Breaking News

ଝିଅ ଆମର ନୂଆ ବୋହୁ ସିରିଏଲ ର ପୁଜାଙ୍କ ପରିବାର ଆଗରୁ ଦେଖିନଥିବେ

ଆପଣମାନେ ପ୍ରତ୍ୟେକ ଦିନ ଝିଅ ଆମର ନୂଆ ବୋହୁ ସିରିଏଲ ତ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ଏହି ସିରିଏଲ ରେ ଲିଡ଼ ନାୟିକା ପୂଜା ଗୋଟିଏ ଓଡ଼ିଆ ଘରର ବୋହୁ ଭାବରେ ଚଳୁଛନ୍ତି ହେଲେ ଫ୍ରେଣ୍ଡ୍ସ କଣ ଆପଣମାନେ ଜାଣିଛନ୍ତି କେଉଁଭଳି ଭାବରେ ଜୀବନ ଜାପନ କରୁଛନ୍ତି ଓ ଏହା ସହିତ ପୁଜାଙ୍କ ପ୍ରକୃତ ନାଁ କଣ ତାଙ୍କ ଘର କେଉଁଠି ସେ କେତେ ବାଟ ପର୍ଯ୍ୟନ୍ତ ପଢ଼ିଛନ୍ତି ଆଉ ଏଇ ସିରିଏଲ କରିବା ପାଇଁ ସେ କେଉଁଠୁ ସୁଯୋଗ ପାଇଥିଲେ |

ତ ଫ୍ରେଣ୍ଡ୍ସ ଆପଣମାନେ ଝିଅ ଆମର ନୂଆ ବୋହୁ ସିରିଏଲ ରେ ପୂଜା ଙ୍କ ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ ତେବେ ପୁଜାଙ୍କ ପ୍ରକୃତ ନାଁ ହେଉଛି ଲବରିନ ଖାନ ଆଉ ତାଙ୍କର ଘର ହେଉଛି ଯାଜପୁର ରେ ଆଉ ସେ ଯାଜପୁର କଲେଜ ରୁ ନିଜର କଲେଜ କମ୍ପ୍ଲିଟ କରିଛନ୍ତି |

ସେ ଗ୍ରାଜୁଏସନ ପରେ ବୋଲିଉଡ଼ ରେ 2 ବର୍ଷ ପର୍ଯ୍ୟନ୍ତ ମଡେଲ ଭାବରେ କାମ କରିଛନ୍ତି ଆଉ ଏହା ପରେ ତାଙ୍କର କାଷ୍ଟିଙ୍ଗ କାଚ ଏକ କମ୍ପାନୀ ରହିଛି ଯାହା ଦ୍ୱାରା ସେ ନୂଆ ନୂଆ ଅଭିନେତା ଓ ଅଭିନେତ୍ରୀ ଙ୍କୁ ସେ ଇଣ୍ଡଷ୍ଟ୍ରି ରେ ଯୋଗାଇ ଦେଇଥାନ୍ତି ଯେତେବେଳେ ଝିଅ ଆମର ନୂଆ ବୋହୁ ସିରିଏଲ ର ଅଡିସନ ପାଇଁ ତାଙ୍କ କମ୍ପାନୀ କୁ ଖବର ଯାଇଥିଲା ସେହି ସମୟରେ ସେ ନିଜେ ଏହି ଅଡିସନ ଦେଇ ସିଲେକ୍ଟ ହୋଇଥିଲେ |

ତେବେ ଦର୍ଶକବନ୍ଧୁ ଏହି ସିରିଏଲ ରେ ତାଙ୍କୁ ଗୋଟେ ଏପିସଡ଼ କରିବା ପାଇଁ ତାଙ୍କୁ ପ୍ରାୟ 20 ରୁ 25 ହଜାର ଟଙ୍କା ମିଳୁଛି ଓ ସେ ଏବେ ଓଡ଼ିଶାରେ ବେଶ ଲୋକପ୍ରିୟତା ହାସଲ କରିବା ସଫଳ ହୋଇଯାଇଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନଙ୍କୁ ଝିଅ ଆମର ନୂଆ ବୋହୁ ସିରିଏଲ ରେ ପୂଜାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.