Breaking News

ଯେଉଁ ମାନେ ଏହି 5 ଟି କାମ କରି ସାରିବା ପରେ ଗାଧାନ୍ତି ନାହିଁ !! ସାରା ଜୀବନ ଗରିବ ହୋଇ ରୁହନ୍ତି

ମନୁଷ୍ୟ ସମାଜ ପାଇଁ ଭଗବାନ ବହୁତ ନୀତି ନିୟମ ରଖିଛନ୍ତି | ଯେଉଁ ନିୟମ ଏବଂ ପରମ୍ପରା କୁ ଆମକୁ ମାନି ଚଳିବାକୁ ପଡିଥାଏ | ଯେଉଁ ନିୟମ ଆମର ତଥା ଆମ ପରିବାର ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ | ଆପଣ ମାନେ ଜାଣିଥିବେ ଗାଧୋଇବା ପରେ ଆମ ଶରୀର ପରିଷ୍କାର ପରିଛନ୍ନ ରହିବା ସହ ଆମ ମନ ମଧ୍ୟ ଶାନ୍ତ ରହିଥାଏ | ଆମେ ପ୍ରତେକ ଦିନ ସକାଳୁ ଉଠିବା ପରେ ନିତ୍ୟ କର୍ମ ସାରି ସ୍ନାନ କରିଥାଉ | ତେବେ ଆଜିର ଏହି ଆର୍ଟିକ୍ଲ ମଧ୍ୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ ଏହି କାମ କରିସାରିବା ପରେ ତୁରନ୍ତ ଗାଧୋଇବା ଆବଶ୍ୟକ ହୋଇଥାଏ |

ପ୍ରଥମେ କରି ହସ୍ପିଟାଲ ରୁ ଫେରିବା ପରେ ଆମେ ସମସ୍ତେ ନିଶ୍ଚୟ ଗାଧୋଇବା ଦରକାର | କାରଣ ହସ୍ପିଟାଲ ରେ ବିଭିନ୍ନ ପ୍ରକାର ର ରୋଗ ର ଜୀବାଣୁ ଅଛନ୍ତି | ଯାହା ଆମ ମାନଙ୍କୁ ଅନେକ କ୍ଷତି ପହଞ୍ଚାଇ ପାରନ୍ତି | ତେବେ ହସ୍ପିଟାଲରୁ ଫେରିବା ପରେ ନିଶ୍ଚୟ ଗାଧୋଇ ବା ଆବଶ୍ୟକ ହୋଇଥାଏ |


ଦ୍ଵିତୀୟ ରେ କେଶ କାଟି ଆସିବା ପରେ ଆମେ ମାନେ ନିହାତି ଭାବରେ ସ୍ନାନ କରିନେବା ଆବଶ୍ୟକ ଅଟେ କାରଣ କେଶ କାଟି ଆସିବା ପରେ ଆମ ଶରୀରରେ ଅନେକ ଛୋଟ ବଡ କେଶ ଲାଗି ରହିଥାଏ ଏବଂ ଯାହା କୁଣ୍ଡାଇ ହୋଇଥାଏ କି ଯଦି ଏହି କେଶ ଆପଣ ଙ୍କ ପେଟ ମଧ୍ୟ କୁ ଯାଇଥାଏ ତେବେ ପେଟ ଖରାପ କରିଥାଏ | ତେବେ କେଶ କାଟି ଆସିବା ପରେ ସ୍ନାନ କରିନେବା ନିହାତି ଆବଶ୍ୟକ ହୋଇଥାଏ |


ତୃତୀୟରେ ମଇଥୁନ କ୍ରିୟା ସାରିବା ପରେ ନିଶ୍ଚୟ ଗାଧୋଇବା ଦରକାର | କାରଣ ଆପଣ ରାତିରେ ଶୋଇବା ପରେ ଆପଣ ଙ୍କ ମଧ୍ୟ ରେ ଏକ ଅଲଗା ଶକ୍ତି ରହିଥାଏ | ତେବେ ଏହି ସମୟ ପରେ ନିଶ୍ଚୟ ଗାଧୋଇବା ଆବଶ୍ୟକ ହୋଇଥାଏ |


ଚତୁର୍ଥ ରେ ଶ୍ମଶାନ ରୁ ଫେରିବା ପରେ ଆମେ ମାନେ ନିଶ୍ଚୟ ଗାଧୋଇ ପଡିବା ଆବଶ୍ୟକ ହୋଇଥାଏ | କାରଣ ଏହା ଦ୍ଵାରା ମନ ଶାନ୍ତ ରହିଥାଏ |


ପଞ୍ଚମ ରେ ଦେହରେ ତେଲ ମାଲିସ କରିବା ପରେ ଆମେ ମାନେ ନିଶ୍ଚୟ ଗାଧୋଇବା ଆବଶ୍ୟକ ହୋଇଥାଏ | କାରଣ ତେଲ ମାଲିସ କାଲେ ଆମ ଶରୀର ର ଚର୍ମ ର ଛିଦ୍ର ରୁ ଝାଳ ବାହାରି ଥାଏ | ଝାଳ ବାହାରିବା ଦ୍ଵାରା ଏହା ଦୁର୍ଗନ୍ଧ କରାଇଥାଏ | ତେଣୁ ଶରୀର ରେ ତେଲ ମାଲିସ କରିସାରିବା ପରେ ଗାଧୋଇବା ନିହାତି ଆବଶ୍ୟକ ଅଟେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ହେ ଭଗବାନ ! ଆଖିରୁ ଲୁହ ଆସିଯିବ , ପୁଅର ଜୀବନ ବ-ଞ୍ଚା-ଇ-ବା-କୁ ମା କରୁଛି କିଡନୀ ଦାନ

ମା ଏମିତି ଏକ ମଣିଷ ଯିଏକି ନିଜ ଛୁଆ ପାଇଁ କିଛି ବି କରିବାକୁ ପଛାଇନଥାଏ। ଏମିତିକି କି ତାର …

Leave a Reply

Your email address will not be published. Required fields are marked *