ବନ୍ଧୁଗଣ ଏମିତି ଅନେକ ଲୋକ ଅଛନ୍ତି ଯିଏ ରାତି ଦିନ ପରିଶ୍ରମ କରି ଟଙ୍କା ରୋଜଗାର କରିଥାନ୍ତି କିନ୍ତୁ ସେଇ ଟଙ୍କାଟି ଆପଣଙ୍କ ଘରକୁ ଆସିଲା ବେଳକୁ ବିଭିନ୍ନ ସମସ୍ୟାରୁ ଖର୍ଚ୍ଚାନ୍ତ ହୋଇଯାଇଥାଏ ଆପଣ ହଜାର ହଜାର ଟଙ୍କା ରୋଜଗାର କରି ମଧ୍ୟ ଆପଣଙ୍କ ଟଙ୍କା ବିଭିନ୍ନ ସମସ୍ୟାରୁ ଖର୍ଚ ହୋଇଯାଉଛି ଏବଂ ଆପଣ ବାରମ୍ବାର ଇନକମ କଲେ ବି ସେଇ ଟଙ୍କାଟି ମଧ୍ୟ ଆପଣଙ୍କୁ ଅଣ୍ଟୁ ନାହିଁ |
ତାହେଲେ ଦର୍ଶକବନ୍ଧୁ ଆପଣମାନେ ଆଜିର ଏଇ ଚମତ୍କାର ଉପାୟଟି କରନ୍ତୁ ଯଦି ଆପଣ ଏଇ ଉପାୟ କରିବେ | ତେବେ ଆପଣ ଯେତେ ଟଙ୍କା ମଧ୍ୟ ରୋଜଗାର କରିବେ ତାହାକୁ ଆପଣମାନେ ସୁରକ୍ଷିତ ଭାବେ ରଖି ପାରିବେ ଆପଣଙ୍କର ଗୋଟେ ଟଙ୍କା ଭି ଖର୍ଚ୍ଚ ହେବ ନାହିଁ ତେବେ ଆସନ୍ତୁ ଜାଣିବା ସେଇ ଚମତ୍କାର ଉପାୟ ଏଇ ଉପାୟ ନିମନ୍ତେ ଆପଣଙ୍କୁ ଦରକାର ହେବ |
ବନ୍ଧୁଗଣ ଗୋଟେ ମୟୁର ପଙ୍ଖ ଓ ତାହାପରେ ଆପଣଙ୍କୁ ଦରକାର ହେବ ଗୋଟେ ତମ୍ବାର ପତ୍ର ଯଦି ଆପଣ ତମ୍ବାର ପତ୍ର ଯୋଗାଡ଼ କରିପାରିବେ ନାହିଁ ତାହେଲେ ଆପଣ ଭୁଜ ପତ୍ରର ମଧ୍ୟ ବ୍ୟବହାର କରି ପାରିବେ | ତାପରେ ଆପଣଙ୍କୁ ଏଇ ଯନ୍ତ୍ର ଟି କୁ ପ୍ରସ୍ତୁତ କରିବାକୁ ପଡିବ କେମିତି ପ୍ରସ୍ତୁତ କରିବେ – ସେଇ ତମ୍ବା ପତ୍ର ଉପରେ ଆପଣ ମୟୁର ସାହାଯ୍ୟରେ ଏଇ ଭଳି ଯନ୍ତ୍ର ଲେଖିବାକୁ ପଡିବ କିମ୍ବା ଅଙ୍କିବାକୁ ପଡିବ |
ଦର୍ଶକବନ୍ଧୁ ତାହାପରେ ସେଇ ଯନ୍ତ୍ରଟିକୁ ପ୍ରାଣ ପ୍ରତିଷ୍ଠା ଦେବାକୁ ପଡିବ ତାହାପରେ ଆପଣମାନେ ସେଇ ଯନ୍ତ୍ରଟିକୁ ଆପଣଙ୍କ ପୂଜା ଘରକୁ ନେଇ ଚାଲିଯିବେ ଏବଂ ସେଥିରେ ଧୂପ ଦୀପ ଦେଇ 108 ବାର ଜପ କରିବେ | ତାହାପରେ ସେଇ ଯନ୍ତ୍ରଟିକୁ ଆପଣମାନେ ଗୋଟେ ନମସ୍କାର କରିବେ |
ବନ୍ଧୁଗଣ ଏଇ ଉପାୟ ଟି ଆପଣମାନେ କୌଣସି ପୂଜା ନକ୍ଷେତ୍ର ରବିବାର ଦିନ ବା ଦୀପାବଳି ଦିନ କରି ପାରିବେ ତାପରେ ଏଇ ଯନ୍ତ୍ରଟିକୁ ଆପଣଙ୍କ ପୂଜାଘରେ ହିଁ ରଖିବେ ଏବଂ ପ୍ରତିଦିନ ଆପଣ ଧୂପ ଦୀପ ଦେଇ ପୂଜା କରିବେ ତାହାପରେ ଆପଣ ଦେଖିବେ ଆପଣ ଯେତେଟଙ୍କା ରୋଜଗାର କରିବେ ସବୁ ସଂଚୟ କରି ପାରିବେ | ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଏହି ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ |