ଦୃଢ ନିସ୍ପତି ନେଇଛନ୍ତି |

ଝିଅଙ୍କ ଉଜ୍ୱଳ ଭବିଷତ୍ୱ ପାଇଁ ସରକାର ଆପକୀ ବେଟି ହାମାରୀ ବେଟି ଯୋଜନା ଜଣାଇଛନ୍ତି ଯୋଜନାର ଉଦେଶ୍ୟ ହେଉଛି | ରାଜ୍ୟରେ ଝିଅଙ୍କ ଜନ୍ମ ପ୍ରତି ସାମାଜିକ ଦୃଷ୍ଟି କୋଣରେ ପରିଵର୍ତନ ଆଣିବା କନ୍ୟା ଦୃଢ ଉପରେ ରୋକ ଲଗେଇବା ଉପରେ ରୋକ ଲଗେଇବା ଓ ଝିଅଙ୍କୁ ଶିକ୍ଷାର ସୁଯଗୋ ଦେବା ଏହି ଯୋଜନା ଅନୁସାରେ ଗାଁ ଏବଂ ସହରରେ ଜନ୍ମିତ ହେଇଥାଏ ତାହେଲେ 21000 ଟଙ୍କା ମିଳିବ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.