Breaking News

ଯେତେବେଳେ ମାଟି ଫାଟି ପଦାକୁ ଆସିଲେ ମା, ଦେଖିବାକୁ ଲାଗିଗଲା ଲୋକଙ୍କ ଭିଡ଼ ଓ ଏହା ପରେ ହେଲା କିଛି ଏପରି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ଜଣେ ମହିଳାଙ୍କୁ ମାଟି ଭିତରୁ ଡାକିଲେ ମା ଆଉ ତାପରେ ଯାହା ହେଲା ତାକୁ ଦେଖି ଆପଣଙ୍କର ମଧ୍ୟ ହୋସ ଉଡିଯିବ। ଦର୍ଶକ ବନ୍ଧୁ ଇନ୍ଦୋରର ଏକ ଗାଁ ଯାହାର ନାମ ସୁମେଲିଆ ଏହି ଗ୍ରାମରେ ଏକ ଚମତ୍କାରି ଘଟଣା ଦେଖିବାକୁ ମିଳିଲା। ଏହି ଗାଁର ଜଣେ ମହିଳାଙ୍କୁ ପ୍ରତ୍ୟେକ ଦିନ ରାତିରେ ଏକ ସ୍ବପ୍ନ ଆସୁଥିଲା ଯେ ତାଙ୍କୁ ମାଟି ତଳୁ ମା ଡାକୁଛନ୍ତି |

କିନ୍ତୁ ଯେତେବେଳେ ଏହି ସ୍ବପ୍ନ ବାରମ୍ବାର ଆସିଲା ତେବେ ସେ ସେହି ଜାଗାକୁ ଗଲେ ଆଉ ସେଠାରେ ମାଟି ଖୋଳାଗଲା ଆଉ ତାପରେ ଯାହା ଘଟିଲା ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଦର୍ଶକ ବନ୍ଧୁ ସୁମେଲିଆ ଗ୍ରାମରେ ଶାନ୍ତି ଦେବୀ ନାମକ ଜଣେ ମହିଳାଙ୍କୁ ଏହି ସ୍ବପ୍ନ ବାରମ୍ବାର ଆସୁଥିଲା ସେ ସେହି ସ୍ବପ୍ନରେ ଦେଖୁଥିଲେ ମା ଦୁର୍ଗା ତାଙ୍କୁ ମାଟି ତଳୁ ଡାକୁଛନ୍ତି|

ଏବଂ ସେଠାରୁ ତାଙ୍କୁ ବାହାର କରିବାକୁ କହୁଛନ୍ତି। ଏହାପରେ ଶାନ୍ତି ଦେବୀ ସ୍ବପ୍ନରେ ଦେଖା ଯାଇଥିବା ସେହି ସ୍ଥାନରେ ଗଲେ ଏବଂ ସେଠାକାର କିଛି ଲୋକଙ୍କ ସାହାଯ୍ୟରେ ସେଠାରେ ମାଟି ଖୋଳା ଆରମ୍ଭ କରାଗଲା କିଛି ସମୟ ପରେ ମାଟିତଳୁ ଏକ ମୂର୍ତ୍ତି ବାହାରିଲା ଆଉ ଏହା ଦେଖି ଶାନ୍ତି ଦେବୀଙ୍କ ସହିତ ସେଠାରେ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ।

ବନ୍ଧୁଗଣ କୁହାଯାଏ ଯେ ମାଟିତଳୁ ବାହାରିଥିବା ମୂର୍ତ୍ତି ମାତା କାଳୀଙ୍କର ଥିଲା ଓ ଏହି ମୂର୍ତ୍ତି ୫ ଶହ ବର୍ଷ ପୁରୁଣା ଥିଲା ଆଉ ଏଥିରେ ଏକ ନାଗ ନାଗୁଣୀ ଯୋଡି ଆଉ ସିଂହ ହାତର ପାଞ୍ଚ ମଧ୍ୟ ଥିଲା। ଲୋକମାନେ ଏହି ମୂର୍ତ୍ତିକୁ ପାଖରେ ଥିବା ଏକ ମନ୍ଦିରରେ ସ୍ଥାପନ କରିଦେଲେ ଏବଂ ଯେବେ ଠାରୁ ଏହି ମୂର୍ତ୍ତି ସ୍ଥାପନ କରାଯାଇଗଲା ଲୋକମାନେ କୁହନ୍ତି ସେହି ମନ୍ଦିର ପାଖରେ ବୋହୁତ ଚମତ୍କାର ମଧ୍ୟ ଦେଖିବାକୁ ମିଳିଥାଏ।

About odisha news

Check Also

ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !

ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …

Leave a Reply

Your email address will not be published.