Breaking News

ଝିଅ ଆମର ନୂଆ ବୋହୁ ସିରିଏଲର ଆକ୍ଟର ପୂଜାଙ୍କର Real Life ଭଉଣୀ ଦେଖିବା ପାଇଁ ଏମିତି, ଆଗରୁ ଦେଖି ନଥିବେ

ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନେ ତ ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ ଲାଭା ରିନି ଖାନ୍ କୁ ତ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଲାଭା ରିନ୍ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଝିଅ ଆମର ନୂଆ ବୋହୁ ସିରିଏଲରେ ଦମଦାର ଅଭିନୟ କରି ଖୁବ୍ କମ୍ ସମୟ ମଧ୍ୟରେ ଲୋକ ପ୍ରିୟତା ହାସଲ କରିପାରି ଥିଲେ ।


ତେବେ ଆଜି ଆମେ ଏହି ବିଷୟରେ ଜାଣିବା ଲାଭା ରିନିକ୍ ଭଉଣୀ ବିଷୟରେ । ତେବେ ଓଲିଉଡର ସୁନ୍ଦର ଅଭିନେତ୍ରୀ ଲାଭା ରିନିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ସେ ଏହି ସିରିଏଲ୍ ଛାଡ଼ିବା ପରେ ତାଙ୍କୁ ତାଙ୍କ ଫ୍ୟାନ ମାନେ ବହୁତ ମିସ କରୁଛନ୍ତି । କିନ୍ତୁ ଲଭରିନ ଶିରିଏଲ୍ ଛାଡ଼ିବା ପରେ ବହୁତ ସାରା ଆଲବମ୍ ରେ ମଧ୍ୟ ନଜରରେ ଆସିଛନ୍ତି ।

ତେବେ ଦର୍ଶକ ବନ୍ଧୁ ଏବେ ଆସନ୍ତୁ ଜାଣିବା ଲଭରନୀ ଙ୍କ ପ୍ରକୃତ ଭଉଣୀ ବିଷୟରେ । ଦେଖନ୍ତୁ ଫଟୋରେ ଇଏ ହେଉଛନ୍ତି ଲଭରିନୀଙ୍କ ପ୍ରକୃତ ଭଉଣୀ ଯାହାଙ୍କ ନାମ ହେଉଛି ମନିଷା ଖାନମ୍ । ତେବେ ମନିଷା ମଧ୍ୟ ଲଭାରିନି ଙ୍କ ପରି ଦେଖିବାକୁ ବହୁତ ସୁନ୍ଦର ଯାହାଙ୍କୁ କି ଆପଣ ମାନେ ଏହି ଭିଡ଼ିଓରେ ଦେଖି ପରୁଥିବେ । ଆଉ ଲଭାରୁନି ସବୁ ଠାରୁ ଅଧିକ ହିଁ ତାଙ୍କ ଭଉଣୀଙ୍କୁ ଭଲ ପାଆନ୍ତି ।

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.