Breaking News

ଯେତେବେଳେ ନିଜ ଭକ୍ତ କୁ ବଞ୍ଚାଇବାକୁ ଆସିଗଲେ ସ୍ୱୟଂ ମହାଦେବ ତା ପରେ ଯାହା ହେଲା ?

ଦର୍ଶକବନ୍ଧୁ ଆଜି ଆସନ୍ତୁ ଏକ ଏମିତି ସତ ଘଟଣା ଜାଣିବା ଯେଉଁଠି ସ୍ଵୟଂ ଭଗବାନ ମହେଦେବଙ୍କୁ ଆସିବାକୁ ପଡ଼ିଲା ନିଜ ଭକ୍ତର ରକ୍ଷା କରିବା ପାଇଁ ଅନିରୁଦ୍ଧ କୁହନ୍ତି ଏହି ଘଟଣାଟି ୨୦୧୨ ମସିହାର ଅଟେ ଯେତେବେଳେ ସେ ତାଙ୍କ ପରିବାର ସହିତ ମହାଦେବଙ୍କ ଗୋଟିଏ ପବିତ୍ର ମନ୍ଦିରକୁ ଯାଉଥିଲେ ଏବଂ ଏହି ସମୟରେ ଗୋଟିଏ ଏମିତି ଘଟଣା ଘଟିଲା |

ଯାହା ତାଙ୍କ ପୁରା ପରିବାରକୁ କଳା ମୁଖରେ ପହଞ୍ଚାଇ ଦେଇଥିଲା ତେବେ ଦିନଟି ତାଙ୍କ ପାଇଁ ଜୀବନର ସବୁଠାରୁ ଦୁଃଖଦ ସମୟ ହୋଇ ଯାଇଥିଲା ଠିକ୍ ସେହି ସମୟରେ ଗୋଟିଏ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଭଗଵାନଙ୍କ ମନ୍ଦିରର ଦୂରତା ପାଖାପାଖି ୮ ଘଣ୍ଟାର ଥିଲା ସେଥିପାଇଁ ଅନିରୁଦ୍ଧ ବାବୁ କମ୍ପାନୀରୁ ୨ ଦିନ ଛୁଟି ନେଇଥିଲେ |

ଆଉ ତାପର ଦିନ ହିଁ ଭଗଵାନ ଶିବଙ୍କର ଏହି ପବିତ୍ର ମନ୍ଦିରକୁ ଦର୍ଶନ କରିବାକୁ ବାହାରି ପଡ଼ିଥିଲେ। ସଂପୂର୍ଣ୍ଣ ରାଜ୍ୟରେ ମହାଦେବଙ୍କ ନାମ ଜପି ଜପି ଯାଉଥିଲେ ସେତେବେଳେ ସେମାନେ ରାସ୍ତାରେ ଥିଲେ ଅଚାନକ ତାଙ୍କ କାର୍ ଡ୍ରାଇଭର ନିଜର ସନ୍ତୁଳନ ହରାଇ ଦେଲା ଆଉ ସାମ୍ନାରୁ ଗୋଟିଏ ବଡ ଟ୍ରକ୍ ଆସୁଥିଲା |

ଆଉ ସାମ୍ନାରୁ ଟ୍ରକ୍ ଆସୁଥିବାର ଦେଖି ସମସ୍ତେ ଆଖି ବନ୍ଦ୍ କରିଦେଲେ ତାଙ୍କୁ ଲାଗିଲା ତାଙ୍କର ଗାଡ଼ି ଦୁର୍ଘଟଣା ହୋଇଗଲା କିନ୍ତୁ କିଛି ସମୟ ପରେ କିଛି ବି ସୋର୍ ଶବ୍ଦ ଶୁଣିବାକୁ ମିଳିଲା ନାହିଁ ଆଉ ଆମର ଗାଡ଼ି ସୁରକ୍ଷିତ ଥିଲା। ତେବେ ଦର୍ଶକବନ୍ଧୁ ଆପଣଙ୍କୁ ଏହି ଘଟଣା ବିଷୟରେ କଣ ଲାଗୁଛି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |

ତାଙ୍କୁ ଲାଗିଲା ଇଏ ତ ଟ୍ରକ୍ ଡ୍ରାଇଭର ଦ୍ଵାରା ସମ୍ଭବ ହୋଇଛି ପରନ୍ତୁ ଯେତେବେଳେ ସେ ଟ୍ରକ୍ ଡ୍ରାଇଭରକୁ ପଚାରିଲେ ସେତେବେଳେ ଟ୍ରକ୍ ଡ୍ରାଇଭର କହିଲା ଗୋଟିଏ ବୁଢ଼ା ସାଧୁ ଟ୍ରକ୍ କୁ ଧରିଥିଲେ। ଅନିରୁଦ୍ଧ ବାବୁ ବୁଝିଗଲେ ଇଏ ଭଗଵାନ ଶିବ ଥିଲେ ଯିଏ ତାଙ୍କ ଭକ୍ତର ରକ୍ଷା କରିଲେ।

About odisha news

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.