ନମସ୍କାର ବନ୍ଧୁଗଣ ଆଗାମୀ ଦିନ ମାନଙ୍କରେ ଗୋଟରେ ନୂଆ ସିରିଏଲରେ ଅଭିନୟ କରିବାକୁ ଯାଉଛନ୍ତି ଶୀତଳ ପଟନାୟକ | ଶୀତଳକୁ ଆହରୁ ଆପଣ ମାନେ ବାହୁ ସାରା ଅଭିନୟ କରୁଥିବାର ଦେଖିଥିବେ ଗତ ଦିନମାନଙ୍କରେ ଆସୁ କେରେକ୍ଟର ଅଭିନୟ କରିଥିବାର ଦେଖିଥିବେ ତାହାଲେ ଝିଅ ଆମର ନୂଆ ବୋହୂ ସିରିଏଲରେ ଆସୁ କେରେକ୍ଟର ରେ ଅଭିନୟ କରୁଥିଲେ ଏହି ସିରିଏଲ ରେ ତାଙ୍କ ନେଗେଟିବି କେରେକ୍ଟର ଅଭିନୟ କରିବା କାରଣରୁ ସେ ସିରିଏଲଟି ସେ ଛାଡି ଦେଇଥିଲେ ତାଙ୍କୁ ନେଗେଟିବି କେରେକ୍ଟର ତାଙ୍କୁ ପସନ୍ଦ ହୋଇଥିଲା ସେ ଏହି କାରଣରୁ ସେ ଏହି ସିରିଏଲ ଟିକୁ ଛାଡି ଦେଇଥିଲେ |
ସୁଯଗ ମିଳିଛି ସେ ଫ୍ୟାନ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ସିରିଏଲଟିର ନାମ ରହିଛି କାହା ଘର ଘରବାଲି ଏହି ସିରିଏଲରେ ଶୀତଳ ଆପଣ ମାନେ ଗୋଟେ ସ୍ତ୍ରୀଲୋକ କେରେକ୍ଟର ଅଭିନୟ କରୁଥିବାର ଦେଖିଥିବେ ସେ ଘରକୁ ସମ୍ବଳି ବାର ନଜର ଆସିଛନ୍ତି ଆଗାମୀ ଦିନ ମାନଙ୍କରେ ଏହି ସିରିଏଲଟି ପ୍ରସାରଣ ହେଵଵ କେଉଁ ଚେନେଲ ରେ ପ୍ରସାରିତ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ |
ହେଲେ ଶୀତଳ ସାନ ଭଉଣୀକୁ ବେଶ ଭଲ ବାହାରେ ଜାଣି ଥିବେ ବର୍ତମାନ ସମୟରେ ପ୍ରେମ କୁହୁକ ସିରିଏଲରେ ତାଙ୍କୁ ଲିଡି ଆକ୍ଟର ଭାବେ ଅଭିନୟ କରୁଥିବା ଦେଖିଥିବେ | ପ୍ରେମର କୁହୁକ ସିରିଏଲରେ ଶୀତଳଙ୍କ ସାନ ଭଉଣୀ ବା କୁନି ରାଣୀ କେରେକ୍ଟର ଆପଣ ମାନେ ତାଙ୍କୁ ଦେଖିଥିବେ ବର୍ତମାନ ସେରେ ତାଙ୍କ ସାନ ଭଉଣୀ ଏହି ସିଡିଏଲରେ ଅଭିନୟ କରୁଛନ୍ତି | ସିରିଏଲରେ ସୁନ୍ଦର ଅଭିନୟ ସାରା ଓଡ଼ିଶାରେ ଲୋକମାନଙ୍କୁ ବହୁ ସାରା ଭଲ ଲାଗୁଛି |
ଆଗାମୀ ଦିନ ମାନଙ୍କରେ ଶୀତଳ କେରେକ୍ଟର ମଧ୍ୟ କାହା ଘର ଘରବାଲି ସିରିଏଲ ନିଶ୍ଚୟ ଭାବରେ ଲୋକ ମାନଙ୍କୁ ଭଲ ଲାଗିବ | ସେ ଏହି ସିରିଏଲ ପୂର୍ବରୁ 2ଟି ସିରିଏଲ ରେ ଅଭିନୟ କରିସାରିଛନ୍ତି ଆଗରୁ | ପ୍ରଥମେ ରାଣୀ ସିରିଏଲ ତାଙ୍କ ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା ଏହି କାରଣରୁ ସାରା ଓଡ଼ିଶାର ଲୋକ ମାନେ ବହୁତ ଅଧିକ ଭଲ ପାଇବା ଦେଇଥିଲେ | ଆଉ ଏହାପରେ ସେ ଝିଅ ଆମର ନୂଆ ବୋହୂ ସିରିଏଲରେ ମଧ୍ୟ ଅଭିନୟ କରିସାରିଛନ୍ତି ସିରିଏଲରେ ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକ ମାନେ ଭଲ ପାଇବା ଦେଇଥିଲେ |
ବର୍ତମାନ ସମୟରେ ସେ ଗୋଟେ ନୂଆ ସିରିଏଲରେ ଅଭିନୟ କରିବେ ନାଁ ରହିଛି କାହା ଘର ଘରବାଳି ଅଭିନୟ କରିବେ ଆଉ ଏହି ସିରିଏଲର ପ୍ରୋମ ପ୍ରସାରିତ ହେଉଛି ଏହି ସୁଟିଂ ଜୋର ସୋରରେ ବିଭିନ୍ନ ସ୍ଥାନରେ ଚାଲିଛି | ବନ୍ଧୁଗଣ ଏହି ସିରିଏଲରେ ଅନ୍ୟ କେଉଁ କଳାକାର ମାନେ ଅଭିନୟ କରିବେ ହଁ ଏପର୍ଯ୍ୟନ୍ତ ଜଣ ପଡ଼ିନାହିଁ କଇନ୍ତି ଏହି ସିରିଏଲ କେଉଁ ଚେନାଲ ପ୍ରସାରିତ ହେବ ତାହାବି ମଧ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ | ଫ୍ରେଣ୍ଡ ଏହି କଥାଟି ଶୁଣି ଆପଣ ମାନକୁ କେତେ ଖୁସି ଲାଗିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |
Check Also
ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |
ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …