Breaking News

ଯେତେବେଳ ନିଜେ ସ୍ଵଂୟ Hanuman ନିଜ ଭକ୍ତକୁ ରକ୍ଷା କରିବାକୁ ପହଞ୍ଚିଗଲେ, ସେତେବେଳେ ଘଟିଲା ଏଭଳି ଘଟଣା !

ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଟିପନ ନାମର ଏକ ଛୋଟ ଗାଁ ଅଛି ଗାଁ ବାହାରେ ପ୍ରଭୁ ଶ୍ରୀ ହନୁମାନ ଙ୍କର ପ୍ରଚୀନ ମନ୍ଦିର ଅଛି ଯେଉଁଠାକୁ ଗାଁ ର ଲୋକ ପ୍ରଭୁ ହନୁମାନଙ୍କର ପୂଜା କରିବାକୁ ଯାଆନ୍ତି ଚାରି ପାଖ ଜଙ୍ଗଲ ମଧ୍ୟରେ ଘେରା ହୋଇଥିବା ଏହି ଗାଁଟି ବହୁତ ଦୃଗମ ସ୍ଥାନରେ ଅବସ୍ତିତ ବାହାରେ କିଛି ସୁବିଦାର ଵେବସ୍ତ ନାହିଁ ବୋଲି ଚାଲେ ଏହିପରି ସେହ ଗାଁ କୁ ଯିବା ପାଇଁ କୌଣସି ପକା ରାସ୍ତା ନାହିଁ | ଗାଁର ପ୍ରତେକ ଲୋକ ଗାଁ ଠାରୁ 4 କିଲୋ ମିଟର ଦୂର ହାଇଉଏ ପର୍ଯ୍ୟନ୍ତ ଯିବା ପାଇଁ ଗୋଟେ ଜଙ୍ଗ ରାସ୍ତା ଦେଇ ଯିବା ପାଇଁ ପଡିଥାଏ |

ଗାଁ ଲୋକଙ୍କ କହିବା ମୁତାବକ ସେହି ଜଙ୍ଗଲରେ ବିଭିନ୍ନ ପ୍ରକାରର ଦୁଷ୍ଟ ଶକ୍ତି ଅଛନ୍ତି ତାହା ସହ ସେଠି ମଧ୍ୟ ବିଭିନ୍ନ ତାନ୍ତ୍ରିକ ବିଜ୍ଞାନ ମଧ୍ୟ କରାଯାଏ ଯେଉଁଥି ପାଇଁ ସଞ୍ଜ ପରେ ସେହି ଜଙ୍ଗଲରେ ଏକଲା ଯାଆନ୍ତି ନାହିଁ ବହୁ ବାର ଏମିତି ହୋଇଛି ସେହି ଜଙ୍ଗ ଦେଇ ଯିବ ମଧ୍ୟରେ ଲୋକ ମାନେ ଦୁଷ୍ଟ ଶକ୍ତି ମାନଙ୍କର ଶିକାର ହୋଇଛନ୍ତି ଏହିପରି ଆତ୍ମା ମାନ ଟଙ୍କାର ପିଛା କରୁଥିବାର ବହୁ ପ୍ରତେକ୍ଷ ଦସୀ କହିଛନ୍ତି | ଯେମିତି ସେମାନେ ଦୌଡ଼ିକିଯାଇ ପ୍ରଭୁ ଶ୍ରୀ ହନୁମାନ ମନ୍ଦିର ସାମ୍ନାରେ ପହଞ୍ଚି ଯାଆନ୍ତି ସେହି ଦୁଷ୍ଟ ଶକ୍ତି ସାଙ୍ଗେ ସାଙ୍ଗେ ତାର ପିଛା କରିବା ବନ୍ଦ କରିଦିଏ |

ଏହି କାରଣ ପାଇଁ ସେହି ଗାଁ ଲୋକ ହନୁମାନ ଗାଁ ଲୋକଙ୍କ ଉପରେ ବିଶ୍ୱାସ କରିଥାନ୍ତି ଟଙ୍କାର ଆଲକିକତା କୁ ବହୁବାର ଅନୁଭବ କରିଛନ୍ତି ଆଉ ଲୋକ ମାନଙ୍କ କହିବା ମୁତାବକ ଗଣ ବାହାରେ ସ୍ୱୟଂ ହନୁମାଙ୍କର ଅବସ୍ଥିତି ଯୋଗୁଁ କୌଣସି ଦୁଷ୍ଟ ଶକ୍ତି ଗାଁ ଭତରେ ପ୍ରବେଶ କରିନଥାଏ | ଆମେ ଆଜି ଆପଣଙ୍କୁ ଏମିତି ରହସ୍ୟ ବିଷୟରେ କହିବୁ ଯାହାକି ଆପଣଙ୍କର ଭଗବାନ ଉପରେ ବିଶ୍ୱାସ ଆସିଯିବ |

ସେଇ ଗାଁ ରେ ମାଧବ ନାମକ ଗୋଟେ ପିଲା ଟଙ୍କା ବାପା ମାଙ୍କ ସହିତ ରହୁଥିଲା ଦିନେ ତା ସହ ଏପରି ଅଘଟଣ ଘଟିଲା ଯାହାର ରକ୍ଷା କରିବା ପାଇଁ ସ୍ୱୟଂ ଭଗବାନ ତା ଆଗରେ ପ୍ରକଟ ହୋଇଗଲେ ମାଧବ ସବୁଦିନ ପ୍ରଭୁ ହନୁମାନ ମନ୍ଦିରକୁ ଯାଇ ସେଠି ଭକ୍ତିର ସହ ପୂଜା ଅର୍ଚନା କରିଥାଏ ହନୁମାନଙ୍କ କୃପାରୁ ତାର ସବୁ କିଛି ମଙ୍ଗଳ ଦାୟକ ହୋଇଥାଏ ମାଧବ ଖୁବୁ ପରିଶ୍ରମୀ ଥିଲା ସେଥିପାଇଁ ସେ ସବୁଦିନ କଠିନ ପରିଶ୍ରମ କରି ତାର ଗୁଜୁରାଣ ମେଣ୍ଟାଉଥିଲା |

ଗୋଟେ ଦିନ କୌଣସି କାମରେ ମାଧବ ଙ୍କର ବାପାଙ୍କୁ ଗାଁ ପାଖକୁ ଯିବାକୁ ପଡିଲା ତେଣୁ ସେହି ଜଙ୍ଗଲ ରାସ୍ତ ଦେଇ ଏକୁଟିଏ ପାଦରେ ଚାଲି ଚାଲି ଆଗକୁ ବଢିଗଲେ ସେତେବେଳକୁ ସେ ଜଙ୍ଗଲ ରାସ୍ତା ବହୁତ ଶୂନ ସାନେ ଘେରାରେ ଥାଏ ଚାରିପାଖରୁ ଭୟାନକ ଆଵାଜ ହିଁ ଆସୁଥାଏ ମାଧବର ବାପା କିଛି ବାଟ ଆସିଛନ୍ତି ନାହିଁ ଅନୁଭବ ହେଲା କେହି ଯେମିତି ଟଙ୍କାର ପିଛା କରୁଛି ଡରରେ ସେ ତେବେଳକୁ ମାଧବ ବାପାଙ୍କର ଦେହରୁ ଝାଳ ବାହାରି ପଡିଥାଏ |

ମାଧବର ବାପା ଗୋଟେ ରାହାରେ ଦୌଡିବାକୁ ଲାଗିଲେ ଦୌଡ଼ି ଦୌଡ଼ି ଶେଷରେ ଆସି ସେ ଟଙ୍କା ଘରେ ପହଞ୍ଚି ଲେ ଘରେ ପହଞ୍ଚି ବା ପରେ ଅଚାନକ ଟଙ୍କା ଦେହ ଖୁବୁ ଅସୁସ୍ଥ ହୋଇଗଲେ ବାପାଙ୍କର ଅଚାନକ ଦେହ ଖରାପ ଦେଖି ମାଧବ ବହୁତ ଚିନ୍ତାରେ ପଡିଗଲା ତେଣୁ ଗାଁ ର ବଡ ବଡ଼ ପୁରୁଖା ଲୋକ ମାଧବାକୁ ପାଖ ଗାଁର ବଇଦକୁ ଡାକିବା ପାଇଁ କହିଲେ ରାତି ସେତେବେଳକୁ 10 ଟା ବାଜିଲାଣି ରାତିରେ ସେ ଜଙ୍ଗଲ ରାସ୍ତା ପଟେ ଯିବା ମରଣକୁ ଡାକିବା ସହ ସମାନ ଥାଏ | କାହିଁକିନା ରାତି ସମୟରେ ସେ ଜଙ୍ଗଲ ରାସ୍ତାରେ ଦୃଷ୍ଟ ଆତ୍ମା ମାନେ ଟଙ୍କାର ଅସଲ ରୁପକୁ ଅସିଜାଇଛନ୍ତି ମାଧବଙ୍କର ବାପାଙ୍କ ଝିଅ କର୍ମସହ ଆହରୁ ଖରାପ ହେବାରେ ଲାଗିଲା ତେଣୁ ମାଧବ ଚିନ୍ତା କଲା ତାକୁ ଯେମିତି ହେଲା ତାକୁ ପାଖ ଗାଁରୁ ବଇଦଙ୍କୁ ଡାକିବାକୁ ପଡିବ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.