Breaking News

ଯେତେ କଷ୍ଟ ପଡିଲେ ବି ଏହି 5 ଟି କଥା କାହାକୁ କୁହନ୍ତୁ ନାହିଁ !

ଦର୍ଶକବନ୍ଧୁ ଏହି 5ଟି କଥା ସର୍ବଦା ଗୁପ୍ତ ରଖିବେ କାହାକୁ କେବେ କହିବେ ନାହିଁ ପ୍ରତେକ ବ୍ୟକ୍ତିଙ୍କ ପାଖରେ କିଛିନା କିଛି ଗୁପ୍ତ କଥା ଥାଏ ସେମାନେ କାହାକୁ କହିବାକୁ ପସନ୍ଦ କରନ୍ତି ନାହିଁ ଏପରି କିଛି ବିଷୟ ରହିଥାଏ କାହିଁକି ନା ଯଦି ଆପଣ ଆପଣଙ୍କର ଗୁପ୍ତ କଥା ସମସ୍ତଙ୍କ କତିରେ କହିବାକୁ ଲାଗନ୍ତି କି ଆପଣାକୁ ପଛରେ ପସ୍ତେଇବାକୁ ପଡିଥାଏ ଏବଂ ନିରାଶ ହେବାକୁ ପଡିପାରେ |

ବେଳେ ବେଳେ ଏମିତି ଯଦି କୌଣସି ବେକ୍ତି ତାଙ୍କର କିଛି ଗୁପ୍ତ କଥା ରଖନ୍ତି ତୋ ଆପଣଙ୍କୁ ଲାଗେ ଆପଣ ନିଜର ଗୁପ୍ତ କଥା ତାଙ୍କୁ କହିବା କୌଣସି ଦୃଷ୍ଟିରୁ ଖରାପ ନୁହେଁ କିନ୍ତୁ ଏହା ଭୁଲୁ ଅଟେ ଯେଉଁ କାନଟି ଶୁଣିବାକୁ ଥିଲା ତାପରି ବ୍ରତେ କାନର ଉପଯୋଗ ଖୋଲି ଆପଣ ଆପଣଙ୍କର ଗୁପ୍ତ କଥା କହିବାକୁ ଲାହିଗଲେ ଯାହାକି ଭବିଷତରେ କିଛି ସମସ୍ୟା ରେ ପକାଇ ପାରେ |

ଜୀବନରେ ଏଭଳି କିଛି ଲୋକ ମଧ୍ୟ ଆପଣଙ୍କ ଜୀବନକୁ ଆସନ୍ତି ଯେଉଁ ମାନେ ଏଭଳି କଥା କହିବେ ଯାହା ଦ୍ୱାରା ଆପଣ ଆପଣଙ୍କର ଗୁପ୍ତ କଥା କହିବାକୁ ଲାଗିଯିବେ ଏହି ଭଳି ଲୋକଙ୍କ ଠାରୁ ସର୍ବଦା ସବୁବେଳେ ଦୁରେଇ ରୁହନ୍ତୁ | ମୁଁ ଆପଣଙ୍କୁ ଯେଉଁ 5ଟି ଗୁପ୍ତ କଥା ବିଷୟରେ କହିବାକୁ ଯାଉଛି ତାକୁ ଆପଣ କେବେ କାହାକୁ କହିବେ ନାହିଁ ଆପଣଙ୍କ ଭିତରେ ଏହି କଥା ରଖିବେ ଏବଂ ଯଦି କହିବାକୁ ପଡେ ଯାହା ଉପରେ ଆପଣଙ୍କର ସମ୍ପୂର୍ଣ ଭରଷା ଥିବ ଯିଏକି ଆପଣଙ୍କ କଥା କାହା ଆଗରେ କହିବେ ନାହିଁ |

ତେବେ ଚାଲନ୍ତୁ ଗୋଟେ ଗୋଟେ କରି 5ଟି ଗୁପ୍ତ କଥା ଜାଣିବା | ପ୍ରଥମେ ରହିଛି 4ଟି ଯାହାବି ଲୋକ ମାନଙ୍କର ମଙ୍ଗଳ ହେଲାପରି କାମ କରୁଛନ୍ତି ଯାହା ଆପଣ ଦାନ କରୁଛନ୍ତି ଓ ଆପଣ କୌଣସି ସେବା କାର୍ଯ୍ୟ କରୁଛନ୍ତି ତେବେ ଏହା କାହାକୁ କହିବେ ନାହିଁ ଆପଣ ଏହି କଥା ଆଗରୁ ଶୁଣିଛନ୍ତି ଡାହାଣ ହାତ ଯଦି ଦାନ କରୁଥାଏ ତାହା ବାମ ହାତଟି ଜାଣି ନପାରେ | ଯଦି ଆପଣ କାହାକୁ ସାହାଯ୍ୟ କରୁଛନ୍ତି ତେବେ କାହାକୁ କହିବାର ଆବଶକ୍ୟ ନାହିଁ ଏହା ଲୋକ ଆପେ ଆପେ ଜାଣିଥାନ୍ତି କିନ୍ତୁ ଏହା ଆପଣଙ୍କର ଏହା ସିକ୍ରେଟ ହେବ ଆବଶକ୍ୟ |

ଦ୍ୱତୀୟ ରେ ରହିଛି ଆପଣଙ୍କର ନିଜର କିଛି ବିଚାର ଥିବ କିମ୍ବା ନିଜର କିଛି ଶତନ୍ତ୍ର ବିଲ୍ୱଫି ସିଷ୍ଟମ ଥିବ ଯାହା ଆପଣ ନିଜେ ତିଆରି କରିଥିବେ ଏବଂ କୌଣସି ବେକ୍ତି ବିଶେଷ ଅନ୍ୟ ଯେକୌଣସି ବିଷୟରେ ନିଜସ୍ୱ ଥିବ ଏହା ଆପଣଙ୍କର ବିଶ୍ୱାସ ଅଟେ ଏହା ଆପଣଙ୍କ ପାଖରେ ରହିବ ଅବଶକ୍ୟ | ତୃତୀୟ ରେ ରହିଛି ପ୍ରତେକ ମଣିଷର କିଛିନା କିଛି ଲକ୍ଷ୍ୟଥାଏ ଓ ତାକୁ ପାଇବା ପାଇଁ ବହୁତ କଷ୍ଟ ମଧ୍ୟ ଶିଖାର କରିଥାଏ |

ଆପଣ ଆପଣଙ୍କର ଭୁଲ ସୁଧାରିବା ଯାହା ବିଷୟରେ ଆପଣ କହିବା ଉଚିତି ନୁହେଁ କାହିଁକିନା ଆପଣଙ୍କର ଲକ୍ଷ୍ୟ ବହୁତ ବଡ଼ ହୋଇଥାଏ ହୁଏତ ଲୋକ ମାନେ ଇଚ୍ଛା କରିବାକୁ ଲାଗିଯାଏ ଓ ହୋଇ ପାରେ ଲୋକ ମାନେ ଆପଣଙ୍କ ପାଖରେ ବସିବାକୁ ଲାଗିଯାନ୍ତି ଯଦି ଆପଣ କୌଣସି କମ୍ପନୀ ଚାକିରୀ କରୁଛନ୍ତି ଆପଣ ଚାହୁଁଛନ୍ତି ଆପଣ ଆପଣ ACO ହେବାକୁ ଯଦି ଆପଣ ଏହି କଥାଟିକୁ ସମସ୍ତଙ୍କ ଆଗରେ ସେଆର କରନ୍ତି ସମସ୍ତେ ଅପାଙ୍କ ଉପରେ ହସିବେ ଏହା ସିକ୍ରେଟ ରଖିବା ଦ୍ୱାରାହିଁ ସମ୍ଭବ ହୋଇଥାଏ |

ସଫଳତା ପାଆନ୍ତୁ କି ନ ପାଆନ୍ତୁ ନିଜର ଭୁଲ କାହାକୁ ନକଇବା ଦ୍ୱାରା ଆପଣଙ୍କର ମନ ବଳ ସୄଧୁଡ଼ କରନ୍ତୁ | ଚତୁର୍ଥ ରେ ରହିଛି ନିଜର ଲାଇଫ ଷ୍ଟାଇଲି ପ୍ରତେକ ବେକ୍ତିଙ୍କ ଲାଇଫ ଷ୍ଟାଇଲି ଭିର୍ଣ୍ଣ ହୋଇଥାଏ ପ୍ରତେକ ମାଣିଷ ନିଜର ଧର୍ମ କୁ ପସନ୍ଦ କରିଥାନ୍ତି ଏହା ସମ୍ଭବ ନୁହେଁକି ଆପଣମାନଙ୍କ ପାଖକୁ ଆସୁଥିବା ପ୍ରତେକ ବେକ୍ତି ଅପାଙ୍କର ଧର୍ମର ଅଇତିହାସିକ ସେଥି ପାଇଁ ନିଜର ଧର୍ମର ସେକ୍ରେଟା ସମସ୍ତଙ୍କ ସାଥିରେ ସେଆର କରିବା କିଛି ଅବଶକ୍ୟତା ନାହିଁ ଆଉ ଗୋଟେ କଥା ରହିଛି ପ୍ରତେକ ମଣିଷର କିଛି ସେକ୍ରେଟା ଥାଏ |

ପଞ୍ଚମ ରେ ରହିଛି ପରିବାର କଥା ପ୍ରତେକ ପରିବାର କିଛିନା କିଛି ସମସ୍ୟ ରହିଛି ଯାହା ସମସ୍ତଙ୍କ ଆଗରେ ହୁସିଆରି ରହିବାକୁ ପଡିଥାଏ ଆପଣ ଆପଣଙ୍କ ପରିବାରକୁ ଭଲପାନ୍ତି ନାହିଁ ଯାହାବି ହଉ ନିଜ ନିଜ ଭିତରେ କଥା ସମସ୍ୟ କୁ ଦୂର କରନ୍ତୁ | କୌଣସି ପରିସ୍ତିସ୍ଥିରେ ନିଜର ପରିବାର ସମସ୍ତ ସମସ୍ୟକୁ ବାହାର ଲୋକଙ୍କ ଆଗରେ ପ୍ରଚାର କରନ୍ତୁ ନାହିଁ ଏହା ଦ୍ୱାରା ତାଙ୍କ ଆଗରେ ଛୋଟ ହୋଇଯାନ୍ତି ଓ ତାସହିତ ସେ ମଧ୍ୟ ତାର ଲାଭ ଉଠାଇପାରନ୍ତି ଯାହାବି ହଉ ନିଜ ଭିତରେ ବସି କଥା ବର୍ଥ କରନ୍ତୁ ନିଜ ପରିବାର କଥା ନିଜ ସିକ୍ରେଟ ରଖନ୍ତୁ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.