ଆପଣ ମାନେ ଜାଣିଥିବେ ଯେମିତି ଦିନ ହେଉଛି ସେମିତି ରାତି ହେଉଛି ଏହା ହେଉଛି ପ୍ରକୃତି ର ନିୟମ।ସେମିତି ଜନ୍ମ ହୋଇଛ ମାନେ ମୃତ୍ୟୁ ନିଶ୍ଚିନ୍ତ ଏହା ବି ପ୍ରକୃତିର ନିୟମ।ଏଥିରୁ କେହି ବି ମୁକ୍ତି ପାଇ ନାହାନ୍ତି।ଏ ଦୁନିଆରେ କିଛି ବି କରିବାକୁ ଗଲେ ସଙ୍ଘର୍ଷ କରିବାକୁ ପଡିଥାଏ। ଜୀବନ ସାରା ସଂଘର୍ଷ ମଧ୍ୟ ରହିଛି। କିଛି ଲୋକ ବହୁତ ସଂଘର୍ଷ କରି ଜୀବନ ବିତାଇଛନ୍ତି।ଆଉ କିଛି ଲୋକଙ୍କ ଭାଗ୍ୟ ରେ ଏମିତି କିଛି ଥାଏ ଯେ ସେମାନେ ଜୀବନ ସାରା ସୁଖରେ ରହିଥାନ୍ତି।ଆଉ କିଛି ଲୋକ ଏମିତି ଥାନ୍ତି କି ଜୀବନ ସାରା ଖାଲି ଦୁଃଖ ହିଁ ଦୁଃଖ।
।ଏମିତି କିଛି ଖୁବ କମ ଲୋକ ଅଛନ୍ତି ନିଜ ଜୀବନ ର ପ୍ରତି କ୍ଷଣ ସଙ୍ଘର୍ଷ ଭାବି ଚାଲିଥାଏ ।ସେମାନେ ଏମିତି ସଙ୍ଘର୍ଷ କରନ୍ତି ଯେ ସେ ଅନ୍ୟମାନ ଙ୍କ ପାଇଁ ପ୍ରେରଣା ହୋଇଯାନ୍ତି।ଆମେ ଆଜି ଆପଣମାନକଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ ସେ ଜୀବନ ରେ ବହୁତ ସଙ୍ଘର୍ଷ କରିଛନ୍ତି ଓ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଏହି ଘଟଣା ଟି ଦେଖିବାକୁ ମିଳିଛି ହିସର୍ ର ରଜଲି ଗାଁରେ ଦେଖା ଦେଇଛି। ଏହି ଯୁବତୀ ଙ୍କର ନାମ ସୋନି ତାଙ୍କୁ 22 ବର୍ଷ ସୋନି କୋଉ ପୁଅ ଠୁ ବି କମ ନୁହନ୍ତି ସେ ପ୍ରମାଣ କରି ଦେଖେଇଛନ୍ତି।ତାଙ୍କର ଭାଇ ଭଉଣୀ ମିଶି 8 ତାଙ୍କ ପରିବାର ର ସେ ତିନି ନମ୍ବର ।ବର୍ତ୍ତମାନ ସୋନି କଲେଜ ରେ ପଢିବା କଥା କିନ୍ତୁ ତାଙ୍କ ଘର ଚଲେଇବା ପାଇଁ ସେ ଏବେ ବହୁତ ସଙ୍ଘର୍ଷ କରୁଛନ୍ତି।
ସୋନି ଏବେ ଗୋଟିଏ ଗ୍ୟାରେଜ ରେ ଗାଡି ମରାମତି କାମ କରୁଛନ୍ତି ।ସେଥିରୁ ଯାହା ମିଳୁଛି ସେଥିରେ ଘର ଚଳଉଛନ୍ତି।ସୋନି ଙ୍କୁ ତାଙ୍କ ପିତାଙ୍କ ବିଷୟରେ ପଚାରିବାରୁ ସୋନି କହିଲେ।ଅର୍ଥ ଅଭାବରୁ ପିତା ଙ୍କ ଚିକିତ୍ସା ହୋଇପାରିଲା ନାହିଁ ତେଣୁ ତାଙ୍କ ପିତା 2019 ମସିହା ରେ ମୃତ୍ୟୁ ବରଣ କରିଥିଲେ।ସେ ବହୁତ ପରିଶ୍ରମ କରି ତାଙ୍କ ଭାଇ ଭଉଣୀ ମାନଙ୍କ ପେଟ ପୋଷୁଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ