Breaking News

ଯେତେବେଳେ ନନ୍ଦୀ ବେଲ ନିଜେ ନିଜ ଭକ୍ତଙ୍କୁ trainରେ ବଞ୍ଚାଇବାକୁ ଆସିବାକୁ ପଡିଲା, ସେତେବେଳେ ସମସ୍ତେ ଦେଖି ଆଶ୍ଚଯ୍ୟ ହୋଇଯାଇଥିଲେ ।

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଭଗଵାନ ମହାଦେବଙ୍କର ଏପରି ଚମତ୍କାର ଘଟଣା ବିଷୟରେ ଯାହାକୁ ଶୁଣି ଆପଣମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଆନନ୍ଦ ନାମକ ଜଣେ ବ୍ୟକ୍ତି ଉତ୍ତରପ୍ରଦେଶର ଏକ ଛୋଟ ଗାଁରେ ବାସ କରନ୍ତି ଥରେ ଆନନ୍ଦ ବାବୁ ଗାଁରୁ ସହର ଯିବା ପାଇଁ ଟ୍ରେନରେ ବସିଥିଲେ କିନ୍ତୁ ସେ ଆଦୌ ଜାଣି ନଥିଲେ କି ତାଙ୍କର ସହିତ ଟ୍ରେନ୍ ରେ ଏକ ଏପରି ଚମତ୍କାର ଘଟଣା ଘଟିଯିବ ଯାହା ଫଳରେ ସେ ମହାଦେବଙ୍କ ଉପରେ ଆହୁରି ଅଧିକ ଭରଷା କରିବାକୁ ଲାଗିବେ।

ଦର୍ଶକ ବନ୍ଧୁ ଆନନ୍ଦ ବାବୁ ଟ୍ରେନରେ ବସିଲେ ପାଗ ବୋହୁତ ଭଲ ଥିଲା ସବୁ ଯାତ୍ରୀମାନେ ଟ୍ରେନରେ ବସିଥିଲେ ଏବଂ ନିଜ ଯାତ୍ରାର ଆନନ୍ଦ ଉଠାଉଥିଲେ ଆନନ୍ଦ ବାବୁ ମଧ୍ୟ ଟ୍ରେନରେ ବସି ମହାଦେବଙ୍କୁ ସ୍ମରଣ କରିବାକୁ ଲାଗିଲେ କିନ୍ତୁ ଧୀରେ ଧୀରେ ମୌସମରେ ପରିବର୍ତ୍ତନ ଘଟିଲା ଆଉ ବୋହୁତ ଜୋରରେ ପବନ ବର୍ଷା ହେବାକୁ ଲାଗିଲା ଏହିପରି ସନ୍ଧ୍ୟା ହୋଇଗଲା ଆଉ ରାସ୍ତାରେ ବୋହୁତ ପାଣି ଜମି ଯାଇଥିଲା ବୋହୁତ ଜୋର୍ ରେ ପବନ ବହୁଥିଲା ସମସ୍ତ ଟ୍ରେନରେ ଶାନ୍ତିରେ ବସିଥିଲେ କିନ୍ତୁ ଅଚାନକ ଭାବରେ ଟ୍ରେନ୍ ଅଟକିଗଲା କେହି ବୁଝପାରୁନଥିଲେ କି ଟ୍ରେନ୍ କଣ ପାଇଁ ଅଟକିଲା ବୋହୁତ ୧ ଘଣ୍ଟାରୁ ଅଧିକ ସମୟ ବିତିଗଲା କିନ୍ତୁ ଟ୍ରେନ୍ ସେହିଠାରେ ଅଟକି ରହିଥିଲା ଏବଂ ବୋହୁତ ଜୋର୍ ବର୍ଷା ପବନ ହେଉଥିଲା ଟ୍ରେନ୍ ରେ ବସିଥିବା ସବୁ ଯାତ୍ରୀ ଏଥିପାଇଁ ବୋହୁତ ଅଧିକ ଚିନ୍ତିତ ହୋଇଗଲେ |

ଏହାପରେ ଧୀରେ ଧୀରେ ବର୍ଷା କମିଲା ଏବଂ ସବୁ ଯାତ୍ରୀ ଦେଖିବାକୁ ଗଲେ କି କଣ ସମସ୍ୟା ହୋଇଛି ଟ୍ରେନ୍ କଣ ପାଇଁ ଅଟକିଛି ତେବେ ଆନନ୍ଦ ବାବୁଙ୍କୁ ଜଣା ପଡ଼ିଲା ପବନ ବୋହୁତ ଜୋରରେ ଚାଲିଥିଲା କିନ୍ତୁ ଅଚାନକ ଭାବରେ ରେଳ ଲାଇନରେ ଏକ ନନ୍ଦୀ ଷଣ୍ଢ ଆସି ଆସି ବସିଗଲା ସେଥିପାଇଁ ଏମର୍ଜେନ୍ସି ବ୍ରେକ୍ ମାରିବାକୁ ପଡ଼ିଲା ଆଉ ଅନେକ ଲୋକେ ସେହି ନନ୍ଦୀକୁ ଘଉଡ଼ାଇଲେ ମଧ୍ୟ ସେ ସେଠାରୁ ଉଠିଲା ମାଗି ଆଉ ଯେତେବେଳେ କିଛି ଘଣ୍ଟା ପରେ ବର୍ଷା ଝଡ଼ କମିଗଲା ସେ ଆପେ ଆପେ ଉଠି ଚାଲିଗଲା।

ଦର୍ଶକ ବନ୍ଧୁ ପ୍ରକୃତରେ ଏହା ଘଟିଥିଲା କି ଯେଉଁ ଜାଗାରେ ନନ୍ଦୀ ବସିଥିଲା ଏହି ଜାଗାରୁ ମାତ୍ର ୨ ରୁ ୪ ମିନିଟ୍ ଦୂରରେ ଏକ ପୋହ୍ଲ ଆସିଥାନ୍ତି ଆଉ ଏହି ପୋହ୍ଲ ବର୍ଷା ପବନ ଯୋଗୁଁ ପାଣି ଏହି ପୋହ୍ଲର ଉପର ଦେଇ ଯାଉଥିଲା ଆଉ ସେହି ସମୟରେ ଯଦି ନନ୍ଦୀ ଆସି ରେଳ ଲାଇନରେ ବସି ନଥାନ୍ତା ତେବେ ଏକ ବଡ ରେଳ ଦୁର୍ଘଟଣା ଘଟି ଯାଇଥାନ୍ତା ଏହାଶୁଣି ସବୁ ଯାତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ହାତ ଯୋଡ଼ି ଭଗଵାନ ମହାଦେବଙ୍କୁ ଧନ୍ୟବାଦ୍ ଜଣାଇଲେ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.