Breaking News

ଯେତେବେଳେ ଟ୍ରେନ ଆକ୍ସିଡେଣ୍ଟ ରୁ ନିଜ ଅନ୍ଧ ଭକ୍ତକୁ ବଞ୍ଚାଇଲେ ଭଗବାନ …

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମରେ ଅନେକ ଦେବାଦେବୀଙ୍କୁ ପୂଜା କରନ୍ତି କିନ୍ତୁ ଭଗବାନ ଶିବ ଭକ୍ତର ତପସ୍ୟା ଓ ଭକ୍ତିରେ ଜଲଦି ପ୍ରସନ୍ନ ହେଇଯାନ୍ତି | ଏ କାହାଣୀ କାଶୀ ଗଙ୍ଗା ଘାଟିରେ ରହୁଥିବା ଏକ ଅନ୍ଧ ଭକ୍ତର ତାର ନାଁ ଭୋଳା | ଭୋଳା ଜନ୍ମରୁ ଅନ୍ଧ ଥିଲା ଆଉ ତାର ବାପାମାଙ୍କୁ ସେ ଜନ୍ମରୁ ହରେଇଛି ଭୋଳା ଏହି ସଂସାରରେ ବୁଲକୁଲ ଏକଲା ଥିଲା ଆଉସେ ଭଗବାନ ଶିବଙ୍କର ଭକ୍ତି କରିବାକୁ ଲାଗିଲା | ଭୋଳା ସବୁଦିନ ସକାଳୁ ଉଠି ଗଙ୍ଗା ନଦୀକୁ ଗାଧୋଇବାକୁ ଯାଏ ତାକୁ ଲୋକ କହନ୍ତି ତୁ କାହିଁକି ଗଙ୍ଗାକୁ ଆସୁଛୁ ତତେତ ଦେଖାଯାଉନି କୋଉଦିନ ଡୁ ବୁଡ଼ିଯିବୁ |

ଭୋଳା କହୁଥିଲା ମୋତେ ଦେଖାନଗଲେ କଣ ହେଲା ବୋଳା ବାବାଙ୍କୁ ତ ସବୁ ଦେଖାଯାଉଛିନା ସେ ମୋତେ ଉଦ୍ଧାର କରିବେ | ଭୋଳା ସବୁ ଲୋକଙ୍କ ଠାରୁ ଅଲଗା ଥିଲା ସବୁବେଳେ ଭଗବାନ ଶିବଙ୍କ ଭକ୍ତିରେ ବୁଡି ରହୁଥିଲା ଆଉ ଯେତେ ବେଳେ କିଛି ଭୁଲ ଭାଲ ହେଉଥିଲା ସେ ଉପରକୁ ଅନେଇ ଭଗବାନ ଶିବଙ୍କୁ ଗାଳିଦେଉଥିଲା | ଭୋଳାର ଭଗବାନ ଶିବଙ୍କ ଉପରେ ଭକ୍ତି କିଛି ଅଲଗା ପରକାର ଥିଲା ଏହି କାରଣରୁ ଲୋକମାନେ ଟାଟାକୁ ପାଗଳ କହନ୍ତି କିନ୍ତୁ ଭୋଳା ଏସବୁ କଥାକୁ ଧ୍ୟାନ ନଦେଇ ସେଟର ଭକ୍ତିରେ ବୁଡି ରହୁଥିଲା |

ଗୋଟେ ଦିନ ଭୋଳା ଭଗବାନ ଶିବଙ୍କ ପୂଜା ସାରିକି ଘରକୁ ଫେରିଲାବେଳେ ସେ କଯାଣିଲା ସହର ବାହାରେ ଭଗବାନ ଶିବଙ୍କ ସତସଂଘ ହେଉଛି | ଭୋଳା ସେଠିକି ଯିବା ବୋଲି ଭାବି ଘରେ ପହଁଚି ଭଗବାନ ଶିବଙ୍କ ଏକଫୋଟୋ ସାଙ୍ଗରେ ନେଇ ଚାଲିଲା ସତସଂଘ ସହରରେ ହେଉଥିବାରୁ ଭୋଲାକୁ ଏକ ରେଳ ଧାରଣା ଡେକି ଯିବାକୁ ପଡିବ | ଭୋଳା ଜାଣିନଥିଲା ଅରପଟରୁ ଟ୍ରେନ ଆସୁଛି ବୋଲି ଲୋକମାନେ ଚିଲେଇକି ଭୋଲାକୁ ଡ଼ାକିବଳି ଲାଗିଜିଲେ ଆଉ କହିଲେ ଟ୍ରେନ ଆସୁଛି ପଛକୁ ପଳେଇଆସେ କିନ୍ତୁ ଟ୍ରେନର ଶବ୍ଦରେ ତାକୁ କିଛି ଶୁଭୁ ନଥାଏ |

ସେହି ସମୟରେ ଚମତ୍କାର ହେଇଗଲା କୁଆଡୁ କେଇଜଣି ଏକ ସାପ ଆସି ଭୋଳରେ ଗୋଡ଼ରେ ଗୁଡେଇ ହେଇ ଗଲା ଭୋଳା ତଳେ ପଡିଗଲା | ଟ୍ରେନ ଗଲାପରେ ସେହି ସାପ କୁଆଡେ ଚାଲିଗଲା ଲୋକମାନେ ଭୋଳା କୁ କହିଲେ ତୋ ଗୋଡ଼ରେ ସାପ ଜଉରେଇଥିଲା ତୁ ସେଥିପାଇଁ ବଞ୍ଚିଗଲୁ ଭୋଳା କହିଲା ଇଏତ ଭୋଳାବାବାଙ୍କ ଦୟା | ଏହା କହି ଭୋଳା ଚାଲିଗଲା ଲୋକମାନେ ଏହା ଦେଖି ଲୋକମାନେ ଆଶ୍ଚଯ୍ୟ ହୋଇ ରହିଗଲେ |

About odisha news

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.