Breaking News

ଝିଅ ଆମର ନୂଆ ବୋହୁ ସିରିଏଲ ରେ ଅଭିନୟ କରୁଥିବା ଅଭିନେତା, ଅଭିଜିତ ଦାସ ଙ୍କ ପ୍ରକୃତ ସ୍ତ୍ରୀ ଦେଖିବାକୁ କେଉଁ Heroine ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣମାନେ ତ ଝିଅ ଆମର ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ହିରୋ ଶିବ୍ ଙ୍କୁ ତ ଆପଣମାନେ ଜାଣିଥିବେ ହୁଏ କି ଓଲିଉଡ ଟେଲିଭିଜନ ର ଜଣେ ଲୋକପ୍ରିୟ ଅଭିନେତା ବର୍ତ୍ତମାନ୍ ସିବ୍ ଙ୍କୁ ଆପଣମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଝିଅ ଆମର ନୂଆ ବୋହୂ ସିରିଏଲ ରେ ଅଭିନୟ କରୁଥିବା ର ନିଶ୍ଚିତ ଦେଖିଥିବେ |

ଏହି ସିରିଏଲ ରେ ସିଏ ନେଗେଟିଭ ଚରିତ୍ର ରେ ଆସିଛନ୍ତି ଆଉ ଏହି ଶିରିଏଲ ରେ ହିରୋଇନ୍ ଭୂମିକା ରେ ନଜର ଆସୁଛନ୍ତି ପୂଜା ଯାହାଙ୍କର ପ୍ରକୃତ ନାମ ହେଲା ଲାବ୍ରିନ ତେବେ ପୂଜା ଆଉ ଶିବ୍ ଙ୍କ ଯୋଡ଼ି ଙ୍କୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି ଶିବ ଆଉ ପୂଜା ଙ୍କ ଖଟାମିଠା ଅଭିନୟ ପାଇ ଦିନକୁ ଦିନ ଲୋକ ପ୍ରୀୟତା ବଢ଼ିଚାଲିଛି |

ତେବେ ଆପଣମାନେ ଜାଣିଥିବେ କି ପୂଜା ଆଉ ଶିବ୍ ଙ୍କ ବିବାହ ସାରିଯାଇଚି ତେବେ ଦର୍ଶକ ବନ୍ଧୁ ଏହି ଶିରିଏଲ ରେ ଅଭିନୟ କରୁଥିବା ହିରୋ ଶିବ୍ ଙ୍କ ପ୍ରକୃତ ନାମ ହେଲା ଅଭିଜିତ ଦାସ ସେ ରିଅଲ ଲାଇଫ ରେ ବିବାହ କରିସାରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ର ନାମ ହେଉଛି ନିଳୀମା ଦାସ ଅଭିଜିତ ଆଉ ନିଳୀମା ୨୦୨୦ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି

ତେବେ ଶୁଣିବାକୁ ମିଳୁଛି ଯେ ନିଳୀମା ଆଉ ଅଭିଜିତ ଙ୍କ ବିବାହ ଅରେଞ୍ଜ ମ୍ୟାରେଜ୍ ଥିଲା ତେବେ ଦର୍ଶକ ବନ୍ଧୁ ଆପଣକୁ ଏହି ରିଅଲ ଲାଇଫ କପଲ୍ କେମିତି ଲଗୁଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ।

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.