Breaking News

ଯେତେବେଳେ ଏହି ଲୋକ ହନୁମାନଙ୍କ ମୂର୍ତ୍ତି ଭାଙ୍ଗିବାକୁ ଚାହିଁଲା ତା ପରେ ଯାହା ହେଲା ଦେଖି ଆପଣ ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ଦର୍ଶକ ବନ୍ଧୁ ହନୁମାନ ବିଷୟରେ ଆମେ ସମସ୍ତେ ଶୁଣି ଆସୁଛୁକି ହନୁମାନ ଜି ଅମର ଆଉ ଆଜିବି ସେ ଅମସମସ୍ତଙ୍କ ପାଖରେ ଅଛନ୍ତି ଆଉ ଅନେକ ସମୟରେ ହନୁମାନ ଏହି କଳିଯୁଗରେ ଅମସମସ୍ତଙ୍କ ସହିତ ଥିବାର ବହୁତ କାହାଣୀ ଆମମାନଙ୍କ ସାମ୍ନାକୁ ଆସିଛି | ସେ କେତେବେଳେ ନିଜର ଭକ୍ତକୁ ସାହାର୍ଯ୍ୟ କରିବା କଥା ଶୁଣିବାକୁ ମିଳିଥାଏ ତ ଅନ୍ୟ ପଟେ କେତେ ଥର ତାଙ୍କର ପଦ ଚିହ୍ନ ଦେଖାଯାଏ । ଏମିତି ହିଁ ଗୋଟିଏ କଥା ଶୁଣିବାକୁ ମିଳିଛି । ଝାଡଖଣ୍ଡର ମୋହନପୁର ନାମକ ଏକ ଛୋଟ ଗାଁରେ ବହୁତ ପ୍ରାଚୀନ କାଳର ହାନୁମାନଙ୍କ ମନ୍ଦିର ଅଛି ।

ଏଠି ସର୍ବଦା ଭଗବାନ ହନୁମାନଙ୍କ ଦର୍ଶନ କରିବା ପାଇଁ ଭକ୍ତମାନଙ୍କର ଭିଡ ଲାଗିଥାଏ । ସବୁ ମଙ୍ଗଳବାର ଦିନ ଏଠି ପ୍ରସାଦ ବଣ୍ଟନ କରାଯାଏ ଆଉ ସବୁ ହନୁମାନ ଜୟନ୍ତୀରେ ଏଠି ବହୁତ ବଡ ମେଳା ବି ଲାଗିଥାଏ । ସବୁ ଗାଁରେ ଲୋକମାନଙ୍କ ମନରେ ହନୁମାନଙ୍କ ପ୍ରତି ଆସ୍ଥା ବିଶ୍ୱାସ କରନ୍ତି ଆଉ ପୂଜା ମଧ୍ୟ କରନ୍ତି ଥିଲା ।

ଲୋକମାନଙ୍କ କହିବା ଅନୁସାରେ ଯଦି କେହି ହନୁମାନଙ୍କ ମନ୍ଦିରରେ ନିଜର କିଛି ଇଚ୍ଛା ନେଇ ଯାଉଛନ୍ତି ତେବେ ହନୁମାନ ତାକୁ ନିଶ୍ଚିତ ପୁରା କରନ୍ତି । ପୁରା ଗାଁ ହସ ଖୁସିରେ ଦିନ କାଟୁଥିଲେ । କିଛି ଦିନ ପରେ ଏହି ଗାଁରେ ଜଣେ ବ୍ୟକ୍ତି ରହିବାକୁ ଆସିଲା । ସେ ମଦ ବିକ୍ରି କରୁଥିଲା । ସେ ଗାଁର ବଜାରରେ ଗୋଟିଏ ଦୋକାନ ଭଡାରେ ନେଇ ସେଠି ମଦ ବିକ୍ରି କରିବାକୁ ଲାଗିଲା । କିନ୍ତୁ ଗାଁରେ ପ୍ରାୟତ ଲୋକମାନେ ହନୁମାନଙ୍କ ଭକ୍ତ ଥିଲେ । ସେଥିପାଇଁ ତାର ଅଧିକ ମଦ ବିକ୍ରି ହେଉ ନ ଥିଲା ।

ଦିନ ଗଡିବାକୁ ଲାଗିଲା ଆଉ ସେଠି ମଦ ବିକ୍ରି ହେଉନଥିଲା ଆଉ ସେହି ମଦ ପଡି ପଡି ଖରାପ ହେଉଥିଲା ମାସ ଶେଷ ପର୍ଯ୍ୟନ୍ତ ଏତେ ମଦ ବିକ୍ରି କରି ପରି ନଥିଲା କି ଦୋକାନର ଭଡା ଦେଇପାରିବ ସେ ବହୁତ ରାଗିଗଲା ଆଉ ଭାବି ବାକୁ ଲାଗିଲା ଯେପର୍ଯ୍ୟନ୍ତ ହନୁମାନ ମନ୍ଦିର ଅଛି ସେ ପର୍ଯ୍ୟନ୍ତ ମୋ ଧନ୍ଦା ଚାଳିବନାହିଁ ଆଉ ତାପରେ ସେ ଭାବିଲା ଯଦି ମୁଁ ହନୁମାନଙ୍କ ମୂର୍ତି ଭାଙ୍ଗି ଦେବୀ ତାପରେ ମୋ ମଦ ଭଲ ଭାବରେ ବିକ୍ରି ହେବ |

ଗୋଟେ ସେ ପ୍ଲାନ କଲା ଅଧା ରାତିରେ ଯେତେବେଳେ ସବୁ ଗାଁ ଲୋକମାନେ ସୋଇ ପଡ଼ିଥିବେ ସେତେବେଳେ ମୁଁ ଗାଁର ମୁଖ୍ୟ ବିଜୁଳି ତାର କାଟିଦେବୀ ଆଉ ଅନ୍ଧାରରେ ହନୁମାନଙ୍କ ମୂର୍ତି ଭାଙ୍ଗି ଦେବୀ ଏହି ପ୍ଲାନ କରି ଶୋଇପଡ଼ିଲା କିନ୍ତୁ ସେ ଜାଣିନଥିଲା ପରିଣାମ ବଡ ଭୟଙ୍କର ହେବ ବୋଲି | ତାପରଦିନ ପ୍ଲାନ ମୁତାବକ ଅଧରାତିରେ ଗାଁର ବିଜୁଳି କାଟି ସେ ମନ୍ଦିରରେ ବଡ ଲୁହାରଡ଼ ଧରି ପହଁଚିଲା ଆଉ ମୂର୍ତିରେ ଛଡାଯାଇଥିବା ଫୁଲ ହାର ଆଉ ତିଳକ ହଟେଇବାକୁ ଲାଗିଲା ଆଉ ବଜେତେବେଳେ ସେ ମୂର୍ତ୍ତିକୁ ରଡ଼ରେ ବାଡ଼େଇବାକୁ ଲାଗିଲା ସେତେବେ ଜୋରରେ ବିଜୁଳି ଚମକିବଳୁ ଲାଗିଲା ଆଉ ସେ ଡରିଗଲା କିନ୍ତୁ ସେ ତାର ପ୍ଲାନ ଚେଞ୍ଜ କଲାନାହିଁ |

ତାପରେ ହନୁମାନଙ୍କ ହାତରେ ଥିବା ଗଦା ଟଲେପଦିଗଲ ଆଉ ଏମିତି ଲାଗିଲା ଯେମିତିକି ଭୟଙ୍କର ଭୂମିକମ୍ପ ହେଲା ସେ ଡରିଗଲା କିନ୍ତୁ ତାର ପ୍ଲାନ ଚେଞ୍ଜ କଲାନାହିଁ | ତାପରେ ହନୁମାନ ମୂର୍ତିରୁ ଜୋରେ ଦିବ୍ୟ ପ୍ରକାଶ ପଡ଼ିବାକୁ ଲାଗିଲା ସେ ବୁଝିଗଲାଯେ ଏ ସାଧାରଣ ମୁର୍ତୀନୁହଁ ତାପରେ ସେ ମନ୍ଦିର ଓ ଗାଁ ଛାଡି ସବୁଦିନ ପାଣି ଚାଲିଗଲା |

About odisha news

Check Also

ଆପଣଙ୍କ ପାଖରେ ଅଛି କି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ ଲକ୍ଷପତି…

ନମସ୍କାର ଦର୍ଶକବନ୍ଧୁ ଯଦି ଆପଣଙ୍କ ପାଖରେ ଅଛି ଏହି ସିରିଏଲ ନମ୍ବର ନୋଟ ତେବେ ଆପଣ ରାତା ରାତି ହୋଇଯିବେ …

Leave a Reply

Your email address will not be published.