Breaking News

ଝିଅ ଆମର ନୂଆ ବୋହୁ ସିରିଏଲ ରେ ଅଭିନୟ କରିବେ ରାଧିକା ଓ ସାତ୍ଵିକ !

ନମସ୍କାର ବନ୍ଧୁଗଣ ଆପଣମାନେ ରାଧିକାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ଗତ ଦିନମାନଙ୍କରେ ନୂଆ ବୋହୂ ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ତେବେ ନୂଆ ବୋହୂ ଧାରାବାହିକର ସେକେଣ୍ଡ ପାର୍ଟ ଝିଅ ଆମର ନୂଆ ବୋହୂକୁ ଫେରୁଛନ୍ତି ରାଧିକା ତେବେ ଦର୍ଶକ ବନ୍ଧୁ ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆପଣମାନେ ରାଧିକା ଓ ସାତ୍ୱିକ୍ ଙ୍କ ଯୋଡିକୁ ନୂଆବୋହୂ ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ଆଉ ରାଧିକାଙ୍କର ଜବରଦସ୍ତ ଅଭିନୟ ତ ଆପଣମାନେ ବେଶ୍ ଭଲ ଭାବରେ ଦେଖିଥିବେ ତେବେ ଦର୍ଶକ ବନ୍ଧୁ ରାଧିକାଙ୍କ ଜବରଦସ୍ତ ଅଭିନୟ ପାଇଁ ନୂଆ ବୋହୂ ଧାରାବାହିକଟି ନମ୍ୱର୍ ୧ ଧାରାବାହିକ ହୋଇ ପାରିଥିଲା |

ତେବେ ଦର୍ଶକ ବନ୍ଧୁ ନୂଆ ବୋହୂ ଧାରାବାହିକଟି ସାରିବା ପରେ ରାଧିକା କୌଣସି ବି ଓଡ଼ିଆ ଧାରାବାହିକରେ ଅଭିନୟ କରୁ ନାହାଁନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟିଏ ଖବର ବୋହୁ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି କି ରାଧିକା ଝିଅ ଆମର ନୂଆ ବୋହୂ ଧାରାବାହିକଟିକୁ ଫେରୁଛନ୍ତି।

ତେବେ ରାଧିକାଙ୍କୁ ଆପଣମାନେ ଝିଅ ଆମର ନୂଆ ବୋହୂ ଧାରାବାହିକରେ ଏକ ଜବରଦସ୍ତ ଚରିତ୍ରରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ପାଇବେ। ତେବେ ଦର୍ଶକ ବନ୍ଧୁ ଝିଅ ଆମର ନୂଆ ବୋହୂ ଧାରାବାହିକରେ ଆପଣମାନେ ରାଧିକାଙ୍କୁ ଦେଖିବା ପାଇଁ କେତେ ମାତ୍ରାରେ ଉତ୍ସାହିତ ଅଛନ୍ତି ତାହା ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.