Breaking News

ଅଭିନେତ୍ରୀ ପୂଜା ଦର୍ଶକ ମାନଙ୍କୁ ଗୋଟେ ଖୁସି ଖବର ଜଣାଇଛନ୍ତି !

ଦର୍ଶକବନ୍ଧୁ ଝିଅ ଆମର ନୂଆ ବୋହୂ ସିରିଏଲରେ ମୁଖ୍ୟ ଅବିନେତ୍ରୀ ଭାବେ ପୂଜା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଲବିରିନି ଙ୍କୁ ଆପଣ ବେଶେ ଭଲଭାବରେ ଜାଣିଥିବେ ଆପଣ ମାନେ ଝିଅ ଆମର ନୂଆ ବୋହୂ ସିରିଏଲ ସିବି ଓ ପୂଜାଙ୍କ ଯୋଡିକୁ ବହୁତ ଭଲ ପାଇବା ମଧ୍ୟ ଦେଉଥିବେ ଆଜି ଅଭିନେତ୍ରୀ ପୂଜା ଆପଣ ମାନଙ୍କୁ ଗୋଟିଏ ଖୁସି ଖବର ଜଣାଇଛନ୍ତି ଏହି ଖୁସି ଖବର ପାଇଲା ପରେ ଆପଣ ମାନେ ଖୁସି ହେବେ ବୋଲି ଅଭିନେତ୍ରୀ ପୂଜା ଆଶା ରଖିଛନ୍ତି |

ଦର୍ଶକବନ୍ଧୁ ଆପଣ ମାନଙ୍କୁ କହି ରଖୁଛୁଯେ ଆପଣ ମାନଙ୍କୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ ପୂଜା ଆଜି କେଉଁ ଖୁସି ଖବର ଜଣାଇଛନ୍ତି ଅଭିନେତ୍ରୀ ପୂଜା ସୋସିଆଲ ମିଡିଆରେ ମାଧ୍ୟମରେ ସମସ୍ତ ଫ୍ୟାନ ମାନଙ୍କୁ ଜାଣିଛନ୍ତି ଯେ ଏହି ଖୁସିଖବର ଚାଲନ୍ତୁ ଜାଣିବା |

ଦର୍ଶକବନ୍ଧୁ ଏହି ଖୁସି ଖବରଟି ହେଉଛି ଆସନ୍ତା ଶୁକ୍ରବାର ଦିନ ତାଙ୍କର ଏକ ମୁଜିକି ଭିଡ଼ିଓ ଆସିବାକୁ ଯାଉଛି ଆଉ ଏହି ମୁଜିକି ଭିଡ଼ିଓ ଟିରେ ଅଭିନେତ୍ରୀ ପୂଜା ମୁଖ୍ୟ ଅଭିନେତ୍ରୀ ସାଜିଥିଲା ବେଳେ ତାଙ୍କର ହିରୋ ସାଜିଛନ୍ତି ମୁଖ୍ୟ ଅଭିନେତା ପାପୁ ଆଉ ଏହି ମୁଜିକି ଭିଡ଼ିଓ ଟିକୁ ଆପଣ ମାନେ ବହୁତ ଭଲ ପାଇବା ଦେବେ ବୋଲି ଅଭିନେତ୍ରୀ ପୂଜା ଆଶା ରଖିଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.