Breaking News

ଯେତେବେଳେ ଇଚାଧାରୀ ନାଗୁଣୀ ଟ୍ରେନ୍ ତଳେ ଆସିଲା, ତାପରେ Naguni ଯାହା କରିଲା, ଥରି ଉଠିଲେ ସମସ୍ତେ…

ହେଲୋ ଫ୍ରେଣ୍ଡ୍ କଣ ହୋଇଥିଲା ଗୋଟିଏ ଆସଲି ନାଗୁଣୀ ଜଣେ ମଣିଷକୁ ଭଲପାଇ ବସିଲା | ତାହା ପରେ ଯାହା ହେଲା ନିଶ୍ଚିତ ଭାବରେ ଆପଣମାନଙ୍କର ରୁମ ଛିଡ଼ା କରିଦେବ ଆସନ୍ତୁ ଜାଣିବା ପୁରା ଘଟଣା | ଆପଣମାନେ ନାଗୁଣୀ ଫିଲ୍ମ ଦେଖି ଥିବେ | ଯେଉଁଥିରେ ଶ୍ରୀଦେବୀ ଓ ଋଷି କପୁର ଅଛନ୍ତି | ଯଦି ଆପଣ ଦେଖୁଛନ୍ତି ତେବେ ଆପଣମାନଙ୍କୁ ତାହାର କାହାଣୀ ମଧ୍ୟ ମାନେ ଥିବ | ଶ୍ରୀଦେବୀ ଗୋଟିଏ ଇଚ୍ଛା ଧରି ନାଗୁଣୀ ହୋଇଥିଲେ ଓ ସେ ଋଷି କାପୁରଙ୍କୁ ଭଲ ପାଉଥିଲେ |

କିଛି ଅସୁବିଧାର ପରେ ତାଙ୍କର ବାହାଘର ହୋଇଯାଏ ଓ ଦୁହେଁ ଖୁସିରେ ରୁହନ୍ତୁ | ସମସ୍ୟା ସେତେବେଳେ ଆସେ ଯେତେ ବେଳେ ଘରକୁ ଗୋଟିଏ ତାନ୍ତ୍ରିକ ଆସିଯାଏ ଓ କହେ ଶ୍ରୀଦେବୀ ଗୋଟିଏ ଇଚ୍ଛା ଧରି ନାଗୁଣୀ ବୋଲି | ଏହା ଜାଣିକି ଋଷି କପୁରଙ୍କ ମା ମନ ଦୁଃଖ କରନ୍ତି ଓ ତାଙ୍କୁ ନାଗୁଣୀ କବଳରୁ ବଞ୍ଚାଇବା ପାଇଁ ବାବାଙ୍କୁ କୁହେ | ସବୁ ରାତି ଶ୍ରୀଦେବୀ ନିଜର ଅସଲି ରୂପରେ ଅର୍ଥାତ୍ ନାଗୁଣୀ ରୂପରେ ଆସେ | ଏହା ଥିଲା ଫିଲ୍ମ କଥା କିନ୍ତୁ ଏହି ଭଳି ଘଟଣା ବାସ୍ତବରେ ଘଟୁଛି କିନ୍ତୁ ଆପଣମାନେ ଏହାକୁ ବିଶ୍ଵାସ କରିବେ ନାହିଁ |

ଏହା ଏକ ସତ ଘଟଣା ଏହି ଘଟଣା ଦିଲ୍ଲୀର ଏକ 26 ବର୍ଷ ବୟସର ଯୁବକ ସହିତ ଘଟିଛି | ଯାହା ଶୁଣିବାକୁ ଫିଲ୍ମ ଭଳି ଲାଗୁଥିବ ଯୁବକଙ୍କ ନା କୋମଳ ଓ ନାଗୁଣୀ ଫିଲ୍ମର ଘଟଣା ବାସ୍ତବରେ ଘଟୁଛି କୋମଲ ର ସହିତ ନାଗୁଣୀ ସବୁ ରାତି ତାର ବିଛଣାରେ ଶୋଉଛି ଏବଂ ସକାଳ ହେବା ମାତ୍ର ଚାଲି ଯାଏ | କିନ୍ତୁ ତାର ଲାଭ ବାଇଟ ର ଚିହ୍ନ କୋମଲ ର ସାର୍ଟ ରେ ରହି ଯାଏ | ଘରର ଅନ୍ୟ ଲୋକମାନେ ମଧ୍ୟ ନାଗୁଣୀର ଚିହ୍ନ କୋମଲର ସାର୍ଟ ଓ ବିଛଣା ରେ ଦେଖନ୍ତି |

କୋମଲ ର ଘର ଲୋକ ନାଗୁଣୀ ଠାରୁ ପିଛା ଛଡ଼ାଇବା ପାଇଁ ବୋହୁତ ପ୍ରୟାସ କରିଥିଲେ କିନ୍ତୁ କୌଣସି ଫାଇଦା ହେଲା ନାହିଁ | କୋମଲ ତାର ଘର ଲୋକଙ୍କୁ ଏହା ମଧ୍ୟ କହିଲା କି ନାଗୁଣୀ ତାର ସ୍ଵିପ୍ନରେ ମଧ୍ୟ ଆସୁଛି ଏବଂ କହୁଛି ସେ ତାର ପୂର୍ବ ଜନ୍ମର ସ୍ତ୍ରୀ | କୋମଲର ମା ନାଗୁଣୀ ଠାରୁ ପିଛା ଛଡ଼ାଇବା ପାଇଁ ତାନ୍ତ୍ରିକ ଓ ଝାଡ଼ ଫୁଙ୍କ କରୁଥିବା ଲୋକଙ୍କୁ ମଧ୍ୟ ଡାକିଲା | ହେଲେ ସେଥିରେ କୌଣସି ଫାଇଦା ହେଲା ନାହିଁ |

ଏହା ସହିତ କୋମଲର ଘର ଲୋକ ସେହି ଇଚ୍ଛା ଧାରୀ ନାଗୁଣୀ କୁ ବୋହୁତ ଦୂରରେ ମଧ୍ୟ ଛାଡ଼ିଲେ କିନ୍ତୁ ସେହି ନାଗୁଣୀ କିଛି ମାସରେ ତାଙ୍କ ଘରକୁ ଫେରି ଆସି କୋମଲ ପାଖରେ ଆସି ଶୋଇପଡ଼ିଲା | ଏବଂ ଜଣା ପଡ଼ିଲା କି ସେ ସେହି ନାଗୁଣୀ ଯିଏକି କୋମଲ କୁ ଭଲ ପାଏ | ଏହି ଘଟଣା ଶୁଣିବାରେ ବୋହୁତ ବେଶୀ ଫିଲ୍ମ ଭଳି ଲାଗୁଥିଲା କିନ୍ତୁ ଏହି ଘଟଣା ପୁରା ପୁରି ସତ କୋମଲର ସହିତ ଘଟୁଥିବା ଏହି ଘଟଣା ପାଇଁ ମଧ୍ୟ ଆଖ ପାଖ ଲୋକ ଆର୍ଶ୍ଚାଜ୍ୟ |

ଲୋକମାନେ ତାଙ୍କ ଘରକୁ କୋମଲ ର ସାର୍ଟ ଚିହ୍ନ ଦେଖିବା ପାଇଁ ମଧ୍ୟ ଆସୁଛନ୍ତି ଏବଂ କୋମଲ ବୋହୁତ ଚିନ୍ତିତ ଅଛନ୍ତି | କୋମଲ ମାତ୍ର ଚାହୁଁଛନ୍ତି କି କୌଣସି ତରିକାରେ ତାର ପିଚା ଏହି ନାଗୁଣୀ ଠାରୁ ଛାଡି ଯାଉ | ଆପଣମାନେ ଏହି ବିଷୟରେ କଣ ଭାହୁଛନ୍ତୁ ତେବେ ଆମକୁ କମେଣ୍ଟ କରନ୍ତି |

About odisha news

Check Also

ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଦୁର୍ଗା ପୂଜା ଅଫର କମିଲା ସୁନା (Gold) ଦର ଭୁବନେଶ୍ୱର ର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ବନ୍ଧୁଗଣ ରାଜ୍ୟରେ ଆଜି ପୁଣିଥରେ ସୁନା ଦର କମିଥିବାର ଦେଖିବାକୁ ମିଳିଛି 22 ଏବଂ 24 କ୍ୟାରେଟ ସୁଦ୍ଧ ସୁନା …

Leave a Reply

Your email address will not be published.