Breaking News

ଯେତେବେଳେ ମାତ୍ର 20 ଦିନର ଛୁଆକୁ ବଞ୍ଚେଇବା ପାଇଁ ଆସିଲେ ସ୍ୱୟଂ ଇଚ୍ଛାଧରି ନାଗୁଣୀ, ତାପରେ Jaha ହେଲା ଦେଖିଲେ ହାତ ଯୋଡ଼ିଦେବେ ଆପଣ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଯେତେ ବେଳେ ଗୋଟିଏ 20 ଦିନର ଶିଶୁକୁ ନଈର ପ୍ରଖର ସ୍ରୋତରୁ ବୁଡ଼ିବାରୁ ବଞ୍ଚାଇବା ପାଇଁ ଆସିଲା ଗୋଟିଏ ଇଚ୍ଛା ଧାରୀ ନାଗୁଣୀ | ଏହି ଘଟଣା ହେଉଛି ଉତ୍ତରାଖଣ୍ଡର ଧନୁର୍ ଗାଁର ଜ୍ୟୋତି ନାମକ ଏକ ମହିଳା ନିଜର ସ୍ବାମୀ ଆଉ ଶାଶୁ ଶଶୁର ସହିତ ରହୁଥିଲା | ବିବାହର ଗୋଟିଏ ବର୍ଷର ଭିତରେ ହିଁ ଜ୍ୟୋତି ଗର୍ଭବତୀ ହୋଇଗଲା କିନ୍ତୁ ତାର ଶାଶୁ ଶଶୁର ଚାହୁଁନଥିଲେ କି ତାଙ୍କ ଘରେ ଝିଅ ଜନ୍ମ ହେଉ ବୋଲି | ତାଙ୍କର ଏଇଆ ଇଚ୍ଛା ଥିଲା କି ଘରେ ତାଙ୍କର ପୁଅ ହିଁ ଜନ୍ମ ହେଉ କେବଳ ପୁତ୍ର ହିଁ ଘରର ବଂଶ ଆଗକୁ ବଢ଼ାଇ ପାରିବ ଦେଖି ଦେଖୁ 9 ମାସ ବିତି ଗଲା ଆଉ ଯୋଉ କଥାର ଡର ଥିଲା ସେଇଆ ହେଲା ଘରେ ତାଙ୍କର ଗୋଟିଏ ଝିଅ ଜନ୍ମ ହେଲା |ଏହି କଥାରେ ଶାଶୁ ଶଶୁର ଖୁସି ନଥିଲେ ଶାଶୁ ଶଶୁର ସେଥି ପାଇଁ ଗୋଟିଏ ଯୋଜନା ତିଆରି କଲେ ଯେତେବେଳେ ଆଜି ରାତିରେ ସମସ୍ତେ ଶୋଇପଡ଼ିବେ ସେତେବେଳେ ଆମେ ସେହି ଶିଶୁକୁ ଜୀବନରୁ ମାରି ଦେବା |

ଏହି ସବୁ କଥା ଜ୍ୟୋତି ଶୁଣି ଦେଲା ଏହା ଶୁଣି ସେ ଆର୍ଶ୍ଚଯ୍ୟ ହୋଇଗଲା ଆଉ ଡରି ମଧ୍ୟ ଗଲା ସେ ଶୀଘ୍ର ଏହି କଥା ଯାଇଁ ତାର ସ୍ବାମୀ ମୁକେଶ କୁ କହିଲା |ଯେତେବେଳେ ସେ ଦି ଜଣଙ୍କୁ କୌଣସି ରାସ୍ତା ଦେଖା ଦେଲେ ନାହିଁ ସେ ତାଙ୍କର ଶିଶୁ କୁ ମା ଦୂର୍ଗାକୁ ସମର୍ପଣ କରି ଦେଲେ | ମାତା ହିଁ ଏହି ଶିଶୁ ର ରକ୍ଷା କରି ପାରିବେ ସେହି ଦୁଇଜଣ ଯୋଜନା ଅନୁସାରେ ସକାଳୁ ଶୀଘ୍ର ଉଠିକି ସେହି ଶିଶୁକୁ ଗଙ୍ଗା ଘାଟ ନେଇ ଗଲେ | ସେହି ଶିଶୁକୁ ଗୋଟିଏ ଟୋକଇରେ ରଖି ମହାଦେବ ଏବଂ ମା ଦୁର୍ଗା ଙ୍କୁ ମନେ ପକେଇ ସେହି ଶିଶୁ କୁ ଗଙ୍ଗାରେ ଭସେଇ ଦେଲେ | ଆଉ କହିଲେ ମହାଦେବ ଏହାର ରକ୍ଷା କେବଳ ଆପଣ କରିବେ ସ୍ରୋତ ପ୍ରଖର ଥିବାରୁ ନଦୀର ପାଣି ମଝିରେ ମଝିରେ ଟୋକଇରେ ଭିତରେ ପଶୁଥିଲା | ଠିକ୍ ସେତିକି ବେଳେ ସେଠାକୁ ଗୋଟିଏ ଇଚ୍ଛା ଧାରୀ ନାଗୁଣୀ ଆସିଲା ସେ ତାର ଶରୀରରେ ସେହି ଟୋକେଇ କୁ ଗୁରେଇ ଦେଲା |

ଆଉ ଟୋକେଇ ଗଙ୍ଗା ନଦୀର କୂଳ ଆଡକୁ ନେଇ ଯାଇ ଉତାରାଖଣ୍ଡ ର ଅଲଗା ଗାଁ ସ୍ଵମ ପୁରରେ ଯାଇଁ ପହଞ୍ଚିଲା |ଯାହା ପରେ ଗଙ୍ଗାଙ୍କ ଘାଟରେ ବିମଳ ଓ ଶୀତଲ ନାମର ଗୋଟିଏ ଦମ୍ପତି ମା ଗଙ୍ଗାର ପ୍ରାର୍ଥନା କରୁଥିଲେ | ତାଙ୍କୁ ବୋହୁତ ସମୟରୁ ସନ୍ତାନ ପ୍ରାପ୍ତି ହୋଇ ନଥିଲା ଠିକ୍ ସେତେବେଳେ ସେ ଦେଖିଲେ ଏକ ଟୋକେଇ ତାଙ୍କ ଆଡକୁ ଭାସି ଆସୁଛି ଆଉ ସେହି ଟୋକେଇ ରେ ଗୋଟିଏ ନାଗୁଣୀ ମଧ୍ୟ ଗୁଡେ଼ଇ ହୋଇଛି ପ୍ରଥମେ ସେ ଟୋକେଇ ଦେଖି ଡରି ଯାଇଥିଲେ କି ନାଗୁଣୀ ତାଙ୍କର ଯେମିତି କିଛି କ୍ଷତି ନକରୁ | ଠିକ୍ ସେତିକି ବେଳେ ତାଙ୍କୁ ସେହି ଟୋକେଇରେ ଗୋଟିଏ ଶିଶୁର କାନ୍ଦିବାର ଶବ୍ଦ ଶୁଭିଲା ବିମଳ ଆଉ ଶୀତଲ ଭାବିଲେ କି ନାଗୁଣୀ ଶିଶୁକୁ କିଛି ନକରୁ ସେଥି ପାଇଁ ଯେମିତି ଟୋକେଇ ନଦୀ କୂଳକୁ ଆସିଲା| ସେ ତୁରନ୍ତ ସେହି ଶିଶୁକୁ ଟୋକେଇ ରୁ ଉପରକୁ ଉଡେଇ ଦେଲେ ଆଉ ସେହି ଇଚ୍ଛା ଧାରୀ ନାଗୁଣୀ ମଧ୍ୟ କାହାକୁ କିଛି କ୍ଷତି ନକରି ସେଠାରୁ ପଳେଇଲା |

ଏହା ଦେଖି ବିମଳ ଆଉ ଶୀତଲ ଆର୍ଶ୍ଚଯ୍ୟ ହୋଇଗଲେ ସେମାନେ ଶିଶୁକୁ କୋଳକୁ ନେଲେ ଆଉ ପରସ୍ପରକୁ କହିବାକୁ ଲାଗିଲେ କି ଏହାର ମା ବାପାଙ୍କର ଏମିତି କଣ ଅସୁବିଧା ଥିଲା କି ସେମାନେ ଏତେ ଛୋଟ ଛୁଆକୁ ଏମିତି ଭସେଇ ଦେଲେ କିନ୍ତୁ ପ୍ରଖର ସ୍ରୋତ ରେ ଶିଶୁକୁ କିଛି ହେଲାନି କିମିତି ସମ୍ଭବ ହେଲା | ଆଉ ସେହି ନାଗୁଣୀ ମଧ୍ୟ ଶିଶୁକୁ କିଛି କ୍ଷତି କରି ନଥିଲା ଏହାର ଉତ୍ତର ରେ ଶୀତଲ କହିଲା ମତେ ତ ଲାଗୁଛି ସେ କୌଣସି ସାଧାରଣ ନାଗୁଣୀ ନୁହେଁ କୌଣସି ଇଚ୍ଛା ଧାରୀ ନାଗୁଣୀ ହୋଇଥିବ ତଥା ମା ଗଙ୍ଗା ଆଉ ମହାଦେବ ଙ୍କର କୃପା ଏମିତି ଆମ ଉପରେ ହେଇଛି ଯେ ଆମକୁ ଗୋଟିଏ ଶିଶୁର ପ୍ରାପ୍ତି ହୋଇଛି ସତରେ ସେ ଆମେ ଛୁଆ ନୁହେଁ | କିନ୍ତୁ ଆମେ ଏହାର ଲାଳନ ପାଳନ ତାର ମା ବାପା ଭଳିଆ କରିବା ବିମଳ ମଧ୍ୟ ଶୀତଲ କଥାରେ ଶୁଣି ଖୁସୀ ଥିଲା ଆଉ ସେହି ଦୁଇ ଜଣ ସେହି ଶିଶୁକୁ ଘରକୁ ନେଇ ଆସିଲେ|

ଆଉ ତାର ଲାଳନ ପାଳନ କରିବାକୁ ଲାଗିଲେ ଦୁଇ ଜଣ ସେହି ଶିଶୁର ବୋହୁତ ଧ୍ୟାନ ରଖିଥିଲେ ଆଉ ତାର ସବୁ ଖୁସୀର ମଧ୍ୟ ଧ୍ୟାନ ରଖୁଥିଲେ | ଧୀରେ ଧୀରେ ଶିଶୁଟି ବଡ ହେଲା ଆଉ ସେହି ଶିଶୁଟି ପଢ଼ିବାରେ ବୋହୁତ ହୁସିଆର ଥିଲା ଶ୍ରେଣୀ ରେ ପ୍ରଥମ ହେଉଥିଲା |ସମୟ ସେଥିରେ ସେ ଶିଶୁଟି ବଡ ହେଲା ଏବଂ ଭଲ ନମ୍ବର ରଖି ନିଜେ ପାଠପଢା ଶେଷ କରିବା ସହିତ ମାତ୍ର 21 ବର୍ଷ ବୟସରେ ହିଁ UPSC ର ପରୀକ୍ଷା ପାସ କରି ଦେଲେ ଏବଂ ସେ ଗୋଟେ ଗୋଟିଏ IAS ଅଫିସ ହୋଇଗଲା |ସେ ନିଜର କ୍ଷେତ୍ରରେ ବୋହୁତ ଭଲ କାମ କରିଥିଲା ତାଙ୍କୁ ଲୋକମାନେ ଜାଣିବା କୁ ଲାଗିଥିଲେ ଆଖ ପାଖରେ ନୁହେଁ ଅଲଗା ଅଲଗା ରାଜ୍ୟର ମଧ୍ୟ ଲୋକ ତାର କାମକୁ ପ୍ରଶଂସା ମଧ୍ୟ କରିବା ପାଇଁ ଲାଗିଲେ | ଜ୍ୟୋତି ଦିନ ଯେତେବେଳେ ଟିଭି ଲଗାଇଲା ତେବେ ଟିଭି ରେ ସେ ତାର ଛୁଆକୁ ଦେଖିଲା| ମା ଆଉ ଶିଶୁ ମଧ୍ୟରେ ଗୋଟିଏ ଅଲଗା କନେକ୍ସନ ହୋଇଥାଏ ଆଉ ଜ୍ୟୋତି ନିଜର ଶିଶୁ ଯେତେବେଳେ ଟିଭି ରେ ଦେଖିଲା ମା ର ବେହାୟସ ହେଲା ଆଉ ତାର ଗାଲର ତିରଜୁ ସେ ଜାଣି ଯାଉଥିଲେ | ସେ ତାଙ୍କର ଝିଅ ଅଟେ ସେ ତୁରନ୍ତ ନିଜର ସ୍ବାମୀ କୁ କହିଲା ତାର ଠିକଣା ଖୋଜିବା ପାଇଁ ଆଉ ଶ୍ୟାମ ପୁର ଗାଁ ପହଁଚିଗଲା |

ସେ ସେହି ଝିଅକୁ ସବୁ କଥା କହିଲା ଆଉ ବିମଳ ଓ ଶୀତଳ କୁ ମଧ୍ୟ ସବୁ କିଛି କହିଲା କି କେମିତି ସେମାନେ ଟୋକେଇ ରେ ରଖି ଶିଶୁକୁ ଗଙ୍ଗା ନଦୀରେ ଭସେଇ ଦେଇଥିଲେ | ଜ୍ୟୋତିର ସବୁ କଥା ଶୁଣି ଝିଅଟିକୁ ବୋହୁତ ରାଗ ଲାଗିଲା କି ତାର ବାପା ମା ତାଙ୍କୁ ଏମିତି କେମିତି ଛାଡି ପାରିଲେ ଏହା ଛଡ଼ା ଜ୍ୟୋତି ଏହା ଚାହୁଁଥିଲା କି ତାର ଝିଅ କୁ ତାର ସହିତ ପଳେଇବା ପାଇଁ ଯୋତି ର ଝିଅ ସଫା ସଫା ମାନା କରି ଦେଲା| ଝିଅଟି ବିମଳ ଓ ଶୀତଳ କୁ ନିଜର ବାପା ମା ବୋଲି ଭାବି ନେଇ ଥିଲା ଆଉ ସେ ଜୀବନ ସାରା ସେମାନଙ୍କ ସହିତ ରହିବାକୁ ଚାହୁଁ ଥିଲା |

ଯୋତି ଆଉ ତାର ସ୍ବାମୀ ନିରାଶ ହୋଇ ଘରରୁ ପଳେଇ ଆସିଲେ ଘରେ ପହଞ୍ଚି ଜ୍ୟୋତି ତାର ଶାଶୁ ଶଶୁର କୁ ସବୁ କଥା କହିଲା |ଏହି ସବୁ କଥା ଜାଣି ତାଙ୍କୁ ବୋହୁତ ପଶ୍ଚତାପ ହେଲା ସେହି ଶିଶୁ କୁ ଗଙ୍ଗା ନଦୀରେ ଭାସେଇବା ପରେ ଜ୍ୟୋତି ଓ ତାର ସ୍ବାମୀ କୁ ଆଉ କୌଣସି ଦ୍ୱିତୀୟ ସନ୍ତାନ ହେଲା ନାହିଁ ଆସି ଏହି ପ୍ରକାର ଗୋଟିଏ ଇଚ୍ଛା ଧାରୀ ନାଗୁଣୀ ଗୋଟିଏ ଶିଶୁର ଜୀବନ ବଞ୍ଚାଇଲା |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.