Breaking News

ଯେତେବେଳେ ଗୋଟେ ଭୟାନକ ଆକ୍ସିଡେଣ୍ଟ ରୁ ଭକ୍ତକୁ ବଞ୍ଚାଇଲେ ପ୍ରଭୁ ହନୁମାନ ଦେଖନ୍ତୁ ..

ଦର୍ଶକବନ୍ଧୁ ଏହି କାହାଣୀଟି ସାଧକର ଅଟେ ପାୟଲ ଗୁପ୍ତା ଯିଏକି ବିହାରରେ ବାସ କରନ୍ତି ସେ ପିଲା ବେଳରୁ ହିଁ ଭଗଵାନ ଶିବ ଆଉ ହନୁମାନଙ୍କର ପୂଜା କରି ଆସିଥାନ୍ତି। ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଭଗଵାନ ହନୁମାନଙ୍କର ପୂଜା କରିବା ପାଇଁ ମନା କରାଯାଇଛି କିନ୍ତୁ ସେ ଅତି ଶ୍ରଦ୍ଧାର ସହିତ ପ୍ରଭୁ ହନୁମାନଙ୍କର ପୂଜା କରିଥାନ୍ତି। ୨୧ ଦିନ ହନୁମାନ ଚାଳିଶା ପାଠ କରିବା ପାଇଁ ସେ ସଂକଳ୍ପ କରିଥିଲେ ଏବଂ ହନୁମାନ ଚାଳିଶା ପାଠ କରିବା ସେ ପ୍ରତିଦିନ ଆରମ୍ଭ କରିଲେ।

ଫ୍ରେଣ୍ଡ୍ସ ତାଙ୍କ ବାହାଘର ୨୦୧୪ ମସିହାରେ ହୋଇଥିଲା ଏବଂ ସେ ତାର ସ୍ଵାମୀଙ୍କ ସହିତ ଆମେରିକା ଚାଲିଗଲେ ଏବଂ ତାଙ୍କର ଗୋଟିଏ ପିଲା ବି ଜନ୍ମ ହେଲା କିନ୍ତୁ ସେହି ଶିଶୁଟି ବୋହୁତ ପୂଜା ପାଠ କରିବା ପରେ ହୋଇଥିଲା। ୨୧ ଦିନ ଯେତେବେଳେ ସେ ହନୁମାନ ଚାଳିଶା ପାଠ କରିବା ଫଳରେ ତାଙ୍କୁ ବୋହୁତ ଚମତ୍କାର ଅନୁଭୂତ ହେଉଥିଲା। ଗୋଟିଏ ଦିନର କଥା ଅଟେ ସେତେବେଳେ ତାଙ୍କ କୁନି ଶିଶୁ ଅଢ଼େଇ ବର୍ଷର ହୋଇଥିଲା।

ଦିନେ କୁନି ଛୁଆଟି କବାଟ ଲକ୍ କରିବାକୁ ଚେଷ୍ଟା କରୁଥିଲା କେତେବେଳେ କବାଟକୁ ଖୋଲୁଥିଲା ତ କେତେବେଳେ ବନ୍ଦ୍ କରୁଥିଲା ଆଉ ସେହିଦିନ ସକାଳେ ପାୟଲ ଗୁପ୍ତା ହନୁମାନ ଚାଳିଶା ପାଠ କରୁଥିଲେ ଏବଂ ତାଙ୍କୁ ମାଲୂମ ବି ପଡ଼ିଲା ନାହିଁ ତାଙ୍କ ଛୁଆ କେତେବେଳେ ସେଠୁ ଉଠିକି ଚାଲିଯାଇଥିଲା। ଯେତେବେଳେ ପାୟଲ ଗୁପ୍ତା ତାଙ୍କ ଆଖପାଖରେ ତାଙ୍କ ପିଲାକୁ ଦେଖିବାକୁ ପାଇଲେ ନାହିଁ ସେତେବେଳେ ସେ ତାକୁ ଖୋଜିବାକୁ ଲାଗିଲେ କିନ୍ତୁ ତାଙ୍କୁ କେଉଁଠାରେ ବି ତାଙ୍କ ଛୁଆ ମିଳିଲା ନାହିଁ।

ବନ୍ଧୁଗଣ ସେ ଦେଖିଲେ ତାଙ୍କ ଘରର ମୁଖ୍ୟ କବାଟ ଖୋଲା ଅଛି ଆଉ ଯେତେବେଳେ ସେ ବାହାରକୁ ଗଲେ ଦେଖିଲେ ଜଣେ ଆମେରିକାନ୍ ମହିଳା ତାଙ୍କ ପିଲାକୁ କୋଳରେ ଧରି ଠିଆ ହୋଇଛି। ପାୟଲ ଗୁପ୍ତା ଦୌଡ଼ି ଦୌଡ଼ି ତାଙ୍କ ପିଲା ପାଖକୁ ଗଲେ ସେହି ମହିଳା ପାଖକୁ ଗଲେ ଆଉ ତାଙ୍କ ପିଲା ଏଠିକି କେମିତି ଆସିଲା ବୋଲି ପଚାରିବାରୁ ସେହି ମହିଳା ଜଣଙ୍କ କହିଲେ କି ଏହି ପିଲା ରାସ୍ତା ଉପରେ ଥିଲା ଆଉ ସେ ଗାଡ଼ି ଚଳାଇକି ଆସୁଥିଲେ |

ଏବଂ ସେ ଏହି ପିଲାଟିକୁ ଦେଖିଲେ ଆଉ ଅଚାନକ ଗାଡ଼ିର ବ୍ରେକ୍ ମାରିଲେ | ଆଉ ଯେତେବେଳେ ଏହି ପିଲା ବିଷୟରେ ପଚାରିଲେ ସେହି ମହିଳା ସବୁ କଥା କହିଲେ ଆଉ ପାୟଲ ଗୁପ୍ତା ମଧ୍ୟ କହିଲେ ତାଙ୍କ ପିଲା କବାଟ ଖୋଲିକି କିପରି ରାସ୍ତାକୁ ଆସିଲା। ତାପରେ ପାୟଲ ଗୁପ୍ତା କାନ୍ଦିବାକୁ ଲାଗିଲେ ସେହିଦିନ ତାଙ୍କୁ ଭଗଵାନ ହନୁମାନଙ୍କ ଚମତ୍କାର ଶକ୍ତି ବିଷୟରେ ଅନୁଭବ ହୋଇଥିଲା। ତାଙ୍କୁ ବିଶ୍ୱାସ ହୋଇଗଲା ଯେ ଏହି ଚମତ୍କାର ପ୍ରଭୁ ହନୁମାନ କରିଛନ୍ତି ଆଉ ସେ ଏବେ ପ୍ରତିଦିନ ହନୁମାନ ଚାଳିଶା ପାଠ କରୁଛନ୍ତି ଦର୍ଶକବନ୍ଧୁ ଆପଣଙ୍କୁ ଏହା କେମିତି ଲାଗିଲା ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.