Breaking News

ଯେତେବେଳେ JCBକୁ ଅଟକାଇବାକୁ ଆସିଲେ ଇଚ୍ଛା ଧାରୀ ନାଗ ନାଗୁଣୀ, ଆଉ ତାପରେ ସେଠି ଯାହା ହେଲା ଦେଖି ହାତ ଯୋଡ଼ିଦେଲେ ଲୋକେ..

ହେଲୋ ଫ୍ରେଣ୍ଡ୍ ଏମିତି କଣ ହେଲା କି ଗୋଟିଏ JCP ମେସିନ କୁ ଅଟକାଇବା ସୋୟମ୍ ଗୋଟିଏ ଇଚ୍ଛା ଧାରୀ ନାଗ ନାଗୁଣୀ ଙ୍କର ଯୋଡି ଆସି ପହଞ୍ଚିଲା ଆଉ ଏହା ପରେ ଏମିତି କିଛି ହେଲା ତାହାକୁ ଦେଖି ସମସ୍ତେ ଆର୍ଶ୍ଚଯ୍ୟ ହୋଇଗଲେ । ଏହି ସତ ଘଟଣାଟି ମଧ୍ୟପ୍ରଦେଶ ର ଗୋଟିଏ ଛୋଟ ଗାଁ ପନ୍ଦୋମି ରେ ଘଟିଥିଲା ପନ୍ଦୋମି ଗାଁ ରେ ଏକ ବୋହୁତ ପୁରୁଣା ଗଛ ଅଛି ଏହା ବୋହୁତ ବର୍ଷ ପୁରୁଣା ଅଟେ ଆଉ ଏହି ଗଛ ମୂଳରେ କେତେ ବର୍ଷ ପୂର୍ବେ ବୟସ୍କ ଲୋକ କଥା ହେଉଥିଲେ କିନ୍ତୁ ସମୟ ସାଥିରେ ସବୁ କିଛି ବଦଳି ଗଲା ।

କୁହାଯାଏ ଏହି ଗଛରେ ନାଗ ନାଗୁଣୀ ଯିବା ଆସିବା କରୁଥିବା ଲୋକମାନଙ୍କୁ ଦେଖା ଯାଏ ଏହି ନାଗ ନାଗୁଣୀ ର ଯୋଡି ବୋହୁତ ବର୍ଷ ପୂର୍ବରୁ ଏହି ଗଛରେ ରହୁଛନ୍ତି ଗୋଟିଏ ଦିନ ପନ୍ଦୋମି ଗାଁ ରେ ଗୋଟିଏ ବୋହୁତ ବଡ ବ୍ୟବସାୟୀ ଆସିଥିଲା ଗାଁ ରେ ସେହି ବ୍ୟବସାୟୀ ସେହି ଗଛକୁ କାଟିବା ପାଇଁ ଚାହୁଁଥିଲା ଆଉ ଗାଁ ର ମୁଖିଆ କହିଲେ ଆପଣ ଏହି ଗଛକୁ କାଟି ପାରିବେ ନାହିଁ ଏଥି ଇଚ୍ଛା ଧାରୀ ନାଗ ନାଗୁଣୀ ଅଛନ୍ତି ଆଉ ଏହି ଗଛରେ ନାଗ ନାଗୁଣୀ ଙ୍କର ଖାସ ଯୋଡା ରହୁଛନ୍ତି ।

ସେହି ବ୍ୟବସାୟୀ କହିଲା ଆମେ ଏହି ଭଳି କଥା ଉପରେ ବିଶ୍ୱାସ କରୁନା ଏହା ସବୁ କାହାଣୀ ଆଉ ଫିଲ୍ମରେ ହୁଏ ତାହା ପର ଦିନ ସେହି ବଡ ବ୍ୟବସାୟୀ ସେହି ଗଛକୁ କାଟିବା ପାଇଁ JCP ମେସିନ୍ ନେଇ ଗାଁ ରେ ପହଞ୍ଚିଲା ଆଉ JCP ମେସିନ୍ ଯେତେ ବେଳେ ସେହି ଗଛର ଏକ ଡାଳକୁ ଛୁଇଁବା କୁ ଚେଷ୍ଟା କଲା ଗୋଟିଏ ନାଗ ନାଗୁଣୀର ଯୋଡା JCP ମେସିନ୍ ସାମ୍ନାରେ ଆସି ପହଞ୍ଚିଲା ଯାହାକୁ ଦେଖିକି ସବୁ ଗାଁ ଲୋକମାନଙ୍କ ହୋଶ୍ ଉଡିଗଲା ଆଉ ସେହି ବ୍ୟବସାୟୀ ମଧ୍ୟ ଏହି ଚତ୍ମକାର୍ କୁ ଦେଖି ଅର୍ଶ୍ଚଯ୍ୟ ହୋଇଗଲା ।

ସେହି ନାଗ ନାଗୁଣୀ ର ଯୋଡା ଏତେ ବଡ ଥିଲା କି ଯେତେ ବେଳେ ଲୋକମାନେ ଏହି ନାଗ ନାଗୁଣୀ ଯୋଡିକୁ ନିଜ ଆଖିରେ ଦେଖିଲେ ତ ସବୁ ଲୋକ ଡରିଗଲେ ଆଉ ସେହି ବ୍ୟବସାୟୀ ମଧ୍ୟ ବୁଝି ପାରିଲା ଏହି ଯୋଡିକୁ ମାରିବା ବୋହୁତ ଖତ୍ରନାକ ହେବ ଏମାନଙ୍କୁ ନିଜର ଜାଗାରେ ହିଁ ରହିବା ଦରକାର ଆଉ ସେହି ବ୍ୟବସାୟୀ ଗାଁ ଛଡିକି ଚାଲି ଗଲା । ଆଜି ମଧ୍ୟ ଏହି ଘଟଣାର ପ୍ରମାଣ ଏହି ଗାଁ ରେ ମିଳେ ଆଉ ଆଜି ମଧ୍ୟ ଲୋକଙ୍କୁ ସେହି ନାଗ ନାଗୁଣୀ ଯୋଡିଙ୍କର ଦର୍ଶନ ହେଉଛି ।

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.