Breaking News

ଯେତେବେଳେ ଇଚାଧାରୀ ନାଗୁଣୀ ଟ୍ରେନ୍ ତଳେ ଆସିଲା, ତାପରେ Naguni ଯାହା କରିଲା….ଦେଖିବା ମାତ୍ରେ ଆପଣ ଥରି ଉଠିଲେ ସମସ୍ତେ…

ହେଲୋ ଫ୍ରେଣ୍ଡ୍ କଣ ହୋଇଥିଲା ଗୋଟିଏ ଆସଲି ନାଗୁଣୀ ଜଣେ ମଣିଷକୁ ଭଲପାଇ ବସିଲା । ତାହା ପରେ ଯାହା ହେଲା ନିଶ୍ଚିତ ଭାବରେ ଆପଣମାନଙ୍କର ରୁମ ଛିଡ଼ା କରିଦେବ । ଆସନ୍ତୁ ଜାଣିବା ପୁରା ଘଟଣା । ଆପଣମାନେ ନାଗୁଣୀ ଫିଲ୍ମ ଦେଖି ଥିବେ । ଯେଉଁଥିରେ ଶ୍ରୀଦେବୀ ଓ ଋଷି କପୁର ଅଛନ୍ତି । ଯଦି ଆପଣ ଦେଖୁଛନ୍ତି ତେବେ ଆପଣମାନଙ୍କୁ ତାହାର କାହାଣୀ ମଧ୍ୟ ମାନେ ଥିବ । ଶ୍ରୀଦେବୀ ଗୋଟିଏ ଇଚ୍ଛା ଧରି ନାଗୁଣୀ ହୋଇଥିଲେ ଓ ସେ ଋଷି କାପୁରଙ୍କୁ ଭଲ ପାଉଥିଲେ ।

କିଛି ଅସୁବିଧାର ପରେ ତାଙ୍କର ବାହାଘର ହୋଇଯାଏ ଓ ଦୁହେଁ ଖୁସିରେ ରୁହନ୍ତୁ । ସମସ୍ୟା ସେତେବେଳେ ଆସେ ଯେତେ ବେଳେ ଘରକୁ ଗୋଟିଏ ତାନ୍ତ୍ରିକ ଆସିଯାଏ ଓ କହେ ଶ୍ରୀଦେବୀ ଗୋଟିଏ ଇଚ୍ଛା ଧରି ନାଗୁଣୀ ବୋଲି । ଏହା ଜାଣିକି ଋଷି କପୁରଙ୍କ ମା ମନ ଦୁଃଖ କରନ୍ତି ଓ ତାଙ୍କୁ ନାଗୁଣୀ କବଳରୁ ବଞ୍ଚାଇବା ପାଇଁ ବାବାଙ୍କୁ କୁହେ । ସବୁ ରାତି ଶ୍ରୀଦେବୀ ନିଜର ଅସଲି ରୂପରେ ଅର୍ଥାତ୍ ନାଗୁଣୀ ରୂପରେ ଆସେ । ଏହା ଥିଲା ଫିଲ୍ମ କଥା କିନ୍ତୁ ଏହି ଭଳି ଘଟଣା ବାସ୍ତବରେ ଘଟୁଛି କିନ୍ତୁ ଆପଣମାନେ ଏହାକୁ ବିଶ୍ଵାସ କରିବେ ନାହିଁ ।

ଏହା ଏକ ସତ ଘଟଣା । ଏହି ଘଟଣା ଦିଲ୍ଲୀର ଏକ 26 ବର୍ଷ ବୟସର ଯୁବକ ସହିତ ଘଟିଛି । ଯାହା ଶୁଣିବାକୁ ଫିଲ୍ମ ଭଳି ଲାଗୁଥିବ । ଯୁବକଙ୍କ ନା କୋମଳ ଓ ନାଗୁଣୀ ଫିଲ୍ମର ଘଟଣା ବାସ୍ତବରେ ଘଟୁଛି । କୋମଲ ର ସହିତ ନାଗୁଣୀ ସବୁ ରାତି ତାର ବିଛଣାରେ ଶୋଉଛି ଏବଂ ସକାଳ ହେବା ମାତ୍ର ଚାଲି ଯାଏ । କିନ୍ତୁ ତାର ଲାଭ ବାଇଟ ର ଚିହ୍ନ କୋମଲ ର ସାର୍ଟ ରେ ରହି ଯାଏ । ଘରର ଅନ୍ୟ ଲୋକମାନେ ମଧ୍ୟ ନାଗୁଣୀର ଚିହ୍ନ କୋମଲର ସାର୍ଟ ଓ ବିଛଣା ରେ ଦେଖନ୍ତି ।

କୋମଲ ର ଘର ଲୋକ ନାଗୁଣୀ ଠାରୁ ପିଛା ଛଡ଼ାଇବା ପାଇଁ ବୋହୁତ ପ୍ରୟାସ କରିଥିଲେ କିନ୍ତୁ କୌଣସି ଫାଇଦା ହେଲା ନାହିଁ । କୋମଲ ତାର ଘର ଲୋକଙ୍କୁ ଏହା ମଧ୍ୟ କହିଲା କି ନାଗୁଣୀ ତାର ସ୍ଵିପ୍ନରେ ମଧ୍ୟ ଆସୁଛି ଏବଂ କହୁଛି ସେ ତାର ପୂର୍ବ ଜନ୍ମର ସ୍ତ୍ରୀ । କୋମଲର ମା ନାଗୁଣୀ ଠାରୁ ପିଛା ଛଡ଼ାଇବା ପାଇଁ ତାନ୍ତ୍ରିକ ଓ ଝାଡ଼ ଫୁଙ୍କ କରୁଥିବା ଲୋକଙ୍କୁ ମଧ୍ୟ ଡାକିଲା । ହେଲେ ସେଥିରେ କୌଣସି ଫାଇଦା ହେଲା ନାହିଁ ।

ଏହା ସହିତ କୋମଲର ଘର ଲୋକ ସେହି ଇଚ୍ଛା ଧାରୀ ନାଗୁଣୀ କୁ ବୋହୁତ ଦୂରରେ ମଧ୍ୟ ଛାଡ଼ିଲେ କିନ୍ତୁ ସେହି ନାଗୁଣୀ କିଛି ମାସରେ ତାଙ୍କ ଘରକୁ ଫେରି ଆସି କୋମଲ ପାଖରେ ଆସି ଶୋଇପଡ଼ିଲା । ଏବଂ ଜଣା ପଡ଼ିଲା କି ସେ ସେହି ନାଗୁଣୀ ଯିଏକି କୋମଲ କୁ ଭଲ ପାଏ । ଏହି ଘଟଣା ଶୁଣିବାରେ ବୋହୁତ ବେଶୀ ଫିଲ୍ମ ଭଳି ଲାଗୁଥିଲା । କିନ୍ତୁ ଏହି ଘଟଣା ପୁରା ପୁରି ସତ । କୋମଲର ସହିତ ଘଟୁଥିବା ଏହି ଘଟଣା ପାଇଁ ମଧ୍ୟ ଆଖ ପାଖ ଲୋକ ଆର୍ଶ୍ଚାଜ୍ୟ ।

ଲୋକମାନେ ତାଙ୍କ ଘରକୁ କୋମଲ ର ସାର୍ଟ ଚିହ୍ନ ଦେଖିବା ପାଇଁ ମଧ୍ୟ ଆସୁଛନ୍ତି ଏବଂ କୋମଲ ବୋହୁତ ଚିନ୍ତିତ ଅଛନ୍ତି । କୋମଲ ମାତ୍ର ଚାହୁଁଛନ୍ତି କି କୌଣସି ତରିକାରେ ତାର ପିଚା ଏହି ନାଗୁଣୀ ଠାରୁ ଛାଡି ଯାଉ । ଆପଣମାନେ ଏହି ବିଷୟରେ କଣ ଭାହୁଛନ୍ତୁ ତେବେ ଆମକୁ କମେଣ୍ଟ କରନ୍ତି ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.