Breaking News

ଝିଅ ଭାବି ପୁଅ କୁ ବିବାହ କଲେ ପୁଅ, ରଙ୍ଗ ନମ୍ବରରୁ ପ୍ରେମ କରି ପୂରା ଫସିଗଲେ ଯୁବକ ପୁରା ଘଟଣା ଜାଣିଲେ ଆପଣ ମୁଣ୍ଡ ପିଟିଦେବେ |

ହେଲୋ ଫ୍ରେଣ୍ଡ୍ ଢୋଲ ଭିତରୁ ବାହାରିଲା ମୂଷା ଏ କେଉଁ ଛୋଟିଆ ମୂଷା ନୁହେଁ ବିରଙ୍ଗ ବିରାଟ ବଡ ମୂଷା । ଯେଉଁ ଖବର ଆପଣମାନଙ୍କୁ ଜଣାଇ ବାକୁ ଯାଉଛୁ । ଆପଣମାନେ ନା କେବେ ଆଗୁରୁ ଦେଖି ଥିବେ ନା ଶୁଣି ଥିବେ । କିନ୍ତୁ ତାହା ପୂର୍ବରୁ ଆପଣମାନଙ୍କୁ କହିବାକୁ ନିଶ୍ଚିତ ଚାହିଁବୁ ଯେ ଯଦି ଆପଣଙ୍କ ର ନିକଟରେ ବାହାଘର ହେବାର ଅଛି କିମ୍ବା ବାହାଘର ପାଇଁ କନ୍ୟା ଖୋଜୁଛନ୍ତି । ତାହା ହେଲେ ସାବଧାନ ରୁହନ୍ତୁ । ଯଦି ସୁନ୍ଦର ଫଟୋ ଦେଖି ପ୍ରେମ କରୁଛନ୍ତି କିମ୍ବା ସୋସିଆଲ ମିଡିଆରେ ପ୍ରେମ କରୁଛନ୍ତି । ସେମାନେ ହୁଏତ ଏହି ଖବର ଜାଣିବା ପରେ ରଙ୍ଗ ନମ୍ବର ଓ କାହାକୁ ନଦେଖି ଦେଖି ଗପିବା ପୁରା ପୁରି ଭୁଲି ଯିବେ ।

ସପ ଉପରେ ଚୁଡ଼ି ଶାଢ଼ୀ ଓ ଆଉ କିଛି ଗହଣା ଧରି ବସି ଥିଲେ ମେଘନା । ନିଜ ପ୍ରେମିକର ହାତ ଧରୀ ପଳେଇ ଆସି କନିଆ ସାଜିଲେ ଓ ନୂଆ ନୁଆ ବାହା ହୋଇ ଥିଲେ । କିନ୍ତୁ ସଖାଳକୁ ଜଣା ପଡିଲା କନ୍ୟା ସାଜିଥିବା ମେଘନା ବାସ୍ତବରେ ଥିଲେ ମେଘନାଦ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ । ପଶ୍ଚିମବଙ୍ଗ ବା ଚବିସହ ପ୍ରାର୍ବଣର ଆଲୋକ କୁମାର ମିସ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁମେରାୟଣ ଥାନା ରାମନଗର ଗାଁ ର ବିଶ୍ଵନାଥ ମଣ୍ଡଳ ଙ୍କ ପୁତ୍ର ମେଘନାଦ ମଣ୍ଡଳଙ୍କର ରଙ୍ଗ ନମ୍ବର ଜରାରେ ହୋଇଥିଲା ପ୍ରେମ । ମାତ୍ର 15 ଦିନର କଥା ବ୍ରାତା ରୁ ଆରମ୍ଭ ହୋଇ ଗଲା ପ୍ରେମ ସମ୍ପର୍କ ।

ପରେ କଥା ଵ୍ରାତା ବଢ଼ିଲାରୁ ଉଭୟ ଉଭାଉଙ୍କୁ ଫଟୋ ଦେବା ସହିତ ବାହା ହେବାକୁ ପ୍ରତିସ୍ମୁତି ଦେଇଥିଲେ । ଆଲୋକ କୁମାର ମିସ୍ତ୍ରୀ ଓ ଛଦ୍ମ ବେଶୀ ଝିଅ ମେଘନା ମଣ୍ଡଳ ବିବାହ କରିବା ପାଇଁ ପ୍ରତିସ୍ମୂତି ଦେବାପରେ । 24 ତାରିଖରେ ମେଘନା ଘରୁ ପଲାଇ ଆସି ଚଣ୍ଡିଖୋଲ ରେ ପହଞ୍ଚି ଥିଲେ । ସେପଟେ ଆଲୋକ ମଧ୍ୟ ମେଘନା ପ୍ରେମରେ ଏତେ ଉବୁଡୁବୁ ହୋଇ ଯାଇଛନ୍ତି ଯେ ସେ ପଶ୍ଚିମବଙ୍ଗରୁ ଆସି ଚଣ୍ଡିଖୋଲ ରେ ପହଞ୍ଚି ମେଘନା କୁ ଅପେକ୍ଷା କରିଥିଲେ । ପରେ ଉଭୟ କଥା ବ୍ରାତ୍ତା ହୋଇ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କସିଆ ଥାନା ଅଞ୍ଚଳର ଆଲୋକଙ୍କ ସମ୍ପ୍ରକିୟଙ୍କ ଘରେ କିଛି ଦିନ ରହିବା ର ବେବ୍ୟସ୍ତା କରିଥିଲେ । 25 ତାରିଖ ରାତିରେ କାଦୁଆରେ ପହଞ୍ଚି ଥିଲେ ଉଭାଏ ।

ନୂଆ ବୋହୂ ଘରକୁ ଆସିଛି ଜାଣି ଆଲୋକର ମାମୁଁ ପୁଅ ଭାଇ ଓ ଭାଉଜ ବୋହୂକୁ ଘରକୁ ପାଛୋଟି ନେଇଥିଲେ । ମେଘନା ହାତରେ ମେହେନ୍ଦି ସହିତ ହାତରେ ନାଲି ଚୁଡ଼ି ମଧ୍ୟ ଥିଲା । ପରେ ଆଲୋକ ମେଘନାକୁ ସିନ୍ଦୂର ପିନ୍ଧାଇ ବାହା ମଧ୍ୟ ହେଲେ । ମୁଣ୍ଡରେ ହାତେ ଲମ୍ଭାର ଓଢ଼ଣୀ ଟାଣି ଘରେ ବସି ଥିଲେ ଛଦ୍ମ ବେଶୀ ମେଘନା । ଘର ଭିତରେ ଅନ୍ଦର୍ ଲହରୀ ଖେଳି ଯାଇଥିଲା ଏବଂ ସନ୍ଧ୍ୟାରେ ଭୋଜିର ମଧ୍ୟ ବ୍ୟବସ୍ଥା ମଧ୍ୟ କରା ଯାଇଥିଲା । ବର କନ୍ୟା ଙ୍କୁ ଦେଖିବା ପାଇଁ ଗାଁ ସ୍ତ୍ରୀ ଲୋକଙ୍କ ଲମ୍ବା ଧାଡ଼ି ଲାଗିଲା । ସ୍ତ୍ରୀ ଲୋକଙ୍କ ଲମ୍ବା ଧାଡ଼ି ମଧ୍ୟରେ ଛଦ୍ମ ବେଶୀ ମେଘନା ର ଜଣେ ସମ୍ପର୍କୀୟ ମଧ୍ୟ ତାଙ୍କୁ ଦେଖିବାକୁ ଆସିଥିଲେ । ସେଇଠାରୁ ଢୋଲ ଭିତରୁ ବାହାରିଥିବା ମୂଷା ଭଳି ଖୋଲିଗଲା ମେଘନାଦ ରୁ ମେଘନା ସାଜିଥିବା ନବ ବଧୂର୍ ଗୁମର ।

କନ୍ୟା ଦେଖିବାକୁ ଆସିଥିବା ଗାଁ ର ସ୍ତ୍ରୀ ଲୋକଙ୍କ ମଧ୍ୟରୁ ସବିତା ମଣ୍ଡଳ ନାମକ ଏକ ବୃଦ୍ଧା ମେଘନା କୁ ଚିହ୍ନିବା ପରେ । ସେ ଗାଁ ରେ କହିଥିଲା କୁ ସେ ଝିଅ ନୁହେଁ ପୁଅ ଓ ସେ ତାର ଭଣଜା । ପରେ ସବିତା ମେଘନା ପରିବାରକୁ ମଧ୍ୟ ଜଣାଇ ଥିଲେ ଓ ସେଠାକୁ ଡାକି ଥିଲେ । ମେଘନା ଏହା ଜାଣିବା ପରେ କଥାକୁ ଘୋଡାଇବାକୁ ଚେଷ୍ଠା କରିଥିଲା । କଥାବ୍ରତ୍ତା ଚାଲି ଚଳନ ପୁରା ଝିଅ ଭଳି ଥିଲା ମେଘନାର ଓ ଝିଅଙ୍କ ସମସ୍ତ ବସ୍ତ୍ର ମଧ୍ୟ ପିନ୍ଧି ଥିଲା । କିନ୍ତୁ ଏତେ ବଡ ଧୋକାରେ ରଖି ଗାଁ ଲୋକଙ୍କ ଇମୋଶନ ସହିତ ଖେଳୁ ଥିବା ମେଘନାକୁ । ଗାଁ ଲୋକମାନେ ମେଘନାକୁ ମାଡ଼ ମାରିବା ସହିତ ତାର ପିନ୍ଧିଥିବା ପୋଷାକ ଖୋଲିଦେଲେ ।

ସତକୁ ସତ ସେ ମେଘନା ନଥିଲା ସେ ଥିଲା ମେଘନାଦ । ଗାଁ ଲୋକମାନେ ଏପରି ଆଉ କୌଣସି ପୁଅ ସହିତ ନ କରିବ ବୋଲି କହି ମେଘନାଦ ରଖିଥିବା ଲମ୍ବା ଚୁଟି କୁ କାଟି ଦେଲେ । ପରେ ପୋଲିସ କୁ ଖବର ଦେଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମେଘନାଦ ର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ମେଘନାଦ ଘରଲୋକ ସେଠାରେ ପହଞ୍ଚି ତାକୁ ଘରକୁ ନେଇ ଯାଇଥିବାର ସୂଚନା ମିଳିଛି । ଆପଣ ମଧ୍ୟ ସାବଧାନରେ ରୁହନ୍ତୁ ନଚେତ୍ ଆପଣ ମଧ୍ୟ କୌଣସି ରଙ୍ଗ ନମ୍ବର ରେ ପ୍ରେମ କରି ଧୋକା ଖାଇ ପାରନ୍ତି । ପ୍ରେମ କରନ୍ତୁ କିନ୍ତୁ ଏଭଳି ଅନ୍ଧ ଭଳି ନୁହେଁ ।

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.