ଦର୍ଶକବନ୍ଧୁ ଫେସବୁକ ପ୍ରେମ କରି ଠକିଲେ ଯୁବକ ଝିଅ ଭାବି ପୁଅକୁ ବିବାହ କଲେ ଯୁବକ ତା ପରେ ଏମିତି କିଛି ଘଟି ଯାଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ରାଜି ହେଲା ପରେ ତାଙ୍କ ଘର ଲୋକ ଯୁବକକୁ ବିବାହ କରେଇଲେ ବିବାହ କାର୍ଯ୍ୟ ସରିଲା | ବନ୍ଧା ପନା କରି ବର ଓ ଘରକୁ ପ୍ରବେଶ କଲେ ନୂଆ ବୋହୂକୁ ପାଇ ଘର ଲୋକ ମାହଲ ଲାଗି ରହିଲା |
ବର ମଧ୍ୟ ନିଜ ଭଲପାଇବାକୁ ପାଇ ସେ ବହୁତ ଖୁସି ଥିଲେ ସାନ୍ଧ୍ୟ ସ୍ବପ୍ନ ସକାଳ ପାଉଆଉ ଭାଙ୍ଗି ଚୁରୁମରେ ହୋଇଗଲା ଯେଉଁ ପ୍ରେମିକୁ ନେଇ ଶୂକର ସଂସାର କରିବ ବୋଲି ଭାବିଥିଲା ତା ମିଳାଇଗଲା ସ୍ବପ୍ନର ମେଘନା ସକାଳକୁ ମେଘନାଦ ବୋଲି ଜଣା ପଡିଥିଲା ଏଇ ପ୍ରେମ ବିବାହକୁ ନେଇ ବର୍ତମାନ ସବୁଠି ଚର୍ଚ୍ଚା ପ୍ରେମିକ ପଶ୍ଟିମ ବଙ୍ଗର ଉତ୍ତର ଚବିଶିପ୍ରଗଣା ଜିଲ୍ଲାର ଆଲୋକ ମିସ୍ତ୍ରୀ ହୋଇଥିବାର ଜଣା ପଡିଛି |
ହେଲେ ପ୍ରେମିକା ଘର କେନ୍ଦ୍ରପଡ଼ା ଜିଲ୍ଲାର ରାମନଗର ଗ୍ରମର ମେଘନା ମଣ୍ଡଳ ଉଭୟଙ୍କ ମଧ୍ୟରେ ଫେସବୁକ ରୁ ପ୍ରେମ ହୋଇଥିଲା କିନ୍ତୁ ମେଘନାଦଜଣେ ଝିଅ ପୁଅ ଜାଣି ନଥିଲେ ଫେସବୁକ ରେ ଦୀର୍ଘ ଦିନର ବନ୍ଧୁତା ପରେ ଗତ 24 ତାରିଖ ଉଭୟଙ୍କର ବାହାଗର ହୋଇଥିଲା | ଏହାପରେ ଉଭୟ ବାସୁଦେବ ପୁତ୍ର ଆଲୋକଙ୍କ ସମ୍ପର୍କୀୟ ଘରକୁ ଆସିଥିଲେ ଆଲୋକ ତାଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହେବାରୁ ସେ ମେଘନାଦ ଉଲଗ୍ନ କରିବା ପରେ ସେ ଜଣେ ପୁଅ ବୋଲି ଜାଣିବାକୁ ପାଇଥିଲେ |
ଏହା ଜଣ ପଡିବ ପରେ ମେଘନାଦ କୁ ଉତ୍ତମ ମଧ୍ୟମ ଦେବା ସହିତ ତାଙ୍କ ଛୁଟି କାଟି ପୁଅ ବେଶ କରି ଦେଇଥିଲେ ପୁଅ ହୋଇ ଝିଅର ପରିଚୟ ଦେଇ ଆଲୋକ ଙ୍କୁ ଠକି ଥିଲେ ମେଘନାଦ ଆଉ ଏ ସମ୍ପର୍କରେ ଆଲୋକ ମେଘନା ପରିବାର ଲୋକଙ୍କୁ ବଖବର ଦେଇଥିଲେ ପରେ ମେଗାନ୍ର ପରିବାର ଲୋକ ପହଞ୍ଚି ବା ପରେ ଗାଁ ଲୋକ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି |
Check Also
ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !
ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …